Browsing Category

Bignews

ଆସନ୍ତା ୨୯ ଓ ୧ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଜୟପୁର ଓ କଳାହାଣ୍ଡିରେ କରିବେ ନିର୍ବାଚନୀ ସଭା

ଭୁବନେଶ୍ୱର: ଆସନ୍ତା ୨୯ ଓ ୧ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୟପୁର ଓ କଳାହାଣ୍ଡିରେ ନିର୍ବାଚନୀ ସଭା କରିବେ ମୋଦି । ମୋଦି ମାର୍ଚ୍ଚ ୨୯ରେ ଜୟପୁର ଏବଂ ଏପ୍ରିଲ ୧ ତରିଖରେ କଳାହାଣ୍ଡିରେ…
Read More...

ବିଜେଡି ଜାରି କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା: ପ୍ରଚାରର ମୂଳଦୁଆ ପକାଇବେ ନବୀନ

ଭୁବନେଶ୍ୱର: ବିଜୁ ଜନତା ଦଳ ଆଜି ଜାରି  କରିଛି ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା। ଏଥି ମଧ୍ୟରେ ୧ ନମ୍ବରରେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଥିବାବେଳେ ପ୍ରଥମ ୧୦ଟି ସ୍ଥାନରେ ବରିଷ୍ଠ ନେତା…
Read More...

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ମେ ୬ରୁ ଖରାଛୁଟି,୬ଟା୩୦ରୁ ୧୦ଟା ୩୦ ପାଠ ପଢା

ଭୁବନେଶ୍ବର : ଏପ୍ରିଲ ୨ରୁ ସକାଳୁଆ ସ୍କୁଲ । ରାଜ୍ୟର ଭଭୟ ସରକାରୀ ଓ ବେସକାରୀ ସ୍କୁଲରେ ଲାଗୁ ହେବ ସକାଳୁଆ ସ୍କୁଲ । ଗ୍ରୀଷ୍ଣ ପ୍ରବାହକୁ ଆଖିରେ ରଖି ରାଜ୍ୟ ସରକାର ଆଜି ଏହି ନିର୍ଦେଶ ନାମା ଜାରି କରିଛନ୍ତି । ସକାଳ ୬ଟା…
Read More...

୧୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଶନିବାର ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ୧୧ ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ତେଲେଙ୍ଗାନାର ଆଦିଲାବାଦ ପାଇଁ ସୟମ ବାବୁ…
Read More...

ପରବର୍ତ୍ତୀ ନୌସେନା ମୁଖ୍ୟ ଭାଇସ୍‌-ଆଡମିରାଲ୍‌ କରମବୀର ସିଂ

ନୂଆଦିଲ୍ଳୀ: ଭାଇସ୍‌-ଆଡମିରାଲ୍‌ କରମ୍‌ବୀର ସିଂ ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଆଡମିରାଲ୍‌ ସୁନୀଲ ଲାନ୍‌ବା ଆସନ୍ତା ମେ ୩୧ରେ ଅବସର ଗ୍ରହଣ କରୁଥିବାରୁ ଭାଇସ୍‌-ଆଡମିରାଲ୍‌ ସିଂଙ୍କୁ ପଦୋନ୍ନତି…
Read More...

ଶପଥ ଗ୍ରହଣ କଲେ ଭାରତର ପ୍ରଥମ ଲୋକପାଳ ଜଷ୍ଟିସ୍‌ ପିନାକୀ ଘୋଷ

ନୂଆଦିଲ୍ଲୀ: ଶନିବାର ଦିନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଦେଶର ପ୍ରଥମ ଲୋକପାଳ ଭାବେ ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷଙ୍କୁ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ଜଷ୍ଟିସ୍‌ ଘୋଷ ଶପଥ ଗ୍ରହଣ…
Read More...

୩ ଏନ୍‌କାଉଣ୍ଟରରେ ୬ ଆତଙ୍କବାଦୀ ନିପାତ, ୧୨ ବର୍ଷ ବୟସ୍କ ନାବାଳକ ମୃତ

ଶ୍ରୀନଗର (ଜମ୍ମୁ-କଶ୍ମୀର): ଜମ୍ମୁ- କଶ୍ମୀର ଉପତ୍ୟକାର ସୋପର ଅଞ୍ଚଳରେ ଆଜି (ଶୁକ୍ରବାର) ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ତିନିଟି ପୃଥକ୍‌ ପୃଥକ ଏନ୍‌କାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଥିବା…
Read More...

