ଆଠଗଡ: ଖୁଣ୍ଟୁଣି ରେଞ୍ଜ ଉର୍ଦ୍ଦା ନାଳ ନିକଟରୁ ହାତୀ ଛୁଆର ମୃତଦେହ ଠାବ ହୋଇଛି । ମୃତ ହାତୀ ଛୁଆର ବୟସ ୩ ବର୍ଷ । ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ଖୁଣ୍ଟୁଣି ରେଞ୍ଜର ସୂଚନା ଦେଇଛନ୍ତି ।