ପୋଲିସ ହେପାଜତରୁ ଅଭିଯୁକ୍ତ ଛୁ

କଟକ: ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ । ସିଡିଏ ଫେଜ୍-୨ ଥାନାରୁ ବିଳମ୍ବିତ ରାତିରେ ଚମ୍ପଟଅଭିଯୁକ୍ତ କାହ୍ନୁ ଜେନାକୁ ଗିରଫ କରିଥିଲା ସିଡିଏ ଫେଜ୍-୨ ଥାନା ପୋଲିସ । ତା ନିକଟରୁ ବନ୍ଧୁକ ଗୁଳି ଜବତ କରିଥିଲା । ରାତିରେ ଖାଇବା ପରେ କାହ୍ନୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Comments (0)
Add Comment