ଚଳିତ ବଜେଟରେ ଅଧିକ ସମୟ ଉପସ୍ଥାପନ କରି ରେକର୍ଡ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୀର୍ଘ ସମୟ ଧରି ବଜେଟ ଉପସ୍ଥାପନ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି । ସେ ୨ ଘଂଟା ୨୭ ମିନିଟ ଧରି ଏହି ବକ୍ତବ୍ୟ ଦେଇ ନିଜର ପୂର୍ବ ରେକର୍ଡ ଭଙ୍ଗ କରିଛନ୍ତି ।

ଅର୍ଥମନ୍ତ୍ରୀଙ୍କ ନାମରେ ୨୦୧୯ ମସିହାରେ ୨ ଘଂଟା ୧୭ ମିନିଟ ଧରି ବଜେଟ ଉପସ୍ଥାପନ କରିଥିବାର ରେକର୍ଡ ରହିଥିଲା ।

Leave A Reply

Your email address will not be published.