ନୂଆଦିଲ୍ଲୀ: ସୋମବାର ରାତିରେ ପୂର୍ବ ଲଦାଖ ଅନ୍ତର୍ଗତ ଗଲ୍ୱାନ୍ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହ ସଂଘର୍ଷ କରି ସହିଦ ହୋଇଥିବା ୨୦ଜଣ ଭାରତୀୟ ସୈନିକଙ୍କ ନାମ ଆଜି ଭାରତୀୟ ସେନାବାହିନୀ ପ୍ରକାଶ କରିଛି। ନିମ୍ନରେ ସହିଦମାନଙ୍କ ନାମ ଓ ସେମାନଙ୍କ ବାସସ୍ଥାନର ତାଲିକା ପ୍ରକାଶ କରାଗଲା।
-କର୍ଣ୍ଣେଲ୍ ବି ସନ୍ତୋଷ ବାବୁ – ହାଇଦ୍ରାବାଦ୍
-ନାଏବ ସୁବେଦାର ନୁଦୁରାମ ସୋରେନ୍- ମୟୁରଭଞ୍ଚ, ଓଡ଼ିଶା
-ସବ୍ ସୁବେଦାର୍ ମନଦୀପ ସିଂହ- ପଟିଆଲା
-ନାଏବ ସୁବେଦାର୍ ଶତନାମ ସିଂହ- ଗୁରୁଦାସପୁର
-ହାବିଲଦାର କେ ପଲାନି-ମଦୁରାଇ
-ହାବିଲଦାର ସୁନୀଲ କୁମାର -ପାଟନା
-ହାବିଲଦାର ବିପୁଳ ରାୟ-ମିରଟସିଟି
-ନାଏକ ଦୀପକ କୁମାର- ରେୱା
-ସିପାହୀ ରାଜେଶ ଓରଙ୍ଗ- ବୀରଗମ୍
-ସିପାହୀ କୁନ୍ଦନ କୁମାର ଓଝା- ସାହିବଗଞ୍ଜ
-ସିପାହୀ ଗଣେଶ ରାମ- କନକର୍
-ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ- କନ୍ଧମାଳ, ଓଡ଼ିଶା
-ସିପାହୀ ଅଙ୍କୁଶ- ହମିରପୁର
-ସିପାହୀ ଗୁରବିନ୍ଦର- ସଙ୍ଗରୁର୍
-ସିପାହୀ ଗୁରତେଜ ସିଂହ- ମନସା
-ସିପାହୀ ଚନ୍ଦନ କୁମାର- ଭୋଜପୁର
-ସିପାହୀ କୁନ୍ଦନ କୁମାର- ସହର୍ସା
-ସିପାହୀ ଅମନ କୁମାର- ସମସ୍ତିପୁର
-ସିପାହୀ ଜୟ କିଶୋର ସିଂହ- ବୈଶାଳୀ
-ସିପାହୀ ଗେଣେଶ ହାଁସଦା- ପୂର୍ବ ସିଂଘଭୂମ୍
