Browsing Category

Bignews

ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ସଫଳ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ସର୍ଜରୀ

ଭୁବନେଶ୍ୱର(ବ୍ୟୁରୋ): ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା କ୍ୟାମ୍ପସ୍‌ରେ ଏକ ଡାକ୍ତରୀ ଟିମ୍ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ଏଣ୍ଡୋନାଜାଲ ପ୍ରକ୍ରିୟା ପ୍ରୟୋଗ କରି ଜଣେ ୧୬…
Read More...

ନାଳକୁ ଖସିପଡ଼ିଲା ମୋ ବସ୍‌, ୨୦ ଆହତ

ରାସ୍ତାକଡ଼ ନାଳକୁ ଖସିପଡ଼ିଲା ମୋ ବସ୍‌ । ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପିତାପଲ୍ଲୀ ପାଖରେ ଭାରସାମ୍ୟ ହରାଇ 'ମୋ ବସ୍‌'ଟି ନାଳକୁ ଖସି ପଡ଼ିଛି। ଏଥିରେ ୨୦ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ଟି…
Read More...

ଅକ୍ଳାନ୍ତ ପରିଶ୍ରମ ମାଧ୍ୟମରେ ବିଜେପିକୁ ବିରାଟ ବଟ୍ଟବୃକ୍ଷରେ ପରିଣତ କରିଥିବା ବରିଷ୍ଠ ନେତାଗଣ ଏବଂ…

ଭୁବନେଶ୍ୱର/ସମ୍ବଲପୁର(ବ୍ୟୁରୋ): ବିଜେପି ଆଜି ଓଡ଼ିଶା ସମେତ ଦେଶବାସୀଙ୍କ ପାଇଁ ସେବା, ସମର୍ପଣ ଏବଂ ବିଶ୍ୱାସର ସମକକ୍ଷ ହୋଇଛି ବୋଲି ଶନିବାର ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ବିଜେପି…
Read More...

ପ୍ରଚଣ୍ଡ ଖରା କାରଣରୁ ଦିନ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ କାମ କରିବନି ଶ୍ରମିକ

ଖରାରେ କାମ କରିବେନି ଶ୍ରମିକ । ଶ୍ରମ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଦିନ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ କାମ କରିବା ପାଇଁ ବାରଣ କରାଯାଇଛି । ଏପ୍ରିଲ ମାସରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଏହା…
Read More...

ବୀର ସୁରେନ୍ଦ୍ର ସାଏଙ୍କ ଅନୁଯାୟୀ ରମେଶ ସାଏ ବିଜେପିରେ ଯୋଗଦେଇ ଓଡ଼ିଆ ଅସ୍ମିତା ସାଙ୍ଗରେ ଯିବାର ନିଷ୍ପତି ନେଇଛନ୍ତି…

ଆଠମଲ୍ଲିକ(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଆଠମଲ୍ଲିକର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଭେଟି ନିର୍ବାଚନୀ ପ୍ରଚାର ଉପରେ ବିଚାରବିମର୍ଶ କରିବା ସହ ଆୟୋଜିତ ମଶ୍ରଣ ପର୍ବରେ ଆଠମଲ୍ଲିକ ବିଧାୟକ…
Read More...

ପ୍ରକାଶ ପାଇଲା ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ପ୍ରକାଶ ପାଇଲା ୯ ବିଧାନସଭା ଆସନ ପାଇଁ ବିଜେଡିର ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ ପ୍ରାର୍ଥୀଙ୍କର ନାମ ତାଲିକା ପ୍ରକାଶ କରିଛନ୍ତି । ରେଙ୍ଗାଲିରୁ ସୁଦର୍ଶନ ହରିପାଲ, ରାଉରକେଲା-ସାରଦା…
Read More...

ସମ୍ମମ୍ ସିଇଓଙ୍କୁ ‘ଉତ୍କଳ ପ୍ରତିଭା ସମ୍ମାନ’ 

ଭୁବନେଶ୍ୱର(ବ୍ୟୁରୋ) : ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶଙ୍କୁ ଏପ୍ରିଲ୍ ୧ ତାରିଖ ଉତ୍କଳ ଦିବସ ଅବସରରେ ଉତ୍କଳ ପ୍ରତିଭା ଫାଉଣ୍ଡେସନ୍ ପକ୍ଷରୁ ‘ଉତ୍କଳ ପ୍ରତିଭା…
Read More...

ପଦ୍ମ ଧରିଲେ ରଜତ ଚୌଧୁରୀ ଓ ବିଶ୍ୱ ଭୂଷଣ ଦାସ

ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଲେ  ରଜତ ଚୌଧୁରୀ ଏବଂ ବିଶ୍ୱ ଭୂଷଣ ଦାସ । ପୂର୍ବତନ ଯୁବ କଂଗ୍ରେସ ସଭାପତି ହେଉଛନ୍ତି ରଜତ ଚୌଧୁରୀ । ଶହ ଶହ ସମର୍ଥକଙ୍କ ସହ ବିରାଟ ବାଇକ୍…
Read More...

ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ହେଲେ ମୋନିଦୀପା ସର୍ଖେଲ

କିଛିଦିନ ତଳେ ବିଜେଡିରେ ସାମିଲ ହୋଇଥିବା ମୋନିଦୀପା ସର୍ଖେଲଙ୍କୁ ନୂଆ ଦାୟିତ୍ୱ । ବିଜୁ ଶ୍ରମିକ ସାମ୍ମୁଖ୍ୟର ହେଲେ କାର୍ଯ୍ୟକାରୀ ସଭାପତି । ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ବାପି ସର୍ଖେଲ ।…
Read More...

ଓଡ଼ିଶାର ରାଜସ୍ୱ ମାନଚିତ୍ରରେ ‘ମାଛକୁଣ୍ଡ ନଦୀ’ ନ ଥିବା ଖବର ନେଇ ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଭୁବନେଶ୍ୱର(ବ୍ୟୁରୋ): ଆନ୍ଧ୍ର-ଓଡ଼ିଶାର ସୀମା ନିର୍ଦ୍ଧାରଣ କରୁଥିବା ମାଛକୁଣ୍ଡ ନଦୀ ଓଡ଼ିଶାର ରାଜସ୍ୱ ମାନଚିତ୍ରରେ ନ ଥିବା ନେଇ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ…
Read More...

ନିର୍ବାଚନ ପୂର୍ବରୁ ୨ଜଣ SP ଓ ଜଣେ DCPଙ୍କୁ ଦାୟିତ୍ବ ଦେଲେ ନିର୍ବାଚନ କମିଶନ

ରାଉରକେଲା ଓ ଅନୁଗୁଳରେ ନୂଆ ଏସପି ନିଯୁକ୍ତ । ଦୁଇ ଜଣ SP ଓ ଜଣେ DCPଙ୍କୁ ଦାୟିତ୍ବ ଅନୁମତି ଦେଇଛନ୍ତି ECI । ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲା ଏସପି ଓ ଡକ୍ଟର ଉମାଶଙ୍କର ଦାଶଙ୍କୁ ଅନୁଗୁଳ ଏସପି ଭାବେ ଦାୟିତ୍ବ…
Read More...

କଂଗ୍ରେସ ଛାଡିଲେ ପିସିସି ଉପସଭାପତି ବିଶ୍ୱ ଭୂଷଣ ଦାସ

କଂଗ୍ରେସ ଛାଡିଲେ ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ। ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ବିଶ୍ୱ ଭୂଷଣ କେଉଁ କାରଣ ପାଇଁ ଦଳ ଛାଡ଼ିଲେ ସେନେଇ ସ୍ପଷ୍ଟ ହୋଇନାହିଁ।…
Read More...

ଏଣିକି ସ୍କୁଲରେ ବାଜିବ ପାଣି ଘଣ୍ଟି

ଦିନ ବଢିବା ସହ ତାତି ବଢୁଛି । ସକାଳୁ ଯେମିତି ଖରା ମାଡି ଆସୁଛି । ଆଉ ଏହି ଖରା-ଗରମରୁ ନିଜର ରକ୍ଷା ପାଇଁ ପ୍ରଚୁର ପାଣି ପିଇବାର ଆବଶ୍ୟକତା ରହିଛି । ଏଣିକି ସ୍କୁଲରେ ବାଜିବ ପାଣି ଘଣ୍ଟି । ଛାତ୍ରଛାତ୍ରୀ ନିୟମିତ…
Read More...