Browsing Category

Bignews

ଶାହାବାଜ ସରିଫ ହେଲେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ

ପାକିସ୍ତାନ ପାଇଲା ନୂଆ ପ୍ରଧାନମନ୍ତ୍ରୀ। ପାଓ୍ୱାର୍ ଗେମ୍‌ରେ ଇମ୍ରାନ୍ ଆଉଟ୍ ପରେ ବିରୋଧୀ ଦଳର ଶାହାବାଜ ସରିଫ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଦେଶର ୨୩ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି।…
Read More...

ଆର୍. ପି. କୋଚେ ହେଲେ ନୂଆ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ

ବଦଳିଲେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ । ପୂର୍ବରୁ ଗୁଇନ୍ଦା ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆର୍. ପି. କୋଚେଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିିଳିଛି ।…
Read More...

ଆତଙ୍କବାଦୀ ହାଫିଜ୍ ସଇଦକୁ ୩୧ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ

ଜମାତ-ଉଦ-ଦାବା ମୁଖ୍ୟ ହାଫିଜ୍ ସଇଦକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଆଉ ଦୁଇଟି ମାମଲାରେ ୩୧ ବର୍ଷ ପାଇଁ ସଜ୍ଜା ଶୁଣାଯାଇଛି । ପାକିସ୍ତାନର ଆଣ୍ଟି ଟେରର୍ କୋର୍ଟ ହାଫିଜ୍ ସଇଦଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଏ…
Read More...

ଏଣିକି ପୋଲିସ ଅଧିକାରୀମାନେ ଡ୍ରେସ ଉପରେ କ୍ରସ୍ ବେଲ୍ଟ ଓ ଟ୍ୟୁନିକ ପରିଧାନ କରିବେ ନାହିଁ

ରାଜ୍ୟରେ ପୋଲିସ ଅଧିକାରୀଙ୍କ ପୋଷାକୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ବ୍ରିଟିଶ ଅମଳରୁ ଚାଲିଆସିଥିବା ସର୍କୁଲାର ଏବେ ପରିବର୍ତ୍ତନ ହେବ । ଏଣିକି ପୋଲିସ ଅଧିକାରୀମାନେ ସେମାନଙ୍କର ଡ୍ରେସ ଉପରେ କ୍ରସ୍ ବେଲ୍ଟ ଓ…
Read More...

ପୁଣି ଏକ ନୂଆ ରେକର୍ଡ କଲା ଓଡିଶା; ଜିଏସଟି ସଂଗ୍ରହରେ ଅନ୍ୟ ରାଜ୍ୟକୁ ପଛରେ ପକାଇଲା

ରାଜ୍ୟରେ ମୋଟ ଜିଏସଟି ସଂଗ୍ରହ ଗତ ମାର୍ଚ୍ଚ ମାସରେ ରେକର୍ଡ ସ୍ତରରେ ପହଞ୍ଚିଛି। ଓଡ଼ିଶା ଏକ୍ଷେତ୍ରରେ ୨୬ପ୍ରତିଶତ ରେକର୍ଡ ଅଭିବୃଦ୍ଧି ହାସଲ କରିଥିବାର ଜଣାପଡ଼ିଛି। ଗତବର୍ଷ ମାର୍ଚ୍ଚରେ ମୋଟ୩୨୮୫.୨୯କୋଟି ଟଙ୍କା ଆଦାୟ ହୋଇଥିଲା…
Read More...

ଓଡିଶା ରାଜପଥ ପାଇଁ କେନ୍ଦ୍ରର ୮୨୨.୬୨ କୋଟି ଟଙ୍କା ମଞ୍ଜୁରୀ

ଓଡ଼ିଶା ଦେଇ ଯାଇଥିବା ୨୦ ନମ୍ବର ଏବଂ ୩୨୬ ନମ୍ବର ରାଜପଥର ସମ୍ପ୍ରସାରଣ ଏବଂ ସୁଦୃଢ଼ୀକରଣ ନିମନ୍ତେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ୮୨୨.୬୨ କୋଟି ଟଙ୍କା ମଞ୍ଜୁର କରିଥିବା କଥା ଆଜି କେତେଗୁଡ଼ିଏ…
Read More...

ଦେଶରେ ପ୍ରଥମ ରାଜ୍ୟ ଓଡିଶା; ବିଦ୍ୟୁତ ଚାଳିତ ଗାଡ଼ି ସବ୍‍ସିଡି ପାଇଁ ଶୁଭାରମ୍ଭ ହେଲା ପୋର୍ଟାଲ

ଏଣିକି ବିଦ୍ୟୁତ ଚାଳିତ ଗାଡ଼ି କିଣିଲେ ସବ୍‍ସିଡି ଅର୍ଥ ପାଇବାରେ ସମସ୍ୟା ରହିବ ନାହିଁ। ଏଥିସହ ଗ୍ରାହକ, ଉତ୍ପାଦକ ମାନଙ୍କର ସମସ୍ତ ବିବରଣୀ ସରକାରଙ୍କ ନିକଟରେ ଉପଲବ୍ଧ ହେବ। ଆଜିଠାରୁ ସ୍ବତନ୍ତ୍ର ପୋର୍ଟାଲ 'ଓଡ଼ିଶା…
Read More...

ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡ ମାମଲା; ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ତେବେ ଡ୍ରାଇଭର ବର୍ଦ୍ଧନ ଟପୋଙ୍କୁ ନର୍ଦ୍ଦୋଷରେ ଖଲାସ କରିଥିବା…
Read More...

ନୂଆ ଶତାବ୍ଦୀରେ ଓଡ଼ିଶାରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି

ଆଉ ୧୪ ବର୍ଷ ପରେ ଓଡ଼ିଶା ୧୦୦ ବର୍ଷ ପୂରଣ କରିବ। ଖୁସିର କଥା ସାରା ଓଡ଼ିଶା ଆଜି ଏକ ମନ, ଏକ ପ୍ରାଣ ହୋଇ ଗୋଟିଏ ଲକ୍ଷ୍ୟରେ ଆଗକୁ ଯିବା ପାଇଁ ନିଷ୍ପତ୍ତି ନେଇଛି। ଆଜି ସାରା ଓଡ଼ିଶାର ସ୍ବର ଦୃଢ଼ ହୋଇଛି। ମୋର ପୂରା ବିଶ୍ବାସ…
Read More...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଆଉ ୬ ମାସ ମିଳିବ ମାଗଣା ଚାଉଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୬ ମାସ ପର୍ଯ୍ୟନ୍ତ ଲୋକଙ୍କୁ ଟଙ୍କିକିଆ ଚାଉଳ ସହ ମାଗଣା ଚାଉଳ ମଧ୍ୟ ମିଳିବ । ପୂର୍ବରୁ କେନ୍ଦ୍ର ସରକାର ମାଗଣା ଚାଉଳ ଦେବାକୁ ଘୋଷଣା କରିଥିବାବେଳେ ରାଜ୍ୟ…
Read More...

ଗ୍ୟାସ୍‍ ସିଲିଣ୍ଡର ପିଛା ବଢିଲା ୨୫୦ ଟଙ୍କା

ଇନ୍ଧନ ତେଲ ପରେ ଏବେ ପୁଣି ଦେଶରେ ବଢିଲା ଗ୍ୟାସ୍‍ ସିଲିଣ୍ଡର ଦର। ତୈଳ କମ୍ପାନୀମାନେ ଆଜି ଠାରୁ ବ୍ୟବସାୟିକ ରୋଷେଇ ଗ୍ୟାସ୍‍ ଦାମ୍‍ ସିଲିଣ୍ଡର ପ୍ରତି ୨୫୦ ଟଙ୍କା ବୃଦ୍ଧି କରିଛନ୍ତି। ୨ ମାସ ମଧ୍ୟରେ ଲଗାତାର ୩୪୬ ଟଙ୍କା…
Read More...

ଏହି ୨ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଉପରୁ ହଟିଲା କଟକଣା

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଅନେକ ରାଜ୍ୟ କରୋନା କଟକଣା କୋହଳ କରିବା ଆରମ୍ଭ କରିଛନ୍ତି। ସବୁ କିଛି ପୂର୍ବାବସ୍ଥାକୁ ଫେରିବାରେ ଲାଗିଛି। ଏହାରି ଭିତରେ ଗୁରୁବାର ଦିଲ୍ଲୀ ଏବଂ ମହାରାଷ୍ଟ୍ର…
Read More...

ବଦଳିଲା ସକାଳୁଆ ସ୍କୁଲ୍‌ ଖୋଲିବା ସମୟ

ପୁଣି ବଦଳିଲା ନିଷ୍ପତି । ରାଜ୍ୟରେ ଆସନ୍ତା ଏପ୍ରିଲ ୨ ତାରିଖରୁ ସ୍କୁଲ ଗୁଡିକରେ ସକାଳୁଆ ସ୍କୁଲ୍‌ ଆରମ୍ଭ ହେବାକୁ ଥିବା ବେଳେ ପୁଣି ସମୟରେ ସାମାନ୍ୟ ପରିବର୍ତ୍ତନ କରିଛି ଗଣଶିକ୍ଷା ବିଭାଗ।ପୂର୍ବରୁ ସକାଳ ସାଢେ ୬ଟାରୁ…
Read More...

ବଢ଼ିଲା ବସ୍‌ ଭଡ଼ା

ପୁଣି ବଢ଼ିଲା ବସ୍‌ ଭଡ଼ା । ତୈଳ ଦର ବୃଦ୍ଧି ଯୋଗୁ ପୁଣି ବଢ଼ିଲା ବସ ଭଡ଼ା । ସାଧାରଣ ଓ ଏକ୍ସପ୍ରେସରେ ୩ ପଇସା ବଢ଼ିଛି । ସାଧାରଣ ବସ ଭଡ଼ା ୮୭ ପଇସାରୁ ୯୦ ପଇସା, ଏକ୍ସପ୍ରେସ ବସ ୯୧ ପଇସାରୁ ୯୪ ପଇସା ବୃଦ୍ଧି ପାଇଛି । ସେହିପରି…
Read More...