ଏସିଆନ୍ ଆଥଲେଟିକସ ଚାମ୍ପିଅନ୍ସିପ:ବଢିଲା ପୁରସ୍କାର ରାଶି

ଭୁବନେଶ୍ୱର: ଏସିଆନ୍ ଆଥଲେଟିକସ ଚାମ୍ପିଅନ୍ସିପରରେ ପୁରସ୍ଖାର ରାଶି ବଢିଛି । ସ୍ୱଣ୍ଣ ପଦକ ବିଜେତା ମାନେ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ଟଙ୍କା ପାଇବେ । ସେହିପରି ଯେଉଁମାନେ ରୈପ୍ୟ ପଦକ ହାସଲ କରିଛନ୍ତି ସେମାନଙ୍କୁ ୫ ଲକ୍ଷ ଜାଗାରେ ଅଧିକ ଅଢେଇ ଲକ୍ଷ ଟଙ୍କା ପୁରସ୍କାର ରାଶି ମକ୍ଟମକ୍ଟବ । ରୈପ୍ୟ ବିଜେତା ପାଇବେ ସାଢେ ସାତଲକ୍ଷ ଟଙ୍କା ସେହିପି ବ୍ରୋଞ୍ଚ ବିଜେତା ଅଢେଇ ଲକ୍ଷ ବଦଳରେ ଅଥିକ ଅଢେଇ ଲକ୍ଷ ପାଇବେ । ସେମାନଙ୍କୁ ମକ୍ଟମକ୍ଟବ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଏଏସି ଏହି ଘୋଷଣା କରିଛି ।

Comments (0)
Add Comment