Browsing Category

Entertainment

ଗିରଫ ହେଲେ ଓଡ଼ିଆ ଟେଲି ଅଭିନେତା

ଓଡ଼ିଆ ସିରିଏଲ୍ ଅଭିନେତାଙ୍କୁ ଗିରଫ କରିଛି ପୁଲିସ। ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି । ତେବେ ପ୍ରେମ ସମ୍ପର୍କରେ ରହି ବିବାହ ପାଇଁ ମନା କରିଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ । ଏହାପରେ…
Read More...

ରାଖୀଙ୍କ ନାଁରେ ମାମଲା ରୁଜୁ

ପୁଣି ସମସ୍ୟାରେ ପଡ଼ିଛନ୍ତି କଣ୍ଟ୍ରୋଭର୍ସି କୁଇନ୍ ରାଖୀ ସାୱନ୍ତ। ତାଙ୍କ ନାଁରେ ଥାନାରେ ଦିଆଯାଇଛି ଏଫ୍‌ଆଇଆର। ଆଦିବାସୀଙ୍କ ପୋଷାକକୁ ଉପହାସ କରିବା ଅଭିଯୋଗରେ ଝାଡ଼ଖଣ୍ଡର ରାଞ୍ଚିରେ ତାଙ୍କ ବିରୋଧରେ ଦିଆଯାଇଛି ଏଫ୍‌ଆଇଆର୍‌।…
Read More...

କ୍ଷମା ମାଗିଲେ ଖିଲାଡୀ କୁମାର

ବଲିଉଡରେ ବିମଲ ପାନ ମସଲାକୁ ନେଇ ଏବେ ଖୁବ ଚର୍ଚ୍ଚା । ୩ ସୁପରଷ୍ଟାରଙ୍କୁ ନେଇ ସୁଟିଂ ହୋଇଥିବା ବିଜ୍ଞାପନ ଏବେ ସୋସିଆଲ ମିଡିଆରେ ନିଆଁ ଲାଗିଛି । ଖାସ କରି ଅକ୍ଷୟ କୁମାରଙ୍କ ସଫେଇକୁ ନେଇ ଚର୍ଚ୍ଚା ହେଉଛି ।ବିମଲ ପାନ…
Read More...

ଟ୍ରୋଲ୍ ହେଲେ ଅଜୟ ଦେବଗନ୍

ଅଜୟ ଦେବଗନ୍ ଏବଂ ଶାହାରୁଖ ଖାନ୍ ବର୍ତ୍ତମାନ ପର୍ଯ୍ୟନ୍ତ ବିମଲ୍ ଇଲାୟିଚିଙ୍କ ବିଜ୍ଞାପନରେ ନଜର ଆସିଛନ୍ତି । ବର୍ତ୍ତମାନ ଏହି ବିଜ୍ଞାପନରେ ଅକ୍ଷୟ କୁମାର ମଧ୍ୟ ନଜର ଆସିଛନ୍ତି। ଏହି ସବୁ ବିଷୟରେ, ଲୋକମାନେ ଅତୀତରେ ସୋସିଆଲ…
Read More...

ଚାଲିଗଲେ ପ୍ରଖ୍ୟାତ ଫିଲ୍ମ ନିର୍ମାତା ଟି ରାମା ରାଓ

ପ୍ରଖ୍ୟାତ ଫିଲ୍ମ ନିର୍ମାତା ଟି ରାମା ରାଓ ଆଉ ନାହାନ୍ତି। ଏନଟି ରାମା ରାଓ, ରଜନୀକାନ୍ତ ଓ ଅମିତାଭ ବଚ୍ଚନଙ୍କ ଭଳି ଅଭନେତାଙ୍କୁ ନେଇ ଫିଲ୍ମ କରିଥିବା ଟି ରାମା ରାଓ ଆଜି ୮୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।…
Read More...

ମା’ ହେଲେ କାଜଲ ଅଗ୍ରୱାଲ

ସାଉଥ ଏବଂ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ଘରେ ଖୁସିର ଲହରୀ। କାରଣ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ଏ ନେଇ ବେଶ ଖୁସି ଅଛନ୍ତି ସ୍ୱାମୀ ଗୌତମ କିଚଲୁ | କାଜଲ ମା' ହେବାର ଖବର ସୋସିଆଲ ମିଡିଆରେ ପ୍ରଚାର ହେବା…
Read More...

ଚାଲିଗଲେ ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ କର

ଚାଲିଗଲେ  ବିଶିଶ୍ଟ ସଂଗୀତଜ୍ଞ ପ୍ରଫୁଲ କର। ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ରବିବାର ରାତିରେ ଆଖି ବୁଜିଛନ୍ତି ଏହି ସଙ୍ଗୀତ ଯାଦୁକର  । ଶହ ଶହ ସୁମଧୁର ଗୀତରେ ଓଡ଼ିଆ ଦର୍ଶକଙ୍କୁ ବାନ୍ଧି ରଖିଥିବା ଏହି…
Read More...

