ପ୍ରେମିକକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ପ୍ରେମିକା

ଭୁବନେଶ୍ବର : ପ୍ରେମିକକୁ ହତ୍ୟା କଲା ପ୍ରେମିକା । ଏମିତି ଘଟଣା ଘଟିଛି ଭୁବନେଶ୍ବରରେ । ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ତାରିଣୀ ବସ୍ତି ନିକଟରେ ଏମିତି ହତ୍ୟାକାଣ୍ଡ ହୋଇଛି । ପ୍ରେମିକକୁ ହତ୍ୟା କରିଛି  ପ୍ରେମିକା । ହତ୍ୟାକରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ପ୍ରେମିକା । ମୃତକ ହେଲେ ମେରାଇନ ଇଞ୍ଜିନିୟର ବୈଜୟନ୍ତ ପ୍ରସାଦ ମହାନ୍ତି । ତାଙ୍କର ଘର ଜଗତସିଂହପୁର ଜିଲ୍ଲା ରଘୁନାଥପୁରରେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ପେମିକା ଜଣକ ତାଙ୍କର ଆଉ ଜଣେ ପୁରୁଷ ବନ୍ଧୁଙ୍କ ସହ ମିଶି ନିଜ ପ୍ରେମିକକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Comments (0)
Add Comment