Browsing Category

Crime

ମା’କୁ ଜିଅନ୍ତା ଜାଳିଦେଲା ପୁଅ

ପାଟଣାଗଡ଼: ଶୋଇଥିବା ଅବସ୍ଥାରେ ମା’ଙ୍କୁ ଜିଅନ୍ତା ଜାଳି ଦେଇଛି ପୁଅ। ଏଭଳି ଏକ ନୃଶଂସ ଘଟଣା ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବେଲପଡ଼ା ଥାନା ଅନ୍ତର୍ଗତ…
Read More...

ଦୁର୍ଦ୍ଦାନ୍ତ ଅପରାଧୀ କାହ୍ନୁ ଗିରଫ

ଜଗନ୍ନାଥପ୍ରସାଦ: ଜଗନ୍ନାଥପ୍ରସାଦ ଥାନା ପଟ୍ଟାଧର ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ କାହ୍ନୁ ସ୍ବାଇଁ (୨୬)କୁ ଭୁବନେଶ୍ବର ଖଣ୍ଡିଗିରି ପୁଲିସ ତପୋବନ ବସ୍ତିରୁ ଗିରଫ କରିଛି। କାହ୍ନୁକୁ ଗିରଫ ପରେ ଜଗନ୍ନାଥପ୍ରସାଦ ପୁଲିସକୁ…
Read More...

ତାନ୍ତ୍ରିକ ସହ ଶାରୀରିକ ସମ୍ପର୍କ ନରଖିବାରୁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ଆଲିଗଡ଼: ସ୍ୱାମୀ ସାଜିଲା ହତ୍ୟାକାରୀ। ତାନ୍ତ୍ରିକ ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନ ହେବାରୁ ନିଜ ସ୍ତ୍ରୀକୁ ନଦୀରେ ବୁଡ଼ାଇ ମାରିଦେଇଛି ସ୍ୱାମୀ। ଉତ୍ତର ପ୍ରଦେଶର ଆଲିଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁବାର…
Read More...

୮ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କଲେ ଦୁଇ ନାବାଳକ

ଭୋପାଳ: ମଧ୍ୟ ପ୍ରଦେଶରେ ଗତ କିଛି ଦିନ ହେବ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟୁଥିବା ଘଟଣା ଶେଷ ହେବାର ନାଆଁ ନେଉ ନାହିଁ। ଯେମିତି ଲାଗୁଛି ଅପରାଧୀମାନଙ୍କ ମନରେ ପୁଲିସ ବା ସରକାରଙ୍କୁ ଡର ନାହିଁ। ନିକଟରେ ମଧ୍ୟପ୍ରଦେଶର…
Read More...

ଟିମ୍ ଇଣ୍ଡିଆକୁ ବଡ଼ ଝଟକା : ଶିଖର ଧାୱନ ୩ ସପ୍ତାହ ପାଇଁ ଟିମ୍ ରୁ ବାଦ

ଅଷ୍ଟ୍ରେଲିଆ ମ୍ୟାଚ୍ ଖେଳୁଥିବା ବେଳେ ତାଙ୍କ ବାମ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲାନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ଷ୍ଟାର ଓପନର ତଥା ଅଷ୍ଟ୍ରେଲିଆ ବିପକ୍ଷରେ ଶତକ…
Read More...

ଗଣ୍ଡି ପଡିଛି ମୁଣ୍ଡ ଗାଏବ : ଜମିଜମା କଳିରୁ ଶୋଇଥିବାବେଳେ ପୁତୁରାର ମୁଣ୍ଡ କାଟିନେଲା କକା

ସମ୍ବଲପୁର : ସମ୍ବଲପୁର ସହରର ଭାଲୁପାଲ୍ଲୀ ଅନ୍କର୍ଗତ ତିଲେଇମାଳ ଗାଁରେ ବିଭତ୍ସ ହତ୍ୟାକାଣ୍ଡ ।ଗଣ୍ଡି ପଡିଛି ମୁଣ୍ଡ ଗାଏବ । ତେବେ କିଛି ଘଣ୍ଟାର ସସ୍‌ପେନ୍ସ ପରେ ହତ୍ୟାକାରୀ ଓ ହତ୍ୟାର କାରଣ ଜଣାପଡିଛି ।…
Read More...

କାଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା : ୬ ଜଣ ଦୋଷୀଙ୍କ ଭିତରୁ ୩ଜଣଙ୍କୁ ଆଜୀବନ

୭ଅଭିଯୁକ୍ତଙ୍କ ଭିତରୁ ୬ ଜଣ ଦୋଷୀ ସାବ୍ୟସ୍ତନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର କାଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୭ଅଭିଯୁକ୍ତଙ୍କ ଭିତରୁ ୬ ଜଣ ଦୋଷୀ ସାବ୍ୟସ୍ତ । ସେମାନଙ୍କ ଭିତରୁ ତିନି ଜଣଙ୍କୁ ଆଜୀବନ ୩…
Read More...

