ଯୌତୁକ ପାଇଁ ନିଆଁ ଲଗାଇଦେଲେ,ରାସ୍ତାରେ ଦୈଡିଲେ ଜଳନ୍ତା ନବବଧୁ

ବାଲେଶ୍ବର  : ଯୌତୁକ ପାଇଁ ମଣିଷ କେତେ ନୃସଂସ ହୋଇ ପାରେ ତାର ଆଜି ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ବରର ନିଳଗିରୀ ଅଞ୍ଚଳରେ । ଯୌତୁକ ପାଇଁ ୩ ସାସ ତଳେ ବାହା ହୋଇଥିବା ଜଣେ ନବବଧୁଙ୍କୁ ତାଙ୍କ ଶାଶୁଘର ଲୋକେ ନିଆଁ ଲଗାଇଦେଲେ । ଆଉ ଜଳନ୍ତା ଅବସ୍ଥାରେ ନବବଧୁ ଜଳନ୍ତା ଅବସ୍ତାରେ ରାସ୍ତାରେ ଦୈଡୁଥିବାବେଲେ ପଥଚାରୀ ନବବଧୁଙ୍କୁ ଉଦ୍ଦାର କରିଛନ୍ତି । ଗୁରୁତ୍ବର ଅବସ୍ତାରେ ତାଙକୁ ନିଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ଖବର ଅନୁସାରେ ନିଳଗିରି ଥାନା ଚିଲାପଦା ଗାଁରେ ଜମେ ନବବଧୁ ତିନିମାସ ତଲେ ବିଭାହ କରିଥିଲେ । ବିଭାହ ସମୟରେ ପରିବାର ଲୋକେ ସୁନାଚେନ ଦେବାକୁ କହିଥିଲେ । ହେଲେ ସୁନାଚେନ ଦେଇପାରିନଥିଲେ । ଏହାକୁ ନେଇ ଶାଶୁଘର ଲୋକେ ନବବଧୁଙ୍କୁ ଯୌତୁକ ନିର୍ଯ୍ୟତନା ଦେଉଥିଲେ । ଚେନ ନଦେବାରୁ  ଆଜି ଶାଶୁ ,ଶଶୁର ଓ ସ୍ବାମୀ ମିଶି ନବବଧୁଙ୍କ ଦେହରେ କିରୋସିନ ଢାଳି ନିଆ ଲଗାଇଦେଲେ । ନିଆଁ ଲାଗିଥିବାବେଳେ ଜଳନ୍ତା ଅବସ୍ତାରେ ନିଜ ଜୀବନ ବଞ୍ଚାଇବାକୁ ଦୈଡିଥିଲେ ନବବଧୁ । ରାସ୍ତାରେ ଯାଉଥିବା ୨ଜଣ ଯାତ୍ରୀ ତାଙ୍କୁ ଉଦ୍ଦାର କରିଥିଲେ । ନିଆଁରେ ପୋଡି ନବବଧୁଙ୍କ ଅବସ୍ତା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ଲାଗି ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Comments (0)
Add Comment