Browsing Category

Bignews

ଭକ୍ତଙ୍କ ପାଇଁ ବଡ ଖବର : ଏବେ ସବୁଦିନ ଖୋଲା ରହିବ ପୁରୀ ଶ୍ରମନ୍ଦିର, ସାତ ଦିନ ଶ୍ରୀଜିଉଙ୍କ ଦର୍ଶନ କରି ପାରିବେ…

ପୁରୀ : ଭକ୍ତଙ୍କ ପାଇଁ ବଡ ଖବର। ଏବେ ସବୁଦିନ ଖୋଲା ରହିବ ପୁରୀ ଶ୍ରମନ୍ଦିର। ଶ୍ରୀଜିଉଙ୍କ ଦର୍ଶନ ପାଇଁ କଟକଣାରେ କୋହଳ କରାଯାଇଛି। କରୋନା ପୂର୍ବରୁ ମହାବାହୁ ଯେମିତି ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଥିଲେ ଏବେ…
Read More...

ପେପରଲେସ୍ ହେଲା RTO, ୯ଟି ଅନଲାଇନ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗାଡ଼ି କାଗଜପତ୍ର ପାଇଁ ଆଉ ଧାଇଁବାକୁ ପଡ଼ିବନି ଆରଟିଓ କାର୍ଯ୍ୟାଳୟ । ଅନଲାଇନରେ ହେବ ସବୁ କାଗଜପତ୍ର କାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପରିବହନ ସେବା ସମ୍ପର୍କିତ ୯ ଗୋଟି ଅନଲାଇନ୍ ସେବାର ଶୁଭାରମ୍ଭ…
Read More...

ଉତ୍ତରାଖଣ୍ଡ ହିମସ୍ଖଳନରେ ୨ ଓଡ଼ିଆ ନିଖୋଜ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ଚମୋଲିରେ ହିମସ୍ଖଳନ ପରେ ବନ୍ୟାକୁ ବିତିଲାଣି ୩ ଦିନ । ପ୍ରଳୟ ପରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସୁଡ଼ଙ୍ଗ ଭିତରେ ଜୀବନ ଖୋଜୁଛନ୍ତି ଯବାନ । ଏବେ ସୁଦ୍ଧା ୩୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା…
Read More...

ଉତ୍ତରାଖଣ୍ଡ ହିମସ୍ଖଳନରେ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଚମୋଲିରେ ରବିବାର ଗ୍ଲାସିୟର ଫାଟିବାରୁ ଅଚାନକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଜି ମଧ୍ୟାହ୍ନ ସୁଦ୍ଧା ଆଉ ୫ଟି ଶବ ଉଦ୍ଧାର କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି…
Read More...

ବାଇ-ଲ ପ୍ରତ୍ୟାହାର ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଶ୍ରୀମନ୍ଦିର ସେବାୟତ

ଭୁବନେଶ୍ବର : ବାଇ-ଲ ପ୍ରତ୍ୟାହାର ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶ୍ରୀମନ୍ଦିର ସେବାୟତମାନେ ଧନ୍ୟବାଦ ଜଣାଇଛନ୍ତି। ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନେତୃତ୍ୱରେ ୧୦ରୁ ୧୫ ଜଣ ସେବାୟତ…
Read More...

ସହରାଞ୍ଚଳ କର୍ମନିଯୁକ୍ତି ଓ ମଳ ପରିଚାଳନା ପାଇଁ ଓଡିଶାକୁ ସମ୍ମାନଜନକ ଆର୍ନ୍ତଜାତିକ ପୁରସ୍କାର

ଭୁବନେଶ୍ୱର -ସହରାଞ୍ଚଳରେ କର୍ମନିଯୁକ୍ତି ଏବଂ ମଳ ପରିଚାଳନା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଅଭିନବ ପଦକ୍ଷେପ ଲାଗି ଆର୍ନ୍ତଜାତୀୟ ପୁରସ୍କାର ପାଇବାକୁ ତାଲିକାଭୁକ୍ତ ହୋଇଛନ୍ତି । ଦେଶର ଏକମାତ୍ର ରାଜ୍ୟ ଭାବେ ଓଡିଶା…
Read More...

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ବିକାଶ ଉଦ୍ୟମ ଜାରି ରହିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ୪ଟି ଭବନ ଯଥା କଳା ଓ ବିଜ୍ଞାନ ଶ୍ରେଣୀ ପାଇଁ ଦୁଇଟି ନବନିର୍ମିତ କୋଠା, କୁନ୍ତଳା କୁମାରୀ ଗ୍ରନ୍ଥାଗାର ଏବଂ ଗବେଷଣା ଛାତ୍ରୀ ନିବାସକୁ…
Read More...

ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବିବାଦୀୟ ବାଇ ଲ’

ନୂଆଦିଲ୍ଲୀ: ଜାତୀୟ ସ୍ମାରକୀ ପ୍ରାଧିକରଣ ( ନ୍ୟାସନାଲ୍ ମନୁମେଣ୍ଟ ଅଥରିଟି) ଶ୍ରୀମନ୍ଦିର ପାଇଁ ଜାରି କରିଥିବା ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର କରାଯାଇଥିବା ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର…
Read More...

ମାଟ୍ରିକ ପରୀକ୍ଷା ନେଇ ପ୍ରକାଶ ପାଇଲା ସୂଚୀ : ମେ ୩ରୁ ୧୫ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା

କଟକ: ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ପରିଷଦର ବିଜ୍ଞପ୍ତି । ମେ ୩ରୁ ୧୫ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ହେବା ନେଇ କାର୍ଯ୍ୟସୂଚୀ ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ…
Read More...

ଶ୍ରୀଜଗନ୍ନାଥଙ୍କ ବିକାଶ କାର୍ଯ୍ୟକୁ କେହି ରୋକି ପାରିବେନି : ମୁଖ୍ୟମନ୍ତ୍ରୀ

ପୁରୀ :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ଦ୍ୱାରା ଜାରି ବିଜ୍ଞପ୍ତିକୁ ବିରୋଧ କରିଛନ୍ତି ।  ଏନଏମଏକୁ ଚିଠା ପ୍ରସ୍ତାବ ବାତିଲ କରିବାକୁ ଦାବି କରିଛନ୍ତି…
Read More...

ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ ଜାରି କରିଥିବା ଡ୍ରାଫ୍ଟକୁ ବିବାଦ : NMA ସଚିବଙ୍କୁ ଶ୍ରୀମନ୍ଦିର…

ଭୁବନେଶ୍ୱର : ଏନଏମଏ ବାଇ ଲ’କୁ ନେଇ ଏବେ ବିବାଦ ଜୋର ଧରିଥିବା ବେଳେ ତୀବ୍ର ହେଲାଣି ବିରୋଧ । ଜାତୀୟ ସ୍ମାରକୀ ପ୍ରାଧିକରଣ ବାଇ ଲ’ ପ୍ରତ୍ୟାହାର ପାଇଁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।…
Read More...

ମେ’ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

କଟକ  : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍‌), ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା(ସଂସ୍କୃତ) ପରୀକ୍ଷା ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହେବ । ଏ…
Read More...

କୁଟିଆ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୮ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର : କୋଟିଆରେ ଗଡୁଛି ରାଜ୍ୟ ସରକରାଙ୍କ ବିକାଶ ଗାଡ଼ି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେସନ୍‌ସିଂ ମାଧ୍ୟମରେ ଶୁକ୍ରବାର କରିଛନ୍ତି ଶୁଭାରମ୍ଭ । କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ ପାଇଁ ୧୮ କୋଟି…
Read More...