ଭୁବନେଶ୍ୱର : ରାଜ୍ୟର ଦୁଇ ନୂତନ ମେଡିକାଲ କଲେଜ ବାଲେଶ୍ୱର ଓ ବଲାଙ୍ଗୀରକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହାସହିତ ପଣ୍ଡିତ ରଘୁନାଥ ମେଡ଼ିକାଲ କଲେଜ, ବାରିପଦାରେ ୨୦୧୮-୧୯ ଶିକ୍ଷା ବର୍ଷରେ ୨ୟ ବର୍ଷ ନାମ ଲେଖା ପାଇଁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମବଣାଳୟ ଅନୁମତି ପ୍ରଦାନ କରିଛନ୍ତି । ଏସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମବୀ ଜେ.ପି.ନଡ୍ଡା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଜରିଆରେ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟଯେ ବାଲେଶ୍ୱର ଓ ବଲାଙ୍ଗିରରେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ୨୦୧୮-୧୯ରେ ଦୁଇଟି ନୂତନ ମେଡ଼ିକାଲ କଲେଜ ସ୍ଥାପନକୁ କେନ୍ଦ୍ର ସରକାର ବିଦ୍ଧିବଦ୍ଧ ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟରେ ଉନ୍ନତ ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଇ ଏହି ତିନି ମେଡ଼ିକାଲ କଲେଜ୍କୁ ଅନୁମତି ପ୍ରଦାନ ନେଇ ରାଜ୍ୟର ଅନୁରୋଧକୁ ସ୧ାନ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
.ବାଲେଶ୍ୱର, ବଲାଙ୍ଗୀର ମେଡିକାଲ କଲେଜକୁ କେନ୍ଦ୍ରର ସବୁଜ ସଙ୍କେତ
.ବାରିପଦା ମେଡ଼ିକାଲ କଲେଜରେ ଦ୍ୱିତୀୟ ବର୍ଷ ନାମ ଲେଖା ପାଇଁ ଅନୁମତି
• ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଜଣାଇଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା
• ଧର୍ମେନ୍ଦ୍ରଙ୍କ ଧନ୍ୟବାଦ