Browsing Category
Bignews
ଗଜ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉ ଭକ୍ତଙ୍କ ମେଳିରେ ସ୍ନାନ କରିଛନ୍ତି। ତେବେ ସ୍ନାନ କାର୍ଯ୍ୟ ଶେଷ ପରେ ତିନି ଠାକୁର ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କ!-->…
Read More...
Read More...
ଅଗଷ୍ଟ ୯ରେ ନିଲାମ ହେବ ଦାଉଦ ଇବ୍ରାହିମର ସମ୍ପତ୍ତି
ମୁମ୍ବାଇ: ଅଣ୍ଡରୱାର୍ଲଡ ଡନ ତଥା ୧୯୯୩ ମୁମ୍ବାଇ ବିସ୍ଫୋରଣର ଅଭିଯୁକ୍ତ ଦାଉଦ ଇବ୍ରାହିମର ଅନ୍ୟ ଏକ ସମ୍ପତ୍ତି ନିଲାମ ହେବାକୁ ଯାଉଛି | ସମଗଲିଙ୍ଗ ଏଣ୍ଡ ଫରେନ ଏକ୍ସଚେଂଜ ମେନିପୂଲେଟର୍ସ ଆଇନ ଅନୁଯାୟୀ ମୁମ୍ବାଇର ଭିଣ୍ଡି!-->…
Read More...
Read More...
ସଂସ୍କୃତରେ ଶପଥ ନେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ୱର: ଲୋକସଭା ସଦସ୍ୟ ଭାବେ ଆଜି ଶପଥଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ। ମନ୍ତ୍ରୀ ଭାବେ ହିନ୍ଦୀରେ ଶପଥ ନେଇଥିବା ଶ୍ରୀ ଷଡ଼ଙ୍ଗୀ ଆଜି ଲୋକସଭାର ସଦସ୍ୟ ଭାବେ ସଂସ୍କୃତରେ ଶପଥ!-->…
Read More...
Read More...
ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ
କୋଲକାତା: କୋଲକାତା ସ୍ଥିତ ନୀଲ ରତ୍ନ ସରକାରୀ ମେଡିକାଲ କଲେଜରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା ବିବାଦ ଏବେ ସାରା ଦେଶକୁ ବ୍ୟାପିଛି। ପରିଣାମସ୍ୱରୂପ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ(ଆଇଏମ୍ଏ)ର ଡାକ୍ତରମାନେ ୨୪ ଘଣ୍ଟିଆ!-->…
Read More...
Read More...
ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ : ସୋମବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି । ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ସ୍ନାନମଣ୍ଡପରେ ବିରାଜମାନ କରିଛନ୍ତି । ମନ୍ଦିରର ପରିସର ଥିବା ସ୍ୱର୍ଣ୍ଣକୂପର!-->…
Read More...
Read More...
ପାକିସ୍ତାନକୁ ୮୯ ରନରେ ହରାଇଲା ଭାରତ
ମଂଚେଷ୍ଟର: କ୍ରିକେଟ ବିଶ୍ୱକପର ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମହାମୁକାବିଲାରେ ଭାରତ ପାକିସ୍ତାନକୁ ୮୯ ରନରେ ପରାଜିତ କରିଛି। ଭାରତୀୟ ବୋଲରଙ୍କ ଆକ୍ରମଣରେ ପାକିସ୍ତାନର ବ୍ୟାଟସମ୍ୟାନ ମାନେ କ୍ରିଜରେ ତିଷ୍ଠି ରହି!-->…
Read More...
Read More...
ପୁଣି ଭାରତ-ପାକିସ୍ତାନ ମ୍ୟାଚର ବାଧକ ସାଜିଲା ବର୍ଷା
ମଂଚେଷ୍ଟର: ବର୍ଷା ଯୋଗୁଁ ପୁଣି ଥରେ ଭାରତ-ପାକିସ୍ତାନ ମ୍ୟାଚ ଅଟକିଯାଇଛି। ଆଇସିସି ବିଶ୍ୱକପ୍ର ୨୨ ତମ ମ୍ୟାଚ୍ ମଂଚେଷ୍ଟରସ୍ଥିତ ଓଲଡ୍ ଟ୍ରଫେଡ ଷ୍ଟାଡିୟମ୍ରେ ଜାରି ଥିବା ବେଳେ ବାରମ୍ବାର ବର୍ଷା ଦାଉ ସାଜୁଛି। ରିପୋର୍ଟ!-->…
Read More...
