Browsing Category

Bignews

ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ରୋଗୀ । ରାଜ୍ୟ ପାଇଁ ପୁଣି ଏକ ଆଶ୍ୱସ୍ତିର ଖବର । ରାଜ୍ୟରେ ଆଉ ଜଣେ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏମସରେ ଚିକିତ୍ସିତ ହେଉଥିବା ସଂପୃକ୍ତ କରୋନା ରୋଗୀ ସୁସ୍ଥ ହୋଇଥିବା…
Read More...

ଗୁଜୁରାଟରୁ ବସ୍ ରେ ଓଡ଼ିଶା ଫେରିବେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଗୁଜୁରାଟରୁ ବସ୍ ରେ ଓଡ଼ିଶା ଫେରିବେ ପ୍ରବାସୀ ଓଡ଼ିଆ  ଲକ୍ ଡାଉନ୍ କାରଣରୁ ଫସି ରହିଥିବା ପ୍ରବାସୀ ଓଡ଼ିଆ ଗୁଜୁରାଟରୁ ବସ୍ ଯୋଗେ ଆସିବେ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।…
Read More...

ଆଉ ୩ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଂଚିଛି। ସୁନ୍ଦରଗଡ଼ ଜିଲ୍ଲାରୁ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଏହା ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଂଚିଛି। ଏମାନେ ସମସ୍ତେ ରାଉରକେଲା…
Read More...

ଯାଜପୁରରେ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭କୁ ବୃଦ୍ଧି

ଭୁବନେଶ୍ୱର : ଯାଜପୁର ଜିଲ୍ଲାର କରୋନା ଆକ୍ରାନ୍ତ ସଂଖ୍ୟାରେ ଆଉ ୫ ଯୋଡ଼ି ହୋଇଯାଇଛି। ଆଜି ଦଶରଥପୁର ବ୍ଲକ୍‌ କଟିକଟା ଗ୍ରାମର ୪ଜଣ ଚିହ୍ନଟ ହୋଇଥିବା ବେଳେ ମଲ୍ଲିକାପୁର ପଞ୍ଚାୟତ ଅନ୍ତର୍ଗତ ମହାନ୍ତିପାଟଣା ଗ୍ରାମର ଜଣେ…
Read More...

‘କୋଭିଡ୍‌ ଯୋଦ୍ଧା’ଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପୋର୍ଟାଲ

ଭୁବନେଶ୍ୱର : କରୋନା ମହାମାରୀ ଏବେ ସାରା ବିଶ୍ୱ ପାଇଁ ଏକ ବିରାଟ ଆହ୍ବାନ ସୃଷ୍ଟିକରିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ମାଧ୍ୟମରେ ଏହି ମହାମାରୀର ମୁକାବିଲା କରୁଥିବା ବେଳେ ଜନସାଧାରଣ ଏହି ଲଢେଇରେ ସାମିଲ ହେବାକୁ…
Read More...

ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି: ଏହିସବୁ ଦୋକାନ ଖୋଲା ରହିବ

ଭୁବନେଶ୍ୱର: ଲକ୍ ଡାଉନ୍ କୋହଳ ପରେ କେଉଁ ସବୁ ଦୋକାନ ଖୋଲା ରହିବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ନୂଆ ବିଜ୍ଞପ୍ତି ଅନୁସାରେ ଆଜିଠାରୁ ରାଜ୍ୟରେ ଅଣଅତ୍ୟାବଶ୍ୟକ ସାମଗ୍ରୀ…
Read More...

ଆଉ ୪ କରୋନା ପଜିଟିଭ୍ ଭଦ୍ରକରୁ ଚିହ୍ନଟ; ରାଜ୍ୟରେ ହେଲା ୯୪

ଭୁବନେଶ୍ୱର: ଆଉ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏମାନେ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ଜଣ ତିହିଡି ବ୍ଲକରୁ ଏବଂ ଆଉ ୨ଜଣ ଧାମନଗର ବ୍ଲକରୁ ବୋଲି ଜଣାପଡିଛି । ଅନ୍ୟପଟେ ଏମାନେ ସମସ୍ତେ…
Read More...

ଆଉ ଜଣେ କରୋନା ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ହେଲା ୯୦

ଭୁବନେଶ୍ୱର: ଆଜି ପୁଣି ଜଣେ କରୋନା ଚିହ୍ନଟ ହୋଇଛି । ଏହି କରୋନା ଭଦ୍ରକ ଜିଲ୍ଲାରୁ ବୋଲି ଜଣାପଡିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ଏହି ସୂଚନା ଦିଆଯାଇଛି। ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଜଣେ ୪୦ ବର୍ଷୀୟ…
Read More...

ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା୬୦ ଘଣ୍ଟା ଲାଗି ସଟ୍ ଡାଉନ

ଭୁବନେଶ୍ୱର : ତିନି ଜିଲ୍ଲା ସଟ୍ ଡାଉନ ଘୋଷଣା କଲେ ରାଜ୍ୟ ସରକାର । ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ୬୦ ଘଣ୍ଟା ଲାଗି ସଟଡାଉନ ଘୋ,ଣା କରାଯାିଛି । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ ଯାଏ ୬୦ ଘଣ୍ଟା ସଟ ଡାଉନରେ…
Read More...

ଆଉ ୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଉ ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ଏହି ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ହୋଇଛି।  ତେବେ ଏହି ଦୁଇଜଣ ବାଲେଶ୍ୱର…
Read More...

ଆଉ ୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ଆଉ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହି ୪ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏହି ୪ ଜଣଙ୍କୁ ମିଶାଇ କରୋନା ପଜିଟିଭଙ୍କ ସଂଖ୍ୟା ୮୭ରେ ପହଂଚିଥିବା ବେଳେ ଏମାନଙ୍କ ମଧ୍ୟରୁ ୩୩ ଜଣ ସୁସ୍ଥ…
Read More...

ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ସେ ଭୁବନେଶ୍ୱରର ବୋଲି ଜଣାପଡିଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଉ ଜଣେ ଆକ୍ରାନ୍ତ…
Read More...

କଣ୍ଟେନମେଣ୍ଟ୍ ମୁକ୍ତ ହେଲା ରାଜଧାନୀ :  ବମିଖାଲ, ସୂର୍ଯ୍ୟନଗର ଓ ସତ୍ୟନଗରରୁ ହଟିଲା କଣ୍ଟେନମେଣ୍ଟ୍

ଭୁବନେଶ୍ବର: ଆଜି ଭୁବନେଶ୍ବର ସହରର ସମସ୍ତ କଣ୍ଟେନମେଣ୍ଟ୍ ଜୋନ୍ ହଟାଇ ଦିଆଯାଇଛି। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏହି ଘୋଷଣା କରାଯାଇଛି। ଫଳରେ କଣ୍ଟେନମେଣ୍ଟ୍ ଜୋନ୍ ମୁକ୍ତ ହୋଇଛି ରାଜଧାନୀ। ସୂଚନାଯୋଗ୍ୟ, କରୋନା…
Read More...

ରାଜ୍ୟରେ ୨ଜଣ ହେଲେ ସୁସ୍ଥ ଓ ଜଣେ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ୨ ଜଣ କରୋନା ସୁସ୍ଥ ହୋଇଥିବାବେଳେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ୨ଜଣ ସୁସ୍ଥ ହୋଇଥିବା ନେଇ କିଛି ସମୟ ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଥିବାବେଳେ ଜଣେ…
Read More...