Browsing Category

Bignews

ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ

ଭାରତ ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସାମାଜିକ ଗଣମାଧ୍ୟମ ସାଇଟ ଏକ୍ସରେ ପୋଷ୍ଟ କରି 'ମିଶନ ଦିବ୍ୟାସ୍ତ୍ର' ପାଇଁ ଡିଆରଡିଓ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି ।…
Read More...

CAA ଲାଗୁ ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଜାରି, ଏହି ୩ ପଡୋଶୀ ଦେଶର ଲୋକଙ୍କୁ ମିଳିବ ନାଗରିକତ୍ବ

ଲୋକସଭା ନିର୍ବାଚନ ୨୦୨୪ ଘୋଷଣା ପୂର୍ବରୁ ସୋମବାର ଦେଶରେ ନାଗରିକତା ସଂଶୋଧନ ନିୟମ (ସିଏଏ) ଲାଗୁ କରିବା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ଏହା ଏକ ବଡ…
Read More...

ଇଲେକ୍ଟୋରାଲ୍‌ ବଣ୍ଡ ମାମଲାରେ ଆସନ୍ତାକାଲି ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ SBIକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଇଲେକ୍ଟୋରାଲ୍‌ ବଣ୍ଡ ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ କଡା ଅଭିମୁଖ୍ୟ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଆସନ୍ତାକାଲି ସୁଦ୍ଧା ନିର୍ବାଚନ ବଣ୍ଡର ତଥ୍ୟ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ…
Read More...

କଂଗ୍ରେସରେ ଯୋଗ ଦେଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା

ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ସେମାବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଥିବା ସୂଚନା…
Read More...

ପ୍ରଚଣ୍ଡ ଶବ୍ଦରେ ଥରିଲା ସୁନ୍ଦରଗଡ଼

ପ୍ରଚଣ୍ଡ ଶବ୍ଦରେ ଥରିଲା ସୁନ୍ଦରଗଡ଼ । ହଠାତ ଢୋ ଢୋ ଶବ୍ଦରେ ଥରିଗଲା ସୁନ୍ଦରଗଡ଼ର ଅଧିକାଂଶ ଅଞ୍ଚଳ । ଲୋକଙ୍କ ମଧ୍ୟରେ ଖେଳିଗଲା କୋକୁଆ ଭୟ ।ମିଳିଥିବା ସୂଚନା ମୁତାବକ, ସୁନ୍ଦରଗଡ଼ର ବଣାଇଁ ଅଞ୍ଚଳରେ ଏପରି ଶବ୍ଦ…
Read More...

ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ରାଜ୍ୟପାଳ ରଘୁବର ଦାସ

ବିଜେଡି- ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ରାଜ୍ୟପାଳ ରଘୁବର ଦାସ । ଅମିତ ଶାହାଙ୍କ ବାସଭବନରେ ତାଙ୍କୁ ଭେଟିଛନ୍ତି ରଘୁବର ଦାସ । ରାଜ୍ୟପାଳଙ୍କ ଏଭଳି ହଠାତ୍ କେନ୍ଦ୍ର…
Read More...

ବିକଶିତ ଓଡିଶା ଓ ବିକଶିତ ଭାରତ’ ସଂକଳ୍ପ ପତ୍ର ପାଇଁ ଅଭିମତ ସଂଗ୍ରହ ଅଭିଯାନ ଶୁଭାରମ୍ଭ

ଭୁବନେଶ୍ୱର(ବ୍ୟୁରୋ) : ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିିବାକୁ ପ୍ରୟାସ ଆରମ୍ଭ କରିଛି ।…
Read More...

ଓସ୍କାରରେ ବାଜି ମାରିଲା ‘ଓପନ ହାଇମର୍’

ଚଳିତ ବର୍ଷ ଓସ୍କାର ସେରିମନିରେ ବାଜି ମାରିଛି 'ଓପନ ହାଇମର୍' | ଏକାଡେମୀ ପୁରସ୍କାରର ଏହି ଇଭେଣ୍ଟ ମାର୍ଚ୍ଚ ୧୦ ତାରିଖ ଗତକାଲି ରାତିରେ କାଲିଫର୍ଣ୍ଣିଆର ଡଲବି ଥିଏଟରରେ ଆୟୋଜିତ ହୋଇଛି । ତେବେ ଭାରତୀୟ ସମୟ ଅନୁଯାୟୀ…
Read More...

ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କୁ ହତ୍ୟା

ଜଣେ ଭାରତୀୟ ମହିଳାଙ୍କୁ ଅଷ୍ଟ୍ରେଲିଆରେ ବିଭତ୍ସ ହତ୍ୟା। ଅଳିଆ ଗଦାରୁ ମିଳିଛି ତାଙ୍କ ମୃତଦେହ। ଶନିବାର ହାଇଦ୍ରାବାଦର ଜଣେ ୩୬ ବର୍ଷୀୟ ମହିଳାଙ୍କ ମୃତଦେହ ଅଷ୍ଟ୍ରେଲାଆ ବକଲେର ରାସ୍ତାକଡରେ ଥିବା ଏକ ଅଳିଆ ଗଦାରୁ ମିଳିଛି।…
Read More...

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି; ମିଶନ ଶକ୍ତି କର୍ମକର୍ତ୍ତାମାନଙ୍କର ଦେୟ ପରିମାଣରେ ବୃଦ୍ଧି

ଭୁବନେଶ୍ବର(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରସନର କର୍ମକର୍ତ୍ତାମାନଙ୍କର ବୈଠକ ଦେୟ ବୃଦ୍ଧି କରିବା ସମ୍ପର୍କରେ ଘୋଷଣା…
Read More...

ଡାକରା ପାଇ ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ୱ

ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ନାହିଁ? ସେନେଇ ସସ୍‌ପେନ୍ସ ଜାରି ରହିଛି। ଯଦି ମେଣ୍ଟ ହୁଏ ତେବେ କିଏ କେତେ ଆସନ ପାଇବ। ଗତ କିଛିଦିନ ଧରି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୁଣି ଡାକରା ପାଇ ଦିଲ୍ଲୀ ଗଲେ ରାଜ୍ୟ…
Read More...

ନିର୍ବାଚନ ଲଢ଼ିବେ ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ୍ ପଠାନ

ପଶ୍ଚିମବଙ୍ଗ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ୍ ପଠାନ । ୨୦୧୧ ବିଶ୍ୱକପରେ ଚାମ୍ପିୟନ ଭାରତ ଟିମର ସଦସ୍ୟ ରହିଥିବା ୟୁସୁଫ କ୍ରିକେଟ ମଇଦାନରେ ବଡ଼ ବଡ଼ ସଟ୍ ମାରି…
Read More...