Browsing Category

Crime

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ବରଗଡ: ବରଗଡ ଜିଲ୍ଲାର ବରପାଲି ଅଂଚଳରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।ଖବର ଅନୁସାରେ, ଆଜି ସକାଳେ ବରପାଲି ସହରର ତିନି ନମ୍ବର ୱାର୍ଡରେ ଥିବା…
Read More...

ପୁଣିଥରେ ଜଣେ ନାବାଳିକା ଗର୍ଭବତୀ

ମାଲକାନଗିରି: ପୁଣିଥରେ ଜଣେ ସେବାଶ୍ରମର ନାବାଳିକା ଛାତ୍ରୀ ଗର୍ଭବତୀ । ମାଲକାନଗିରି ଜିଲ୍ଲାର ଜଣେ ନବମ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି ।ଛାତ୍ରୀ ଜଣକ ନବରଙ୍ଗପୁର ଜିଲ୍ଲା ତାରାଗାଁ ଅଞ୍ଚଳର ଗୋଟିଏ ସେବାଶ୍ରମରେ…
Read More...

ପୋଲିସ ଗୁଳିରେ ଆହତ ହେଲା କୁଖ୍ୟାତ ଡକାୟତ ବବ୍‌ଲୁ

କଟକ: ଚୌଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ୱାଡର ଗୁଳିରେ କୁଖ୍ୟାତ ଡକାୟତ ସଚିନ୍ ପାୱାର ଓରଫ୍ ବବ୍‌ଲୁ ଆହତ ହୋଇଛି । ତେବେ ଏହି ଘଟଣା ଘଟିଛି କଟକର ନରାଜ ବଜାର ଅଂଚଳରେ । ଆହତ ପରେ ତାକୁ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଛି ।…
Read More...

ଜଙ୍ଗଲରୁ ତଂଟିକଟି ହତ୍ୟା କରାଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ମଇଦଲପୁର ଜଙ୍ଗଲରୁ ରବିବାର ସନ୍ଧ୍ୟାରେ ଜଣେ ତଂଟିକାଟି ହତ୍ୟା କରାଯାଇଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ମୃତ ଯୁବକ ହେଉଛନ୍ତି ପାପଡ଼ାହାଣ୍ଡି ଥାନା ଅଧୀନ…
Read More...

ପୁରୀର ଗଣଦୁଷ୍କର୍ମ ଘଟଣା: ଚତୁର୍ଥ ଅଭିଯୁକ୍ତ ଗିରଫ

ପୁରୀ : ପୁରୀର ପୁଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ ଘଟଣାରେ ଆଜି ପୁଲିସ ଚତୁର୍ଥ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି। ରାୟଗଡ଼ାରୁ ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକକୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ସ୍ୱତନ୍ତ୍ର…
Read More...

ଗର୍ଭବତୀ ହେଲେ ଦଶମ ଶ୍ରେଣୀ ଛାତ୍ରୀ

କୋରାପୁଟ: ଗର୍ଭବତୀ ହେଲେ ଦଶମ ଶ୍ରେଣୀ ଛାତ୍ରୀ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ସେବାଶ୍ରମର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ଥିବା ଜଣାପଡିଛି। ଖବର ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ, ଶିଶୁ ସୁରକ୍ଷା…
Read More...

ସେବାଶ୍ରମ ଛାତ୍ରୀ ଗର୍ଭବତୀ ଘଟଣା : ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ହିଁ କରିଥିଲା ଦୁଷ୍କର୍ମ

ଜୟପୁର : ଜୟପୁର ସହର ଉପକଣ୍ଠ ଫାମ୍ପୁଣୀ ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେଣୁ ପୁଲିସ ଆଜି…
Read More...

୪ ଦୁଷ୍କର୍ମ ଅଭିଯୁକ୍ତଙ୍କ ମୃତଦେହ ନେବାକୁ ମନାକଲେ ସଂପର୍କୀୟ

ହାଇଦ୍ରାବାଦ: ଆଜି ହାଇଦ୍ରାବାଦ ପୁଲିସ ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ତେବେ ଯେଉଁଠାରେ ସେମାନେ ପୀଡିତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ ଠିକ୍ ସେହି ସ୍ଥାନରେ ହିଁ ପୁଲିସ…
Read More...

