ବିଜେଡିରେ ସାମିଲ ହେଲେ ଓଲିଉଡ୍ ଅଭିନେତ୍ରୀ ଜିନା ସାମଲ

ବିଜେଡିରେ ସାମିଲ ହେଲେ ଓଲିଉଡ୍ ଅଭିନେତ୍ରୀ ଜିନା ସାମଲ । ରାଜ୍ୟସଭା ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡି ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ଜିନା । ବିଜେପିରେ ତାଙ୍କୁ ଗୁରୁତ୍ୱ ଦିଆଯାଉଥିବା ଅଭିଯୋଗ କରି ଆଜି ଦଳ ଛାଡିଥିଲେ । ବିଜେପି ରାଜ୍ୟ ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଥିଲେ ଜିନା । ଇସ୍ତଫାର କିଛି ଘଣ୍ଟା ନପୁରୁଣୁ ବିଜେଡିରେ ସାମିଲ ହୋଇଛନ୍ତି ଜିନା ।

Leave A Reply

Your email address will not be published.