ନର୍ମଦା ନଦୀରେ ଡଙ୍ଗା ବୁଡି ୬ ଜଣଙ୍କର ମୃତ୍ୟୁ

ନନ୍ଦୁରବାର : ନର୍ମଦା ନଦୀରେ ଡଙ୍ଗା ବୁଡି ୬ ଜଣଙ୍କର ମୃତ୍ୟୁ ହୋଇଛି ଜ୍ଝ ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲା ଅନ୍ତର୍ଗତ ଭୂଷଣ ଗାଁରୁ ଆଜି ପାଖାପାଖି ୫୦ ଜଣ ମକର ସଂକ୍ରାନ୍ତି ନିମନ୍ତେ ନଦୀ ଭିତରକୁ ଯାଇଥିଲେ ଜ୍ଝ ନଦୀ ଭିତରେ ମକର ସଂକ୍ରାନ୍ତି ପୂଜା କରୁଥିବାବେଳେ ଭାରସମ୍ୟ ହରାଇ ଡଙ୍ଗା ବୁଡିଯାଇଥିଲା ଜ୍ଝ
ଗ୍ରାମବାସୀମାନେ ତୁରନ୍ତ ଲୋକଙ୍କୁ ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଥିଲେ ଜ୍ଝ ୩୯ ଜଣଙ୍କୁ ଉଦ୍ଧାର କରି କୁଳକୁ ଆଣିବାରେ ସକ୍ଷମ ହୋଇଥିଲେ ଲୋକେ ଜ୍ଝ ୬ଜଣଙ୍କର ମୃତଦେହ ମଧ୍ୟ ଲୋକମାନେ ଉଦ୍ଧାର କରିଥିଲେ ଜ୍ଝ ୬ଜଣଙ୍କ ମଧ୍ୟରେ ୩ଜଣ ଶିଶୁ ଥିବାବେଳେ ଦୁଇଜଣ ମହିଳା ରହିଛନ୍ତି ଜ୍ଝ ନିଖୋଜ ଥିବା ଅନ୍ୟମାନଙ୍କୁ ଖୋଜାଖୋଜି ଜାରି ରହିଛି ଜ୍ଝ ଡଙ୍ଗାରେ କ୍ଷମତା ଠାରୁ ଅଧିକ ଯାତ୍ରୀ ଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ଜ୍ଝ

Comments (0)
Add Comment