ମୁମ୍ବାଇ : ଚୁମ୍ବନ ବା କିସ୍ । ଏହାକୁ ନେଇ ଅନେକଙ୍କ ଭାବନା ଭିନ୍ନ ଭିନ୍ନ ଭିନ୍ନ ରହିଛି । ତଥାପି ପ୍ରେମ ଓ ସଂପର୍କକୁ ନିବିଡ କରିବାର ଚୁମ୍ବନର ଏକ ମାଧ୍ୟମ । ପ୍ରେମକୁ ଆହୁରି ଅନ୍ତରଙ୍ଗ କରିବା ଓ ପରସ୍ପର ଭଲ ପାଇବାକୁ ମଜଭୁତ କରେ କିସ ବା ଚୁମ୍ବନ । ଚୁମ୍ବନ ଦୁଇ ପ୍ରେମୀ ଯୁଗଳ ଓ ପତିପତ୍ନୀଙ୍କୁ ନିକଟତର କରେ । ହେଲେ ଏହାକୁ ଅନେକ ନକରାତ୍ମ ଭାବେ ନେଇଥାନ୍ତି ।
ପରୀକ୍ଷଣରୁ ଏକଥା ବି ଜଣା ପଡିଛି ଚୁମ୍ବନ ଦେବା ଦ୍ୱାରା ପ୍ଲଡପ୍ରେସର ବା ରକ୍ତଚାପ ରୋଗକୁ ନିୟନ୍ତ୍ରଣ କରିବାରେ ଏହା କିଛିଟା ସାହାର୍ଯ୍ୟ କରେ । ଚୁମ୍ବନ କଲେ ଶରୀରର ୩୦ଟି ମାଂସ ପେଶୀ ଆକ୍ଟିଭ ହୁଏ । ନିୟମିତ ଚୁମ୍ବନ କରିବା ଦ୍ୱାରା ମାଂସ ପେଶୀ ମଜଭୁତ ହୁଏ । ତେଣଉ କୁହାଯାୁଛି କିସ କର ଫିଟ ରୁହ । ଚୁମ୍ମା ଦିଅ ଶକ୍ତି ବଢାଅ । ଦେତେ କିସ ବା ଚୁମ୍ମା ଦେବାବେଳେ ସ୍ଥାନ କାଳ ଓ ପାତ୍ର ଦେଖିବା ଉଚିତ । ଶାଳୀନତାକୁ ଭୁଲି ଏପରି କରିବା ଠିକ ହେବ ନାହିଁ ବଂର ଏହା ସମସ୍ୟା ସୃଷ୍ଟି କରିବ ।