ଦିନ ଦ୍ବି ପ୍ରହରରେ ଘରେ ପସି ଗଳା କାଟି ଦେଲେ

ଢ଼େଙ୍କାନାଳ :  ବୀଭତ୍ସ ହତ୍ୟାକାଣ୍ଡ । ସ୍ପଷ୍ଟ ଦିବାଲୋକରେ ସୁନା ବ୍ୟବସାୟୀଙ୍କ ଗଳାକାଟି ହତ୍ୟା । ଢ଼େଙ୍କାନାଳ ଟାଉନ ମୀନ ବଜାର ପଟ୍ଟନାୟକ ସାହିରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ମେଦିନିପୁର ଅଞ୍ଚଳର ମଣ୍ଟୁ ପାତ୍ର । ଢ଼େଙ୍କାନାଳ ଗାନ୍ଧୀମନ୍ଦିର ରେ।ଡରେ  ଜଗନ୍ନାଥ ଜୁଏଲାରୀ ନାମରେ ତାଙ୍କର ଏକ ଗହଣା ଦୋକାନ ରହିଛି । ଆଜି ଦିନ ୨ଟା ବେଳେ ଘର ନିକଟରେ ହିଁ ବ୍ୟବସାୟୀଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ତେବେ  କିଏ ଏବଂ କାହିଁକି ତାଙ୍କୁ ହତ୍ୟା କରିଛି ତାହା ଅସ୍ପଷ୍ଟ ରହିଛି । ପେ।ଲିସ  ଫରେନସିକ ଟିମ ଓ ଅନୁଂନ୍ଧାନୀ କୁକୁର ମାଧ୍ୟମରେ ତଦନ୍ତ କରୁଛି

Leave A Reply

Your email address will not be published.