Browsing Category
Entertainment
ଚାଲାଣ କାଟିବା ଘଟଣାକୁ ନେଇ ମୁହଁ ଖୋଲିଲେ ବାବୁସାନ୍
ଭୁବନେଶ୍ୱର: ଓଲିଉଡ ଷ୍ଟାର ବାବୁସାନ୍ ଟ୍ରାଫିକ୍ ନିୟମର ଉଲ୍ଲଂଘନ କରି ଚାଲାଣ କାଟିବା ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଆଜି ସେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଘରର କଂପାଉଣ୍ଡ ଗେଟ ବାହାରେ ବାଇକ୍…
Read More...
Read More...
ପୁଣିଥରେ ଯଲିଉଡ ଚର୍ଚ୍ଚିତ ଖଳଦନାୟକ ଦାମ ପଣ୍ଡା ହସ୍ପିଟାଲରେ ଭର୍ତି
ବାଲେଶ୍ୱର: ଯଲିଉଡର ଚର୍ଚ୍ଚିତ ଖଳନାୟକ ଦାସ ପଣ୍ଡା ପୁଣିଥରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଆଜି ବାଲେଶ୍ୱରର ଫକିରମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତି କରାଯାଇଛି । ଚିକିତ୍ସା ପରେ ଛାତି ଯନ୍ତ୍ରଣାରୁ ସାମାନ୍ୟ…
Read More...
Read More...
ବିନା ହେଲମେଟ୍ ରେ ଗାଡି ଚଲାଇଲେ ବାବୁସାନ, ଚାଲାଣ କାଟିଲା ପୋଲିସ
ଭୁବନେଶ୍ୱର: ଟ୍ରାଫିକ୍ ନିