Browsing Category

Entertainment

ବିବାହ ପୂର୍ବରୁ ମା’ ହେଲେ କଲ୍କି

ମୁମ୍ବାଇ: ବିବାହ ପୂର୍ବରୁ ମା’ ହେଲେ ବଲିଉଡ ଅଭିନେତ୍ରୀ କଲ୍କି କୋଏଚଲିନ୍ । ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଶୁକ୍ରବାର ତାଙ୍କର ଡେଲିଭରି ହୋଇଥିଲା ।କଲ୍କିଙ୍କ ଏହି ସନ୍ତାନ ତାଙ୍କ ବୟଫ୍ରେଣ୍ଡ ଗାୟ…
Read More...

ଭାଲେଂଟାଇନ୍ ସେଲିବ୍ରେସନ ମୁଡରେ ଏହି ରୋମାଂଟିକ୍ ଯୋଡି

ମୁମ୍ବାଇ: ଆସିଯାଇଛି ପ୍ରେମ ଋତୁ । ଫେବୃଆରୀ ମାସ ପ୍ରେମ ମାସ ବୋଲି ସମସ୍ତଙ୍କୁ ଜଣା । ଏହି ମାସରେ ବୟଫ୍ରେଣ୍ଡ, ଗାର୍ଲଫ୍ରେଣ୍ଡ ସହ ସମୟ ବିତାଇବା ସହ ନିଜ ପ୍ରେମ ନିବେଦ କରୁଥିବାର ନଜର ଆସିବେ । କେବଳ ସାଧାରଣ ଜନତା ନୁହେଁ…
Read More...

ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡ ନାୟକ ଅମ୍ଳାନ

କଟକ: ଓଲିଉଡ ଜଗତର ନାୟକ ତଥା ବରିଷ୍ଠ ଅଭିନେତା ମିହିର ଦାସଙ୍କ ପୁତ୍ର ଅମ୍ଳାନ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ କଟକର ସିଡିଏ ସେକ୍ଟର ୮ରେ ନିଜ ବାସଭବନରେ ଭୂମିକାଙ୍କୁ ବିବାହ କରିଛନ୍ତି ।କୁହାଯାଉଛି…
Read More...

ଡିଜିଟାଲ ପ୍ଲାଟଫର୍ମରେ ଜଲୱା ଦେଖାଇବେ ସୁସ୍ମିତା

ମୁମ୍ବାଇ: ଫେମସ ଅଭିନେତ୍ରୀ ସୁସ୍ମିତା ସେନ ଦୀର୍ଘ ସମୟରୁ ଫିଲ୍ମ ଜଗତଠୁ ଦୂରେଇ ଅଛନ୍ତି । ହେଲେ ସୋସିଆଲ ମିଡିଆରେ ସେ ସବୁବେଳେ ସକ୍ରିୟ। ଫିଲ୍ମଠୁ ଅଧିକ ସେ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଇତିମଧ୍ୟରେ ତାଙ୍କୁ…
Read More...

କମବ୍ୟାକ୍ ରିଚା

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା କଙ୍ଗନା ରଣାୱତଙ୍କ ଚର୍ଚ୍ଚିତ ଫିଲ୍ମ ‘ପଙ୍ଗା’ରେ ସେକ୍ସୀ ଆକ୍ଟର ରିଚା ଚଡ୍ଡା କବାଡି କୋଚ ଭୂମିକାରେ ନଜର ଆସିଥିଲେ । ଅଶ୍ବିନୀ ଆୟାର ତିୱାରୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ରିଚାଙ୍କ…
Read More...

“ହୱା ସିଂ” ର ପୋଷ୍ଟର ରିଲିଜ୍‌; ନୂଆ ଲୁକରେ ସୁରଜ୍‌

ମୁମ୍ବାଇ: କିଛି ସମୟ ପୂର୍ବରୁ ସଲମାନ୍ ଖାନ ନିଜ ସୋସିଆଲ ସାଇଟ୍ ରେ “ହୱା ସିଂ” ର ଏକ ପୋଷ୍ଟର ସେୟାର କରିଛନ୍ତି । ଯାହା ଖୁବ୍ କମ୍ ସମୟରେ ଦର୍ଶକ ବେଶ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି ।“ହୱା ସିଂ” ଏକ ସତ୍ୟଘଟଣା…
Read More...

୬୫ତମ ଫିଲ୍ମ ଫେୟାର ଆୱାର୍ଡ ୨୦୨୦: ନୋମିନେସନ୍ ତାଲିକାରେ କେଉଁ ଫିଲ୍ମ ବାଜିମାରିଲା ଜାଣନ୍ତୁ….

ମୁମ୍ବାଇ: ୬୫ତମ ଫିଲ୍ମଫେୟର ଆୱାର୍ଡ୍ସ ୨୦୨୦ ଏଥର ଆସାମରେ ଆୟୋଜିତ ହେବାକୁ ଯାଉଛି । ଏହି ଫିଲ୍ମଫେୟାର ପୁରସ୍କାର ପ୍ରସାରଣ ଏଥର କାର‌୍ୟ୍ୟକ୍ରମର ପରଦିନ ତଥା ଆସନ୍ତା ୧୫ ତାରିଖରେ କରାଯିବ । ଆୱାର୍ଡ୍ସ ସେରେମନୀ ପୂର୍ବରୁ…
Read More...