Read More...
ସୋମବାରଠାରୁ ବଜେଟ ଅଧିବେଶନ
ନୂଆଦିଲ୍ଲୀ : ସୋମବାରଦିନ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଆଜି ଅନୁଷ୍ଠିତ ଏକ ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ କଂଗ୍ରେସ ନେତା!-->…
Read More...
Read More...
ଆସନ୍ତା ୭ଦିନରେ ଓଡ଼ିଶା ଛୁଇଁବ ମୈାସୁମୀ!
ଭୁବନେଶ୍ୱର:: ଓଡ଼ିଶାରେ କିଛି ଦିନ ହେବ ତାତିରୁ ସାମାନ୍ୟ ନିସ୍ତାର ପାଇଛି । ମୈାସୁମୀ ଜୁନ ୦୮ରେ କେରଳ ଛୁଇଁଛି । ଆଗାମୀ ସାତଦିନ ମଧ୍ୟରେ ମୈାସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଚଳିତ ମାସ ୦୮ରେ ମୈାସୁମୀ!-->!-->!-->…
Read More...
Read More...
ରିଜର୍ଭ ବ୍ୟାଙ୍କ ଇଡି ପଦରେ ଓଡ଼ିଆ ଅଫିସର ରବିନାରାୟଣ
ଭୁବନେଶ୍ୱର : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ରେ କାର୍ଯ୍ୟ କରୁଥିବା ଓଡ଼ିଆ ଅଧିକାରୀ ଡକ୍ଟର ରବି ନାରାୟଣ ମିଶ୍ରଙ୍କୁ ପଦୋନ୍ନତି ମିଳିଛି । ପୂର୍ବରୁ ମହାପ୍ରବନ୍ଧକ ଦାୟିତ୍ୱରେ ଥିବା ଡକ୍ଟର ମିଶ୍ରଙ୍କୁ ଆର୍ବିଆଇର!-->…
Read More...
Read More...
ଫେମିନା ମିସ୍ ଇଣ୍ଡିଆ ୨୦୧୯ର ତାଜ୍ ହାସଲ କଲେ ରାଜସ୍ଥାନର ସୁମନ
ମୁମ୍ବଇ : ରାଜସ୍ଥାନର ସୁମନ ରାଓ ଫେମିନା ମିସ୍ ଇଣ୍ଡିଆ ୨୦୧୯ର ଟାଇଟଲ ଅଧିକାରୀ ହୋଇଛନ୍ତି । ଏଥିସହିତ ସେ ୫୬ତମ ମିସ୍ ଇଣ୍ଡିଆ ପ୍ରତିଯୋଗିତାର ସୁମନ ବିଜେତା ହୋଇଛନ୍ତି । ୨୨ ବର୍ଷୀୟା ସୁମନ ଅନୁକୃତି ବାସଙ୍କ ପରେ ଏହି!-->…
Read More...
Read More...
ନିତି ଆୟୋଗ ବୈଠକ : ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ ଦାବି କଲେ ନବୀନ
ଭୁବନେଶ୍ୱର: ଦିଲ୍ଲୀରେ ଅନୁଷ୍ଠିତ ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ ଦାବି ଦୋହରାଇଛନ୍ତି । ଏହାସହ ଦେଶରେ ଏକକାଳୀନ ନିର୍ବାଚନ, ମହିଳା!-->…
Read More...
Read More...
ଏଫ୍ଆଇଏଚ୍ ସିରିଜ : ଭାରତ ଚାମ୍ପିଅନ
ଭୁବନେଶ୍ୱର : ସାଉଥ୍ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରି ଭାରତ ଏଫ୍ଆଇଏଚ୍ ସିରିଜ୍ ହକି ଫାଇନାଲ୍ସରେ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ବିଶ୍ୱର!-->…
Read More...
Read More...
୨ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ
ଭୁବନେଶ୍ୱର : ପ୍ରବଳ ଗରମରେ ଅସ୍ତବ୍ୟସ୍ତ ହୋଇପଡିଥିବା ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାକୁ ମୌସୁମୀ ଛୁଇଁବ । ଏପରି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ।!-->…
Read More...
Read More...
