Browsing Category
Bignews
ନକଲି ଆଧାରକାର୍ଡ ଦେଖାଇ ସଂସଦକୁ କରୁଥିଲେ ପ୍ରବେଶ ୩ ଦୁବୃର୍ତ୍ତ, ଗିରଫ କଲା ପୋଲିସ
ପୁଣି ସଂସଦ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି । ନକଲି ଆଧାରକାର୍ଡ ଦେଖାଇ ପଶିଲେ ଦୁବୃର୍ତ୍ତ । ରାଜଧାନୀ ଦିଲ୍ଲୀର ପୁରୁଣା ସଂସଦର ସୁରକ୍ଷା ଭଙ୍ଗ କରୁଥିବା ତିନି ଜଣଙ୍କୁ ଗିରଫ କରିଛି ପୋଲିସ ।ସୂଚନା ଅନୁଯାୟୀ, ପୁରୁଣା…
Read More...
Read More...
ଆଗାମୀ ୨୫ ବର୍ଷ ଭିତରେ ମହାପ୍ରଭୁଙ୍କ କୃପାରୁ ଓଡିଶା ଦେଶର ବିକାଶ ଯାତ୍ରାରେ ଇଞ୍ଜିନ ହେବ: ମୋଦୀ
ଏନଡିଏ ବୈଠକରେ ଓଡିଶା କଥା ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ସମ୍ବିଧାନ ଭବନରେ ମହାପ୍ରଭୁଙ୍କୁ ମନେ ପକାଇବା ସହିତ ପ୍ରଭୁ ଜଗନ୍ନାଥଙ୍କୁ ଗରିବଙ୍କ ଦେବତା ବୋଲି କହିଛନ୍ତି ମୋଦୀ । ଖାଲି ସେତିକି ନୁହେଁ ଏଥର ଓଡିଶାରେ ଯେଉଁଭଳି…
Read More...
Read More...
ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ
ଖୋର୍ଦ୍ଧାର ନବନିର୍ବାଚିତ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ ।କୋର୍ଟ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତିନି ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍…
Read More...
Read More...
ଅପରିବର୍ତ୍ତିତ ରହିଲା ରେପୋ ରେଟ୍
ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ରେପୋ ରେଟକୁ ୬.୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ଏନେଇ ଆରବିଆଇ ଗର୍ଭଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ତେବେ ରିଜର୍ଭ ବ୍ୟାଙ୍କର ମନିଟରି ପଲିସି ବୈଠକ ଶେଷ ହେଇଛି ।…
Read More...
Read More...
ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଅନେକ ସଫେଇ କର୍ମଚାରୀ, କିନ୍ନର ଓ ଶ୍ରମିକ ସ୍ବତନ୍ତ୍ର ଅତିଥି ଭାବେ…
ତୃତୀୟ ଥର ଦେଶରେ ସରକାର ଗଠନ କରିବ ବିଜେପି। ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱରେ ଏନଡିଏ ନେତା ଭାବେ ପ୍ରଧାନମନ୍ତ୍ରୀ ମୋଦି ଶପଥ ନେବେ । ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରାଷ୍ଟ୍ରପତି…
Read More...
Read More...
ଇସ୍ତଫା ଦେଲେ ନବୀନଙ୍କ ପରାମର୍ଶଦାତା
ଚଳିତ ସାଧାରଣ ନିର୍ବାଚନରେ ବିଜେଡି ହାରିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକ ୫ ତାରିଖରେ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ଏବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ ଅନେକ ବରିଷ୍ଠ ଅଫିସର ଇସ୍ତଫା ଦେବା ଆରମ୍ଭ…
Read More...
Read More...
ପାଣ୍ଡିଆନ୍ କେଉଁଠି ଅଛନ୍ତି ନେଇ ଚାଲିଥିବା ଚର୍ଚ୍ଚାର ସ୍ପଷ୍ଟୀକରଣ ରଖିଲା ବିଜେଡି
ବିଜେଡିର ପରାଜୟ ପରେ ପାଣ୍ଡିଆନ୍ ଦିଲ୍ଲୀ ଚାଲିଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ଏହାର ସ୍ପଷ୍ଟୀକରଣ ରଖିଛି। ଖବରଦାତା ସମ୍ମିଳନୀ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଗୁରୁବାର ସୂଚନା ଦେଇ…
Read More...
Read More...
