୨୨ତମଏସିଆନ୍ ଆଥଲେଟିକସ ଚାମ୍ପିଅନ୍ସିପ ଉଦଯାପିତ, ଦୋହାରେ ହେବ ୨୩ତମ ଚମ୍ପିୟନ ସିପ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୨ତମଏସିଆନ୍ ଆଥଲେଟିକସ ଚାମ୍ପିଅନ୍ସିପ ଏଉଦଯାପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଚମ୍ପିୟନସିପକୁ ଉଦଯାପନ କରିଛନ୍ତି । ଅନ୍ୟମାନଙ୍କ ଭିତରେ ହାଇକୋର୍ଟର ବିଚାର ପତି ଓ ଏଏସିର ଚେୟାରମ୍ୟାନ ଓ କ୍ରାଡାମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଓଡିଶାକୁ ,ସ୍ପୋଷ୍ଟ ସିଟିରେ ପରିଣତ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିଲାଗି ଭୁବନଶ୍ୱରରେ ଭିତ୍ତିବୂମି ତିଆରି ହେବ ବୋଲି କହିଛନ୍ତି । ଓଡିଶାର ଏହି ସଫଳ ଆୟୋଜନ ଲାଗି ସବୁ ସ୍ତରରେ ଓଡିଶାକୁ ପ୍ରଶଂସା ମିଳିଛି । ଏହା ସହ ୨୩ ତମ ଏସିଆନ୍ ଆଥଲେଟିକସ ଚାମ୍ପିଅନ୍ସିପଦୋହାରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଛି ।

Comments (0)
Add Comment