ଭୁବନେଶ୍ୱର: ଏସିଆନ୍ ଆଥଲେଟିକସ ଚାମ୍ପିଅନ୍ସିପରରେ ଇତିହାସ ରଚିଛି ଭାରତ । ଚମ୍ପିୟନସିପରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଭାରତୀୟ କ୍ରାଡାବିତମାନେ ବାଜିମାତ କରିଛନ୍ତି । ପଦକ ଟେବୁଲର ଶିର୍ଷତମ ସ୍ତାନରେ ରହିଛି ଭାରତ । ୨୯ ପଦକ ସହ ଭାରତ ତାଲିକାର ପ୍ରଥମ ସ୍ତାନରେ ରହିଛି । ମୋଟ ୨୯ଟି ପଦକ ଭିତରେ ରହିଛି ୧୨ ସ୍ୱଣ୍ଣ,୫ ରୈପ୍ୟ ଓ ୧୨ ବ୍ରୋଞ୍ଚ ପଦକ । ଚିନ ୮ ସ୍ୱଣ୍ଣ,୭ରୈପ୍ୟ ସହ୫ ବ୍ରୋଞ୍ଚ ସହ ମୋଟ ୨୦ଟି ପଦକ ହାସଲକରି ଦ୍ୱିତୀୟ ସ୍ତାନରେ ରହିଛି । ତା ପଛକୁତୃତୀୟ ସ୍ତାନରେ ରହିଛି କାଜଖସ୍ତାନ । କାଜଖସ୍ତାନକୁ ୮ ମେଡାଲ ମିଳିଛି । ୪ ସ୍ୱଣ୍ଣ ସହ ସହ ୨ ରୈପ୍ୟ ଓନ୨ ବ୍ରୋଞ୍ଚ ପାଇଛି କାଜଖସ୍ତାନ । ଏହା ପଛକୁ ପଛ ଚତୁର୍ଥ ସ୍ତାନରେ ରହିଛନ୍ତି ଇରାନ,ପଞ୍ଚମ ସ୍ତାନରେ ଭିଏତନାମ,୬ଷ୍ଠ ସ୍ତାନରେ କୋରିଆ,୭ମରେ କୁଏତ ,ଅଷ୍ଟମରେକର୍ଗିଜସ୍ତାନ ନବମ ସ୍ତାନରେ ଶ୍ରୀଲଙ୍କା ଓ ଦଶମ ସ୍ତାନରେ ରହିଛି ଥାଇଲାଣ୍ଡ ।