କଙ୍ଗନା ରଣାୱତଙ୍କୁ ବିମାନ ବନ୍ଦରରେ ଚାପୁଡ଼ା ମାରିଲେ ଜଣେ ସିଆଇଏସ୍ଏଫ ମହିଳା ଗାର୍ଡ
ବଲିଉଡ ଅଭିନେତ୍ରୀ ତଥା ବିଜେପି ଏମ୍ପି କଙ୍ଗନା ରଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଆଇଏସ୍ଏଫ ଗାର୍ଡ ଚାପୁଡ଼ା ମାରିଛନ୍ତି। ଅଭିନେତ୍ରୀ ଅଭିଯୋଗ ଆଣି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।…
Read More...
Read More...
ବିଏସକେୱାଇ କାର୍ଡ ଦ୍ୱନ୍ଦ୍ୱ ମଧ୍ୟରେ ଯେପରି ସ୍ୱାସ୍ଥ୍ୟସେବା ବ୍ୟାହତ ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟପାଳଙ୍କ…
ବିଏସକେୱାଇ କାର୍ଡ ଦ୍ୱନ୍ଦ୍ୱ ଭିତରେ ଚିନ୍ତାପ୍ରକଟ କଲେ ରାଜ୍ୟପାଳ । ଏନେଇ ରଘୁବର ଦାସ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଆଲୋଚନା କରିଛନ୍ତି । ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବା ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ…
Read More...
Read More...
ବିଜେପିର ୨୦ ନବନିର୍ବାଚିତ ସାଂସଦ ଯିବେ ଦିଲ୍ଲୀ
ପ୍ରକାଶ ପାଇଛି ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ । ଓଡ଼ିଶା ଲୋକସଭା ଆସନରୁ ୨୦ଟି ସିଟରେ ବିଜେପି କରିଛି ବିଜୟ ହାସଲ । ଅନ୍ୟ ଏକଟି ସିଟ୍ କଂଗ୍ରେସ ହାସଲ କରିଛି । ତେବେ ଆଜି ବିଜେପି ନବ ନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ…
Read More...
Read More...
କିଏ ହେବ ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ? ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀଙ୍କ ପରେ ଗିରିଶ…
କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ? ମୁଖ୍ୟମନ୍ତ୍ରୀଙ୍କୁ ନେଇ ଜାରି ରହିଛି କଳ୍ପନାଜଳ୍ପନା । ଫଳାଫଳ ଆସିବାର ଗୋଟିଏ ଦିନ ପରେ ବି ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ସମସ୍ତେ କେନ୍ଦ୍ରୀୟ ନିଷ୍ପତିକୁ…
Read More...
Read More...
‘BSKY’ କାର୍ଡକୁ ନେଇ ଲାଗିରହିଥିବା ଦ୍ଵନ୍ଦର ଏଭଳି ପ୍ରତିକ୍ରିୟା ରଖିଲେ ମନମୋହନ ସାମଲ
ବିଜେପି ସରକାର ଆସିବା ପରେ ବିଏସକେୱାଇ କାର୍ଡର ସୁଫଳ ମିଳିବ କି ନାହିଁ, ଯେଉଁମାନେ ଏହି ଯୋଜନାରେ ଚିକିତ୍ସିତ ହେଉଛନ୍ତି, ସେମାନେ ସ୍ୱାସ୍ଥ୍ୟ ସେବା କିପରି ପାଇବେ, ଏ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଥିଲା । ବିଜେପି…
Read More...
Read More...
ଓଡିଶା ଲୋକଙ୍କ ପାଇଁ ପରିଶ୍ରମ କରିଛୁ ଆଉ ଆଗକୁ ମଧ୍ୟ ପରିଶ୍ରମ କରିବୁ: ନବୀନ ପଟ୍ଟନାୟକ
ଦୀର୍ଘ ୨୪ ବର୍ଷ ପରେ ସରିଛି ନବୀନ ଯୁଗ ରାଜଭବନରେ ପହଂଚି ଇସ୍ତଫା ପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯ରେ ୧୧୩ ଆସନ ଜିତିଥିବା ବିଜେଡି ୨୦୨୪ନିର୍ବାଚନରେ ମାତ୍ର ୫୧ଟି ଆସନ ହାସଲ କରିଥିଲା ବିଜେଡି ଏହାସହ…
Read More...
Read More...
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୋଦି
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଏ ଇସ୍ତଫା ପତ୍ର ଦେଇଛନ୍ତି । ନିର୍ବାଚନ ୨୦୨୪ର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୨୪୦…
Read More...
Read More...