ପୁଣିଥରେ ହସ୍ପିଟାଲରେ ଭର୍ତି ହେଲେ ଋିଷି କପୁର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଋିଷି କପୁର ପୁଣି ଅସୁସ୍ଥ । ଦିଲ୍ଲୀର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତି କରାଯାଇଛି । ପ୍ରଦୂଷଣ କାରଣରୁ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା ଜଣାପଡିଛି । ଏକ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା…
Read More...

ଆଉ ଏକ ଫିଲ୍ମ ଅଫର ପାଇଲେ ଅଲିୟା

ମୁମ୍ବାଇ: ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘ଜୱାନୀ ଜାନେମନ’ ଜରିଆରେ ବଲିଉଡରେ ଏଂଟ୍ରି କରିଛନ୍ତି ଆଉ ଜଣେ ଷ୍ଟାର କିଡ୍‌। ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଅଲୟା ଫର୍ଣ୍ଣିଚରୱାଲାଙ୍କ ଡେବ୍ୟୁ ଫିଲ୍ମ ‘ଜୱାନୀ ଜାନେମନ’…
Read More...

ଅଜୟଙ୍କ ପ୍ରେମିକା ଶ୍ରୀୟା

ମୁମ୍ବାଇ: ଭାରତୀୟ ଫିଲ୍ମ ଜଗତକୁ “ବାହୁବଲୀ” ଭଳି ସୁପରହିଟ୍ ସିନେମା ଦେବା ପରେ ନିର୍ଦ୍ଦେଶକ ଏସ.ଏସ ରାଜାମୌଲୀ ତାଙ୍କର ଆଗାମୀ ଫିଲ୍ମ “ତ୍ରିପଲ ଆର”କୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏହି ଫିଲ୍ମଟି ଏକ ବଡ଼ ବଜେଟ ଫିଲ୍ମ । ଏହି…
Read More...

ଆଉ ଏକ ବଡ଼ ହଲିଉଡ ପ୍ରୋଜେକ୍ଟ ହାତେଇଲେ ଦେଶୀଗାର୍ଲ

ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରାଙ୍କୁ ଶେଷଥର ବଲିଉଡ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ରେ ଦେଖିବାକୁ ମିଳିଥିଲା । ବର୍ତମାନ ସେ ବଲିଉଡ ଫିଲ୍ମଠାରୁ ଦୂରେଇ ଅଛନ୍ତି ସତ ହେଲେ ନିକଟରେ ତାଙ୍କ ୱେବ ସିରିଜର ଘୋଷଣା…
Read More...

ସାରାଙ୍କ ଫନି ଭିଡିଓ ଭାଇରାଲ; ଟ୍ରାନ୍ସଫରମେଶନ ପୂର୍ବରୁ ଏଭଳି ଦେଖାଯାଉଥିଲେ

ମୁମ୍ବାଇ: ଫେମସ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନିଜ ଆଗାମୀ ଫିଲ୍ମ ‘ଲଭ ଆଜକଲ’କୁ ନେଇ ଚର୍ଚ୍ଚାରେ । ଫିଲ୍ମରେ କ୍ୟୁଟ ଅଭିନେତା କାର୍ତିକ ଆର୍ୟନଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ଦର୍ଶକ ମଧ୍ୟ ଏହି ଯୋଡିଙ୍କୁ ପ୍ରଥମଥର…
Read More...

ପୁଣିଥରେ ପରଦାକୁ ଫେରିବେ ଏହି ରୋମାଂଟିକ୍ ଯୋଡି

ମୁମ୍ୱାଇ: ଶାହାରୁଖ୍ ଖାନ୍ ଙ୍କ ହାତରେ ଏବେ କୌଣସି ଫିଲ୍ମ ନ ଥିଲେ ବି ମଧ୍ୟ ସେ ଭାବି ଚିନ୍ତି କାମ କରିବାକୁ ମନ ସ୍ଥିର କରିଛନ୍ତି । କାରଣ ଲଗାତାର ଫିଲ୍ମ ଫ୍ଲପ ହେବା ପରେ ସେ ଏଭଳି ନିଷ୍ପତି ନେଇଛନ୍ତି । ଏଥିପାଇଁ ତାଙ୍କ…
Read More...

ସାରାଙ୍କ ହିରୋ ହେବେ ଧନୁଷ

ମୁମ୍ବାଇ: ଫିଲ୍ମ “କେଦାରନାଥ”ର ଜରିଆରେ ବଲିଉଡରେ ଡେବ୍ୟୁ କରି ଖୁବ୍ କମ୍ ସମୟରେ ସୁପରହିଟ୍ ନାୟିକା ପାଲଟି ଯାଇଛନ୍ତି ସାରା ଅଲ୍ଲୀ ଖାନ୍ । ଏଥିସହ ସାରାଙ୍କୁ ମଧ୍ୟ ବଡ଼ ବଡ଼ ଷ୍ଟାର ସହ କାମ କରିଥିବାର ଦେଖିବାକୁ ମିଳିଛି ।…
Read More...