ଭୁବନେଶ୍ବର : କଟକ – ପାରାଦୀପ ରାସ୍ତାରେ ଏକ ମର୍ମତୁନ୍ତ ସଡକ ଦୁର୍ଘଟଣା ଘଟିଛି । ପଥୁରିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ସ୍କୁଟିକୁ ଧକ୍କା ଦେଇଛି ଏକ କାର । ଏଥିରେ ଘଟଣା ସ୍ଥରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବଡପାଳ ପରୀକ୍ଷିତ ଶତପଥୀ ଓ ତାଙ୍କ ୮ ବର୍ଶର ପୁଅ ଓମ । ଅନ୍ୟଜଣେ ତାଙ୍କ ପୁତୁରା ବୋଲି ଜଣା ପଡିଛି । ଘଟଣା ସ୍ଥରେ ଉତ୍ତେଜନା ଲାଗି ରହିଛି ।