କୋଲକତା : ରାସ୍ତାରେ ଜଣେ ଅଭିନେତ୍ରୀଙ୍କୁ ପିଛା କରି ଜଣେ ଜଣା ଶୁଣା ଅଭିନେତା ଫସିଛନ୍ତି । ତାଙ୍କ ନାଁରେ ଯୌନ ଉତ୍ପିଡନ ମାମଲା ରଜ୍ଜୁ ହୋଇଛି । କେବଳ ମାମଲା ହୋଇନି ପୋଲିସ ସଂପୃକ୍ତ ଅଭିନେତାଙ୍କୁ ଗିରଫ ବି କରିଛି । ଅଭିନେତା ଜଣଙ୍କ ହେଉଛନ୍ତି ସଞ୍ଜୟ ମଖାର୍ଜୀ ଏମିତି ଘଟଣା ଘଟିଛି କୋଲକତାରେ ।