ଭଲ ଫସଲ ପାଇଁ ଜମିରେ ପୁତୁରାକୁ ବଳି ଦେଲା ବଡବାପା !

ଅନ୍ଧବିଶ୍ବାସର କରୁଣ ପରିଣତିନୂଆପଡା : ଆସନ୍ତା ଋତୁରେ ଭଲ ଫସଲ ପାଇଁ ଜମିରେ ପୁତୁରାର ବଳି ଚଢାଇଲା ବଡବାପା । ଏପରି ଏକ ଜଘନ୍ୟ ଘଟଣା ଘଟଛି ନୂଆପଡା କୋମନା ଥାନା ଜଡାମୁଣ୍ଡା ଗାଁରେ । ଅନ୍ଧବିଶ୍ବାସର କରୁଣ ପରିଣତି ।…
Read More...

ରାଜଧାନୀରେ ହତ୍ୟାକାଣ୍ଡ !ଅଖାରୁ ମୃତ ଦେହ ଉଦ୍ଧାର

ଭୁବନେଶ୍ବର : ରାଜଧାନୀରେ ହତ୍ୟାକାଣ୍ଡ। ହାତଗୋଡ଼ ବନ୍ଧା ଅବସ୍ଥାରେ ଅଖାରେ ଗୁଡ଼ା ହୋଇଥିବା ମୃତଦେହ ଉଦ୍ଧାର। ଏଭଳି ଘଟଣା ଘଟିଛି ଭୁବନେଶ୍ବର ରେଣ୍ଟାଲ କଲୋନୀ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ। ହତ୍ୟାକାଣ୍ଡ ପରେ…
Read More...

ସ୍ତ୍ରୀର ତଣ୍ଟିକାଟି ହତ୍ୟା କରିବା ପରେ ନିଜ ତଣ୍ଟି କାଟୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଲା ସ୍ୱାମୀ

ସୋର: ଶନିବାର ସକାଳେ ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ପାର୍‌ ମହଲାର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ନିଜ ତଣ୍ଟି କାଟୁଥିବା ସମୟରେ ପୁଲିସ ହାତରେ ଧରାପଡ଼ିଛନ୍ତି।ଅଭିଯୁକ୍ତ ଶେକ୍‌…
Read More...

ନାବାଳିକା ଦୁଷ୍କର୍ମ ମାମଲା : ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ

କଟକ : କଟକ ଚିଲ୍‌ଡ୍ରେନ୍ସ କୋର୍ଟ ତଥା‌ ତୃତୀୟ ଅତିରିକ୍ତ ଦୌରାଜଜ୍ ବନ୍ଦନା କର ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ…
Read More...

ସ୍ତ୍ରୀ ଓ ୩ ସନ୍ତାନଙ୍କୁ ହତ୍ୟା କଲେ ସଫ୍ଟୱେର ଇଞ୍ଜିନିୟର: ହ୍ୱାଟ୍ସଆପରେ ଭିଡିଓ ଶେୟାର କରି ସ୍ୱୀକାର କଲେ ଦୋଷ

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ଇନ୍ଦିରାପୁରମ ସହରରେ ଏକ ଲୋକହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ସୁମିତ କୁମାର ନାମକ ଜଣେ ସଫ୍ଟୱେର ଇଞ୍ଜିନିୟର ତାଙ୍କ ସ୍ତ୍ରୀ ଏବଂ ୩ ସନ୍ତାନଙ୍କୁ ହତ୍ୟା କରିଛନ୍ତି। ଏହା…
Read More...

ଭାଇର ଚାପୁଡ଼ା ମାଡ଼ରେ ଭଉଣୀ ମୃତ, ୫ ଗିରଫ

ନୂଆପଡ଼ା : ନୂଆପଡ଼ା ଜିଲା ଖଡ଼ିଆଳ ଥାନା ନେହେନା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଇର ଚାପୁଡ଼ା ମାଡ଼ରେ ଭଉଣୀ ପ୍ରାଣ ହରାଇଛି ଓ କାହାକୁ କିଛି ନଜଣାଇ ପରିବାର ଲୋକେ ଶବ ସତ୍କାର କରିଦେଇଛନ୍ତି। ମୃତକଙ୍କ ନାଁ ଅଙ୍କିତା…
Read More...

ଯୌତୁକ ନିମନ୍ତେ ବଧୂହତ୍ୟା ଅଭିଯୋଗ

କାମାକ୍ଷାନଗର: ଗୁରୁବାର ସକାଳେ ଢେଙ୍କାନାଳ ଜିଲ୍ଲା ତୁମୋସିଂଘା ଥାନା ଅଧୀନ କନ୍ତିଓକାଟଣୀ ସିଧାଶ୍ରମ ଗ୍ରାମରୁ ଗୁରବାର ଦିନ ଜଣେ ବୋହୂଙ୍କର ଶବ ଉଦ୍ଧାର କରାଯାଇଛି।ଏ ଘଟଣାକୁ ମୃତ ବୋହୂଙ୍କର ବାପା କୈଳାସ ମାଝୀ…
Read More...