ରାଜସ୍ଥାନରେ କଂଗ୍ରେସକୁ ମିଳିପାରେ ୧୪୫ ଆସନ
ବିଜେପିକୁ ମିଳିପାରେ ୪୫
ବିଜେପି ଖାତାରେ ଯାଇପାରେ ୪୭.୯ ପ୍ରତିଶତ ଭୋଟ
କଂଗ୍ରେସ ଖାତାରେ ଯାଇପାରେ ୩୯.୭ ଭୋଟ
ମଧ୍ୟପ୍ରଦେଶରେ କଂଗ୍ରେସକୁ ୪୨.୩ ପ୍ରତିଶତ ସହ ୧୧୭ ଆସନ
ବିଜେପିକୁ ୪୧.୫ପ୍ରତିଶତ ଭୋଟ ସହ ୧୦୭ ଆସନ
ତେଲେଙ୍ଗାନାରେ କଂଗ୍ରେସ-ଟିଡିପିକୁ ମିଳିପାରେ ୬୪ ଆସନ
ଛତିଶଗଡରେ କଂଗ୍ରେସ ପାଇପାରେ ୪୨.୨ପ୍ରତିଶତ
ବିଜେପି ପାଇପାରେ ୪୧.୬ ପ୍ରତିଶତ ଭୋଟ
ମଧ୍ୟପ୍ରଦେଶରେ କଂଗ୍ରେସକୁ ୪୨.୩ ପ୍ରତିଶତ ଭୋଟ ସହ ୧୧୭ ଆସନ ଏବଂ ବିଜେପିକୁ ୪୧.୫ପ୍ରତିଶତ ଭୋଟ ସହ ୧୦୭ ଆସନ ଦେଇଛି ସି-ଭୋଟର ଓପିନିଅନ ପୋଲ୍ ସର୍ଭେ । ତେଲେଙ୍ଗାନାରେ କଂଗ୍ରେସ-ଟିଡିପିକୁ ମିଳିପାରେ ୬୪ ଆସନ । ଛତିଶଗଡରେ ସର୍ଭେ ଅନୁଯାୟୀ କଂଗ୍ରେସକୁ ୪୧ ଏବଂ ବିଜେପିକୁ ୪୩ ଆସନ ମିଳିପାରେ । ତେବେ ଛତିଶଗଡରେ କଂଗ୍ରେସ ପାଇପାରେ ୪୨.୨ପ୍ରତିଶତ ଭୋଟ ଏବଂ ବିଜେପି ପାଇପାରେ ୪୧.୬ ପ୍ରତିଶତ ଭୋଟ । ତେବେ ମିଜୋରାମ୍ ରେ କୌଣସି ଦଳକୁ ବହୁମତ ମିଳିନପାରେ । ମିଜୋ ନାସନାଲ୍ ଫ୍ରଣ୍ଟ ଆଗୁଆ ରହିପାରେ । ନଭେମ୍ବର ୧୨ରୁ ଡିସେମ୍ବର ୭ଭିତରେ ୪ଟି ରାଜ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଭୋଟ ହେବ । ଡିସେମ୍ବର ୧୧ରେ ଭୋଟ ଗଣତି ହେବ ।