ତେଣୁ ଆନ୍ଧ୍ରରୁ ଆସୁଥିବା ମାଛକୁ ଆସାମ ସରକାର ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଆମଦାନୀ ଓ ବିକ୍ରି ବିକ୍ରି ଉପରେ ରୋକ୍ ଲଗାଇଛନ୍ତି । ଆସାମକୁ ଆସିଥିବା ମାଛର ନମୂନା ସଂଗ୍ରହ କରାଯାଇ ଏହାର ପରୀକ୍ଷା ପାଇଁ ଲାବୋରୋଟୋରିକୁ ପଠାଯାଇଥିଲା । ଏ ସମ୍ପର୍କିତ ରିପୋର୍ଟ ଆସାମ ସରକାରଙ୍କୁ ମିଳିବା ପରେ ଆନ୍ଧ୍ର ମାଛ ଆସାମରେ ବ୍ୟାନ ହୋଇଛି । ଏ ଦିଗରେ କାର୍ଯ୍ୟାନୁଷ୍ଠନ ନେବା ପାଇଁ ଜିଲ୍ଲାପାଳ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ବି ନିର୍ଦ୍ଦେଶ ଦେଇଛନ୍ତି ଆସାମ ସରକାର । ଆନ୍ଧ୍ର ମାଛ ଉପରେ ଓଡ଼ିଶା, ଆସାମ ଓ ପଶ୍ଚିମବଙ୍ଗ ବିଶେଷ ଭାବେ ନିର୍ଭରଶୀଳ