ପାରିବାରିକ କଳହ ହେଲା କାଳ : ପୁଅକୁ ମାରି ବାପାର ଆତ୍ମହତ୍ୟା

ବରଗଡ: ବାପାର ଟାଙ୍ଗିଆ ଚେ।ଟରେ ପୁଅ ମୃତ । ପୁଅକୁ ମାରି ବାପାର ଆତ୍ମହତ୍ୟା । ବରଗଡ ଅତାବିରା ଥାନା ରାଏପଡା ଗାଁରେ ଅଭାବନୀୟ ଘଟଣା । ମୃତକ ପୁଅ ହେଲେ ସୁବା ରାଓ । ପୁଅ ଶେ।ଇଥିବାବେ​ଳେ ବାପା ପିଙ୍କେ ବରିହା ପୁଅ ସୁବାକୁ ଟାଙ୍ଗିଆ ଚେ।ଟରେ ହତ୍ୟା କରିଛି । ପୁଅକୁ ହତ୍ୟା କରିବା ପରେ ବାପା ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛି । ଘଟଣାସ୍ଥଳରେ ବରଗଡ ଏସଡିପିଓ, ଅତାବିରା ପେ।ଲିସ ପହଞ୍ଚି ତଦନ୍ତ ଚଳାଇଛି । ତେବେ ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ସୂଚାନ ମିଳିଛି ।

Comments (0)
Add Comment