ବାଲେଶ୍ବର: ଅରଡବଜାର ମସଜିଦ ଗଳିରୁ ବ୍ରାଉନସୁଗାର ଜବତ ଜବତ ହୋଇଛି । ସହଦେବଖୁଣ୍ଟା ପୋଲିସ ଏହି ଚୋରା ବ୍ରାଉନ ସୁଗାରକୁ ଜବତ କରିଛି । ଏହାର ଓଜନ ୧୦୦ ଗ୍ରାମ । ଏହି କାରବାରରେ ସଂପୃକ୍ତି ଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ । ତାର ନାଁ ଶେଖ୍ ରିଣ୍ଟୁ । ପୂର୍ବରୁ ମଧ୍ୟ ବହୁବାର ଏହି ଅଞ୍ଚଲରୁ ବ୍ରାଉନସୁଗାର ଜବତ କରିଛି ପୋଲିସ