ପ୍ରତିଦିନ ଅନେକ ଖାଦ୍ୟ ନଷ୍ଟ ହାଇଥାଏ । ଏପରି କି ଅନେକ ଖାଦ୍ୟକୁ ଆମେ ନଖାଇ ପାରି ରଖି ତା’ପର ଦିନ ପାଇଁ ରଖି ଦେଇଥାଉ । ୍ୟାହାକି ବାସି ହାଇ୍ୟାଇଥାଏ । ତେବେ ଏହି ବାସି ଖାଦ୍ୟ ଖାଇବା ଉପ୍ୟାଗୀ ନୁହେଁ ବାଲି ଆମେ ବାରବୁଲା କୁକୁର, ଗାଇଗାରୁ ଆଦିଙ୍କୁ ଦେଇ ଦେଇଥାଉ । କିନ୍ତୁ ଏହି ବାସି ଖାଦ୍ୟକୁ ବି ଖାଦ୍ୟ ଉପ୍ୟାଗୀ ବନ୍ୟାାଇ ପାରିବ । ଉଦାହରଣ ସ୍?ରୂପ ବାସି ଭାତରେ ବିଭିନ୍ନ ପ୍ରକାର ପଲାଉ, ଉପମା ଓ ପାକାଡା ଇତ୍ୟାଦି । ସେହିପରି ବାସି ରୁଟିକୁ ବି ଆମେ ବିଭିନ୍ନ ଶୈଳୀରେ ଖାଇ ପାରିବା । ତେବେ ଜାଣନ୍ତି କି, ବାସି ରୁଟି ଖାଇବା ଦ୍?ାରା କେଉଁ ସବୁ ଫାଇଦା ମିଳିଥାଏ ।ଆସନ୍ତୁ ଜାଣିବା ବାସି ରୁଟି ଖାଇବାର ସ୍ତ୍ଥନ୍ଦସ୍କ୍ଥଟ୍ଟ.
-ବାସି ରୁଟିକୁ କ୍ଷୀର ସହିତ ମିଶାଇ ଖାଇବା ଦ୍?ାରା ଡାଇବେଟିଜ ସମସ୍ୟା ଦୂର ହାଇଥାଏ । ୍େୟଉଁ ଲାକଙ୍କ ରକ୍ତରେ ସୁଗାରସ୍ତର ବ?ି ୍ୟାଇଛି ସେମାନେ ପ୍ରତିଦିନ ସକାଳେ କ୍ଷୀର ସହିତ ବାସି ରୁଟି ଖାଇବା ଉଚିତ ।
– ସେହିପରି ଆଜିକାଲି ଅନେକ ଲାକଙ୍କ ରକ୍ତଚାପ ବୃଦ୍ଧି ପାଇବାର ସମସ୍ୟା ଦେଖା ଦେଉଛି । ଏହି କାରଣରୁ ଲାକମାନେ ଅନେକ ପ୍ରକାର ରାଗରେ ପୀଡିତ ହେଉଛନ୍ତି । ତେବେ ରକ୍ତଚାପକୁ ନର୍ମାଲ ରଖିବା ପାଇଁ ବାସି ରୁଟିରେ କ୍ଷୀର ମିଶାଇ ଖାଆନ୍ତୁ ।