ରାହୁଲ ଗାନ୍ଧୀଙ୍କୁ କଂଗ୍ରେସରୁ ବିତାଡିତ ନେତା କୃଷ୍ଣଚନ୍ଦ୍ର ସଗରିଆଙ୍କ ତିନିଟି ପ୍ରଶ୍ନ

ଭୁବନେଶ୍ବର: ରାହୁଲ ଓଡିଶା ଆଗମନ ଦେଖି କଂଗ୍ରେସ ବିତାଡିତ ନେତା ପ୍ରଶ୍ନ ବାଣ ମାରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ଗତକାଲି ଶ୍ରୀକାନ୍ତ ଜେନା ପ୍ରଶ୍ନ ବାଣ ଛାଡିଥିବା ବେଳେ ଆଜି ତିନିଟି ପ୍ରଶ୍ନ କରିଛନ୍ତି କଂଗ୍ରେସ ଛାଡ଼ିଥିବା କୃଷ୍ଣଚନ୍ଦ୍ର ସଗରିଆ। ୧- ରାଜ୍ୟରେ ଚୋର ଚୌକିଦାର ଭାଇଭାଇ, ରାହୁଲ କାହା ସାଥିରେ ଖଣି ଲୁଟେରାଙ୍କ ସହ ନା ଜନ ସାଧାରଣଙ୍କ ସହ ଅଛନ୍ତି? ୨- କାହାକୁ ମୁଖ୍ୟମନ୍ତ୍ରୀ କରିବେ। ୯୪ପ୍ରତିଶତ ଦଳିତ ଆଦିବାସୀଙ୍କ ମଧ୍ୟରୁ ଜଣେ ନା ଜଣେ ପଟ୍ଟନାୟକଙ୍କୁ ୩- ମଣ୍ଡଳ କମିଶନ ସୁପାରିଶ ଲାଗୁ ହୋଇନାହିଁ ।ଏସସି, ଏସଟି ଓ ଓବିସି ସଂରକ୍ଷଣ ନେଇ କାହିଁକି ଚୁପ, ତାର ଉତ୍ତର ରାହୁଲ ରଖିବାକୁ କହିଛନ୍ତି କୃଷ୍ଣ ସଗରିଆ।

Comments (0)
Add Comment