ବିଜ୍ଞାପନ କରି ଫଶିଲେ ଅକ୍ଷୟ କୁମାର

ବିମଲ ଅଳେଇଚର ନୂଆ ବିଜ୍ଞାପନ ଏବେ ପ୍ରସାରଣ ହେଉଛି। ପୂର୍ବରୁ ଏହି ବିଜ୍ଞାପନ ଚିତ୍ରରେ ଶାହରୁଖ ଖାନ ଓ ଅଜୟ ଦେବଗନ ଅଭିନୟ କରୁଥିବା ବେଳେ ଏବେ ଅକ୍ଷୟ କୁମାରଙ୍କୁ ଦେଖା ଯାଉଛି। ଏହି ଆଡ ପ୍ରସାରଣ ପରେ ସୋସିଆଲ…
Read More...

‘ଦ କଶ୍ମୀର ଫାଇଲ୍ସ’ ପରେ ବିବେକ ଅଗ୍ନିହୋତ୍ରୀ ନିର୍ମାଣ କରିବେ “ଦିଲ୍ଲୀ ଫାଇଲ୍ସ”

'ଦ କଶ୍ମୀର ଫାଇଲ୍ସ' ସକସେସ୍ ପରେ ଏବେ ମୁଭି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏକ ବଡ ଘୋଷଣା କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ତାଙ୍କ ଅପକମିଂ ଫିଲ୍ମରେ ପ୍ଲାନ ବିଷୟରେ କିଛି କଥା ସେୟାର କରିଛନ୍ତି । ଏବେ "ଦିଲ୍ଲୀ…
Read More...

ବିବାହ ବନ୍ଧନରେ ବାନ୍ଧି ହେଲେ ରଣବୀର-ଆଲିଆ

ବହୁ ବର୍ଷ ଅପେକ୍ଷାର ଅନ୍ତ ଘଟିଲା। ଶେଷରେ ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ। କିଛି ବର୍ଷ ହେଲା ପ୍ରେମ ସଂପର୍କରେ ଥିବା ରଣବୀର ଓ ଆଲିଆ ଶେଷରେ ବିବାହ କରିଛନ୍ତି।…
Read More...

ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ କେଜିଏଫ୍-୨

କନ୍ନଡ଼ ସୁପରଷ୍ଟାର୍ ୟଶଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର କେଜିଏଫ୍-୨ ଆଜି ରିଲିଜ୍‌ ହୋଇଛି। ୟଶଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ୍ ଓ ସଞ୍ଜୟ ଦତ୍ତଙ୍କୁ ବି ଦେଖିବାକୁ ମିଳିଛି।…
Read More...

ଆର୍ଯ୍ୟନଙ୍କ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା; ତଦନ୍ତ କରୁଥିବା ୨ ଏନ୍‌ସିବି ଅଧିକାରୀ ନିଲମ୍ବିତ

ଗତବର୍ଷ ଚର୍ଚ୍ଚାରେ ରହିଥିଲେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ଆର୍ଯ୍ୟନଙ୍କୁ କ୍ରୁଜ ଡ୍ରଗ୍ସ ପାର୍ଟିରୁ ଗିରଫ କରି ଜେଲ ପଠାଇଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) । ଏବେ ଆର୍ଯ୍ୟନଙ୍କ…
Read More...

ରୋମାଣ୍ଟିକ ଲୁକରେ ରଣବୀର-ଆଲିଆ

ବଲିଉଡ କପୁଲ ରଣବୀର କପୁର ଓ ଆଲିଆ ଭଟ୍ଟ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ବିବାହକୁ ନେଇ ଏମାନେ ଏବେ ଖୁବ୍ ଚର୍ଚ୍ଚାରେ । ଏହାରି ଭିତରେ ରିଲିଜ୍ ହୋଇଛି ଉଭୟଙ୍କ ଅଭିନୀତ ତଥା ବହୁ ପ୍ରତିକ୍ଷିତ ଫିଲ୍ମ…
Read More...

ହନୀ ସିଂଙ୍କୁ ମାରପିଟ; ଥାନାରେ ମାମଲା ରୁଜୁ

ର‌୍ୟାପର ହନୀ ସିଂଙ୍କୁ ୫ଜଣ ଅଜ୍ଞାତ ଲୋକ ମାରପିଟ କରିଛନ୍ତି । ଏ ନେଇ ହନୀ ସିଂ ଥାନାରେ ମାମଲା ରୁଜୁ କରିଛନ୍ତି । ସେ ଏକ ସ୍ଥାନରେ ତାଙ୍କ ଶୋ କରୁଥିବା ବେଳେ ଏହି ବ୍ୟକ୍ତିମାନେ ଷ୍ଟେଜ ଉପରେ ଚଢ଼ି ବିୟର ବୋତଲ ଦେଖାଇବା ସହ…
Read More...