ଗିରଫ ହେଲା ପୁଲଓ୍ବାମା ଆକ୍ରମଣର ମାଷ୍ଟରମାଇଣ୍ଡ ମୁଦାସିରର ଘନିଷ୍ଠ ସହଯୋଗୀ ସଜ୍ଜାଦ ଖାନ

ନୂଆଦିଲ୍ଲୀ: ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଜ୍ଜାଦ ଖାନକୁ ଶୁକ୍ରବାର ଦିଲ୍ଲୀ ପୁଲିସ ଗିରଫ କରିଛି। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ତାକୁ ଠାବ କରି ଗିରଫ କରିଛି। ପୁଲଓ୍ବାମା ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ…
Read More...

ଓଡିଶା ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ୨୦୧୯ ନିର୍ବର୍ଚନ ମହାସମର ପାଇଁ ବିଜେପି ଘୋଷଣା କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ମୋଟ ୧୮୨ ଜଣ ପ୍ରାର୍ଥୀଙ୍କ ତାଲିକା ବିଜେପି ଘୋଷଣା କରିଥିବା ବେଳେ ଓଡିଶାର ୧୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା…
Read More...

ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା : ବାରାଣାସୀରୁ ଲଢିବେ ମୋଦି

ନୂଆଦିଲ୍ଲୀ : ବିଜେପି ପକ୍ଷରୁ ଆଗାମୀ ଲୋକସଭା ପାଇଁ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା ଏହି ତାଲିକା ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦଳ ପକ୍ଷରୁ ମୋଟ ୧୮୨ ଜଣ…
Read More...

ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ନିର୍ବାଚନ କମିସନ ଯୋଗାଇ ଦେବେ ୩୫,୦୦୦ ହୁଇଲ୍‌ ଚ୍ୟାୟାର୍‌ ଓ ୫୨,୦୦୦ ଜବ କାଚ

ବେଙ୍ଗାଲୁର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ବିଭିନ୍ନ ଧରଣର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ କର୍ଣ୍ଣାଟକରେ ବିଶେଷ ପ୍ରକାରର ପ୍ରସ୍ତୁତି ଆରମ୍ଭ…
Read More...

ବିକ୍ରି ହେବ ନିରବ ମୋଦିଙ୍କ ୧୭୩ଟି ଦାମୀ ପେଣ୍ଟିଙ୍ଗ ଓ ୧୧ଟି ବିଳାସପୂର୍ଣ୍ଣ କାର, ପତ୍ନୀଙ୍କ ବିରୋଧରେ ଜାମିନ ବିହୀନ…

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନବି)ରେ ୧୪ ହଜାର କୋଟି ଟଙ୍କାର ଠକେଇ କରିଥିବା ହୀରା ବ୍ୟବସାୟୀ ନିରବ ମୋଦୀଙ୍କୁ ଲଣ୍ଡନ ପୁଲିସ ଗିରଫ କରାଯାଇଛି। ଗିରଫ ପରେ ନିରବଙ୍କ ଭାରତରେ ଥିବା ସମ୍ପତ୍ତିର ବିକ୍ରି…
Read More...

ଦାୟିତ୍ବ ଗ୍ରହଣ କଲେ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍‌ ଅଜିତ ସିଂହ

ଭୁବନେଶ୍ବର : ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ବୁଧବାର ଦାୟିତ୍ବ ଗ୍ରହଣ କରିଛନ୍ତି ଜଷ୍ଟିସ୍‌ ଅଜିତ ସିଂହ । ଏହାପରେ ଜଷ୍ଟିସ୍‌ ସିଂହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଆଜି…
Read More...

୪୦ ଜଣିଆ ପ୍ରଚାରକ ତାଲିକା ଜାରି କଲା ରାଜ୍ୟ ବିଜେପି: ତାଲିକାରେ ମୋଦି, ଯୋଗୀଙ୍କ ପରି ଷ୍ଟାର ପ୍ରଚାରକ

ଭୁବନେଶ୍ବର : ଆଗାମୀ ନିର୍ବାଚନ ପାଇଁ ଓଡ଼ିଶା ବିଜେପି ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…
Read More...