ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ହାଇକୋର୍ଟ ଗଲା କ୍ରାଇମବ୍ରାଞ୍ଚ

ପୁରୀ : ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ହାଇକୋର୍ଟ ଗଲା କ୍ରାଇମବ୍ରାଞ୍ଚ । ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ନେଇ ତଳ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବସ୍ୟ କରିଥିଲେ ତଳକୋର୍ଟ।

ଗଣଦୁଷ୍କର୍ମ ପରେ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ଭାବେ ପ୍ରଶାନ୍ତ ପ୍ରଧାନ ଓ ତାଙ୍କ ଭାଇ ସୁକାନ୍ତ ପ୍ରଧାନ ଗିରଫ ହୋଇଥିଲେ । ଦୀର୍ଘ ୬ବର୍ଷ ପରେ ମାମଲାର ରାୟ ପ୍ରକାଶ କଲେ, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍ କୋର୍ଟ । ଅଭିଯୁକ୍ତ ଦୁଇଭାଇଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ। ତଦନ୍ତକାରୀ ସଂସ୍ଥା ଯଥେଷ୍ଟ ପ୍ରମାଣ ଦେଇନଥିବା କୋର୍ଟ ରାୟରେ ପ୍ରକାଶ କରିଥିଲେ।

Comments (0)
Add Comment