ନିର୍ଦ୍ଧାରିତ ସମୟ ପୂର୍ବରୁ ଆସିବ ମୌସୁମୀ

ନିର୍ଦ୍ଧାରିତ ସମୟ ପୂର୍ବରୁ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମେ ୧୫ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସକ୍ରିୟ ହେବ ମୌସୁମୀ ବାୟୁ। ଆଣ୍ଡାମାନ୍ ସାଗର ସହ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅଗ୍ରସର ହେବ । ପୂର୍ବରୁ ମେ ୨୦ ବେଳକୁ ସକ୍ରିୟ ହେଉଥିଲା। ଚଳିତ ବର୍ଷ ୫ ଦିନ ପୂର୍ବରୁ ମୗେସୁମୀ ବାୟୁ ସକ୍ରିୟ ହେଉଥିବାରୁ ପାଗ ଅନୁକୂଳ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

odisha news
Comments (0)
Add Comment