Browsing Category

Bignews

ମଇ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ

କଟକ: ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ମାଧ୍ୟମିକ ଶିକ୍ଷା ବୋର୍ଡ ସଂପାଦିକା ଜାହାନାରା ବେଗମଙ୍କ ସୂଚନା ଅନୁଯାୟୀ ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା…
Read More...

ବିଜୁଳି ପାଇଁ ବାଣୀବିହାରରେ ଉତ୍ତେଜନା

ଭୁବନେଶ୍ୱର : ବାଣୀବିହାରରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଫନିକୁ ୧୧ଦିନ ବିତି ଯାଇଥିଲେ ମଧ୍ୟ ଏ ଯାଏଁ ବିଶ୍ୱବିଦ୍ୟାଳୟକୁ ବିଦ୍ୟୁତ ଆସିପାରିନାହିଁ । ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି । ଏ ନେଇ…
Read More...

ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲାରେ ୫ ଗିରଫ

ଭୁବନେଶ୍ବର : ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲାରେ ୫ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କୁ କ୍ରାଇମବ୍ରାଞ୍ଚ ସିଆଇଡି ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଦିବ୍ୟଲୋଚନ ଗଜେନ୍ଦ୍ର, ସୀମାଞ୍ଚଳ…
Read More...

ବଦଳିପାରେ ଭାରତୀୟ ସେନା ପୋଷାକ

ନୂଆଦିଲ୍ଲୀ: ବଦଳିପାରେ ଭାରତୀୟ ସେନାର ପୋଷାକ | ଯବାନଙ୍କ ପୋଷାକକୁ ଅଧିକ ଆରାମଦାୟକ ଓ ସ୍ମାର୍ଟ କରିବାର ପ୍ରୟାସ ଏବେ ଆରମ୍ଭ ହୋଇଯାଇଛି | ଏଥିପାଇଁ ସେନା ମୁଖ୍ୟାଳୟ ପକ୍ଷରୁ ସେନାର ଅଧିକାରୀମାନଙ୍କୁ ପରାମର୍ଶ ମଗାଯାଇଛି |…
Read More...

ଫନି ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର: ବାତ୍ୟା ‘ଫନି’ ହେତୁ କ୍ଷୟକ୍ଷତି ହୋଇଥିବା ଜିଲ୍ଳାଗୁଡ଼ିକର ସ୍ଥିତି ସମୀକ୍ଷା କରିବା ପାଇଁ ରବିବାର ସଂନ୍ଧ୍ୟାରେ ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍‌। ଆଜି  ଏହି ଟିମ୍‌ ବାତ୍ୟାରେ ବିଶେଷ ଭାବେ…
Read More...

ଦିଲ୍ଲୀ ଗାଦି ଲାଗି କଂଗ୍ରସକୁ ସମର୍ଥନ କରିବ କି ବିଜେଡି ?

ହାତକୁ ଧରା ଦେବକି ଶଙ୍ଖ : କମଲନାଥ- ନବୀନ ଆଲୋଚନା ପରେ ବଢୁଛି ଚର୍ଚ୍ଚାଭୁବନେଶ୍ବର : ଲୋକସଭା ଫଳ ବାହାରିବା ଆଗରୁ ଆରମ୍ଭ ହୋଇଗଲାଣି ମୁଲଚାଲ । କେନ୍ଦ୍ରରେ ବିଜେପିକୁ କ୍ଷମତାରୁ ହଟାଇବାକୁ ବିଜେଡି ସହ ଡିଲ୍…
Read More...

୨୩ରେ ଖୋଲିବ ଇଭିଏମ, ଗଣତି ପାଇଁ ପ୍ରଶିକ୍ଷଣ ଆରମ୍ଭ

ବଢୁଛି ନେତାଙ୍କ ଛାତି ଧଡ ଧଡ , କିଏ ହାରିବ କିଏ ଜିତିବଭୁବନେଶ୍ବର : ମେ ୨୩ରେ ଭୋଟ ଗଣତି ପାଇଁ ଆଜିଠୁ ପ୍ରଶିକ୍ଷଣ ଆରମ୍ଭ ହୋଇଛି । କେମିତି ତ୍ରୁଟିଶୂନ୍ୟ ଗଣତି ହେବ ସେନେଇ ଅଧିକାରୀମାନଙ୍କୁ ଟ୍ରେନିଂ…
Read More...

ଜୁନ ୧୦ରେ ଓଡିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର : ଜୁନ୍ ୧୦ରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମେଟ୍’। ସଂସ୍ଥା ଆକଳନ କରିଛି ଯେ ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁବ ମୌସୁମୀ। ମେ’ ୨୦…
Read More...

‘ଫନି’ କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମର ବୈଠକ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫନି’ କ୍ଷୟକ୍ଷତିର ଆକଳନ ପାଇଁ ସୋମବାର ଠାରୁ କେନ୍ଦ୍ରୀୟ ଟିମ ସମୀକ୍ଷା ଆରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ୧୧ ଜଣିଆ କେନ୍ଦ୍ରୀୟ…
Read More...

ଷଷ୍ଠ ପର୍ଯ୍ୟାୟରେ ୫୯.୬୦% ମତଦାନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ୭ ରାଜ୍ୟର ୫୯ ଆସନ ପାଇଁ ସନ୍ଧ୍ୟା ୬ଟା ୩୦ ସୁଦ୍ଧା ୫୯.୬୦% ମତଦାନ ହୋଇଛି। ପଶ୍ଚିମବଙ୍ଗରେ ସର୍ବାଧିକ ୮୦.୧୩%, ଝାଡ଼ଖଣ୍ଡରେ ୬୪.୪୬%, ହରିୟାଣାରେ ୬୨.୧୨%,…
Read More...

ଫନିରେ ଭାଙ୍ଗିଥିବା ଘର ବଦଳରେ ମିଳିବ ପକ୍କା ଘର

ଭୁବନେଶ୍ୱର: ଅତି ଭୀଷଣ ସାମୁଦ୍ରିକ ଝଡ ଫନିର ପ୍ରଭାବରେ ନଷ୍ଟ ହୋଇଥିବା ଘର ପାଇଁ ପକ୍କା ଘର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଯେଉଁ ଲୋକଙ୍କର ଘର ଅତି ପ୍ରଭାବିତ ହୋଇଥିବ କି ନଷ୍ଟ ହୋଇଥିବ…
Read More...

୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୧୧ଟି ଜିଲ୍ଲା ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୧ ଜିଲ୍ଲା ଝାରସୁଗୁଡା, ସମ୍ବଲପୁର,…
Read More...

ନିର୍ମାଣଧୀନ ସିଆପିଏଫ କ୍ୟାମ୍ପ ଉଡ଼ାଇଲେ ମାଓବାଦୀ

ଭବାନୀପାଟଣା : ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁରରେ ବିସ୍ଫୋରଣ କରି ରବିବାର ନିର୍ମାଣଧୀନ ସିଆପିଏଫ କ୍ୟାମ୍ପକୁ ମାଓବାଦୀ ମାନେ ଉଡ଼ାଇଦେଇଥିବା ଜଣାପଡ଼ିଛି। ଏଥିରେ ସିଆରପିଏଫ କ୍ୟାମ୍ପ ଧ୍ୱଂସ ହୋଇଥିବା ସହ ମୃତାହତର କୌଣସି…
Read More...

ଫନି ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅତି ଭୀଷଣ ସାମୁଦ୍ରିକ ଝଡ(ବାତ୍ୟା) ଫନି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି । କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ମୋଟ୍‌ ୧୬୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା…
Read More...