ଟ୍ରିପଲ ମର୍ଡର ର ଅନ୍ୟତମ ଅଭିଯୁକ୍ତ ଚିନ୍ମୟ ଗିରଫ

ଦେବଗଡ: ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବାଲିରୋଇ ଗ୍ରାମ ରେ ଘଟିଥିବା ଟ୍ରିପଲ ମର୍ଡର ଘଟଣା ର ଅନ୍ୟତମ ଅଭିଯୁକ୍ତ ଚିନ୍ମୟ ଶେଖର ପ୍ରଧାନ ବାରକୋଟ ପୋଲିସ ହାତରେ ଧରାପଡ଼ିଛି। ନାଗପୁର ଠାରେ ସେନାବାହିନୀରେ କାର‌୍ୟ୍ୟରତ…
Read More...

କାଠ ବ୍ୟବସାୟୀଙ୍କୁ ହତ୍ୟା

ଜୟପୁର: ଶନିବାର ସନ୍ଧ୍ୟାରେ ବୋରିଗୁମ୍ମା ଥାନା ଅଧୀନ ଡଙ୍ଗରା-ଦଣ୍ଡସେନା ରାସ୍ତାରେ ଜଣେ କାଠ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି। ନିହତ କାଠ ବ୍ୟବସାୟୀ ହେଉଛନ୍ତି ଡଙ୍ଗରା ଗ୍ରାମନିବାସୀ ୪୫ ବର୍ଷିୟ ମୋଦି ଗୁଣ୍ଠା।…
Read More...

ଭୁବନେଶ୍ୱର ଇସ୍କନ ମନ୍ଦିରର ଗାଧୁଆ ଘରୁ ମିଳିଲା ମୃତଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଇସ୍କନ ମନ୍ଦିରର ଗାଧୁଆ ଘରୁ ମିଳିଲା ମୃତଦେହ । ମୃତକ ଇସ୍କନ ମନ୍ଦିରର ହୋଟେଲରେ ୱେଟର ଭାବେ ଦୀର୍ଘ ୨୦ ବର୍ଷ ଧରି କାମ…
Read More...

ଦେବଗଡ଼ ଟ୍ରିପଲ ମର୍ଡରର ପର୍ଦ୍ଦାଫାସ

ଦେବଗଡ : ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବାଲିରୋଇ ଗ୍ରାମ ନିକଟସ୍ଥ ଜଙ୍ଗଲ ରୁ ଚଳିତ ମାସ ନଅ ତାରିଖରେ ତିନୋଟି ଅର୍ଦ୍ଧ ଗଳିତ ମୃତ ଦେହ ଉଦ୍ଧାର କରାଯାଇଥିବା ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଶବ ମଧ୍ୟରେ ଜଣେ…
Read More...

ପ୍ରେମିକ ଉପରକୁ ଫିଙ୍ଗିଲା ଏସିଡ୍‌ ପ୍ରେମିକା

ନୂଆପଡ଼ା : ଦୀର୍ଘ ୩ ବର୍ଷର ପ୍ରେମ ସମ୍ପର୍କକୁ ଭୁଲିଗଲା ପ୍ରେମିକ! ହେଲେ ପ୍ରେମିକକୁ ଭୁଲି ପାରିଲାନି ପ୍ରେମିକା। ସେ ଚାହୁଁଥିଲେ ପ୍ରେମିକଙ୍କୁ ବାହା ହୋଇ ଘର ସଂସାର କରିବେ। ସେଥିପାଇଁ ପ୍ରେମିକଙ୍କୁ ବାରମ୍ୱାର ବୁଝାଉ…
Read More...

ଦୁଇ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ, ୨ ଅଭିଯୁକ୍ତ ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପାଟପୁର ଥାନା ଅଞ୍ଚଳରେ ୨ଜଣ ନାବାଳିକାଙ୍କ ସହ ଦୁଷ୍କର୍ମର ଅଭିଯୋଗ ଆସିଛି। ଏହି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଗତକାଲି…
Read More...