ଆଜି ବିଜେଡି ତାହାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୯ ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବାଲେଶ୍ବର ଲୋକସଭା ପ୍ରାର୍ଥୀ ଭାବେ ବିଜେଡି ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଚୟନ କରିଛି ।
-ଭୁବନେଶ୍ୱର ମଧ୍ୟ-ଅନନ୍ତ ନାରାୟଣ ଜେନା
-ଲକ୍ଷ୍ମୀପୁର -ପ୍ରଭୁ ଜାନି
-ପାରାଦୀପ-ଗୀତାଞ୍ଜଳି ରାଉତରାୟ
-ସମ୍ବଲପୁର-ପ୍ରସନ୍ନ ଆଚାର୍ଯ୍ୟ
–ରେଢାଖୋଲ-ରୋହିତ ପୂଜାରୀ
-ତେଲକୋଇ-ମାଧବ ସର୍ଦ୍ଦାର
-ତାଳଚେର-ବ୍ରଜ ପ୍ରଧାନ
-ନର୍ଲା-ମନୋରମା ମହାନ୍ତି
-ବାଲିଗୁଡା-ଚକ୍ରମଣି କହଁର