ସଲମାନଙ୍କୁ ବାହାହେଲେ କ୍ୟାଟ୍ରିନା ! ବୋହୁ ବେଶରେ କ୍ୟାଟଙ୍କୁ କୋଳେଇଲେ ସଲମାନଙ୍କ ମା

ମୁମ୍ବାଇ : ବଲିଉଡର ମୋଷ୍ଟ ଇଲିଜିବୁଲ ବ୍ୟାଚେଲର ଭାଇଜାନ ସଲମାନ ଖାନ ବାହା ହେବେ କ୍ୟାଟରିନାଙ୍କୁ । ଏଥିପାଇଁ କୁଆଡେ କ୍ୟାୟଙ୍କୁ ବୋହୁ ବେଶରେ ଆଲିଙ୍ଗନ କରି ଆର୍ଶିବାଦ ଦେଇଛନ୍ତି ସଲମାନ ଖାନଙ୍କ ମା ସଲମା । ସଲମାନଙ୍କ ମା ସଲମା କ୍ୟାଟରିନାଙ୍କୁ ବୋହି ବେଶରେ ଥାଇ ଆଲିଙ୍ଗନ କରୁଥିବାର ପୋଠକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଯୋର ଧରିଛି । ।ଉ ଏହି ଫୋଟକୁ ଯେତେବେଳେ ସଲମାନଙ୍କ ଭଉଣୀ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ସେତେବେଲେ ଚର୍ଚ୍ଚା ହେବା ବି ସ୍ୱଭାବିକ ।

କିନ୍ତୁ ବାସ୍ତବ କଥା କିନ୍ତୁ ଭିନ୍ନ । ସତ କଥା ହେଉଛି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋ ହେଉଛି ଭାରତ ଫିଲ୍ମୀର ସୁଟିଂ ସେଟର । ଯେଉଁ ଫଟୋରେ କ୍ୟାଟ ବୋହୁ ବେଶର ଡ୍ରେସରେ ୍‍ଛନ୍ତି ଆଉ ସଲମାନଙ୍କ ମା ତାଙ୍କୁ ଆଲିଙ୍ଗନ କରିଛନ୍ତି । ପ୍ରକୃତ କଥା ହେଉଛି ସଲମାନ ଓ କ୍ୟାଟରିନା ଅଭିନୟ କରୁଥିବା ଭାରତ ସିନେମାର ସୁଟିଂ ଏବେ ମାଲ୍ଟାରେ ଚାଲିଛି । ଯେୁଁଠି ସଲମାନଙ୍କ ମା ସଲମା ମଧ୍ୟ ୍‍ଛନ୍ତି । ସୁଟିଂ ସେଟକୁ ସଲମା ଯାଇଥିବାବେଳେ ବୋହୁ ବେଶରରେ ସଟ ଦେଉଥିବା କ୍ୟାଟ ସଲମାନଙ୍କ ମାଙ୍କ ପାଖକୁ ଆସିଥିଲେ । ।ଉ ସେ ତାଙ୍କୁ ଆଲିଙ୍ଗନ କରୁଛନ୍ତି । ଏହି ଫଟୋକୁ ସଲମାନଙ୍କ ଭଉଣୀ ୁଠାଇଥିଲେ । ଏହି ଫଟୋକୁ ଅର୍ପିତା ଟ୍ୟୁଟରେ ଅପଲୋଡ କରିଛନ୍ତି । ତେବେ ଏହି ଫଟୋକୁ ହଟାଇବା ଆଗରୁ କେଇ ମିନିଟରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା । ଏହାକୁ ଦେଖି ଅନେକ ସଲମାନ କ୍ୟାଟରିନାଙ୍କୁ ବିବାହ କରୁଛନ୍ତି ବୋଲି ଭାବିନେଇ ଚର୍ଚ୍ଚା ଆରମ୍ଭ କରିଥିଲେ ।

Leave A Reply

Your email address will not be published.