ବିଶ୍ବ ପାରା ଆଥଲେଟିକ ଚାମ୍ପିୟନସିପ୍ରେ: ସୁନ୍ଦର ସିଂଙ୍କୁ ସ୍ୱର୍ଣ୍ମ

ରାଜସ୍ଥାନ:ବିଶ୍ବ ପାରା ଆଥଲେଟିକ ଚାମ୍ପିୟନସିପ୍ରେ ୨୧ ବର୍ଷୀୟ ଭାରତୀୟ ସୁନ୍ଦର ସିଂହ ଗୁରଜାର ପୁରୁଷ ଜାଭେଲିନ ଥ୍ରୋ ରେ ସ୍ୱର୍ଣ୍ମ ପଦକ ଜିଣିଛନ୍ତି । ଏଫ୍ ୪୬ ବର୍ଗରେ ୬୦.୩୬ ମିଟର ଜାଭେଲିନ୍ ଥ୍ରୋ କରି ସେ କରିଛନ୍ତି ରେକର୍ଡ ।ରାଜସ୍ଥାନର ସୁନ୍ଦର ସିଂହ ରିଓ ପାରା ଅଲିମ୍ପିକ୍ରେ ବିଫଳ ହୋଇଥିଲେ ବି ଫେବୃଆରୀ ଫାଜା IPC ଆଥଲେଟିକ୍ସରେ ୩ ଟି ସ୍ୱର୍ଣ୍ମ ଜିଣିଥିଲେ ।

Comments (0)
Add Comment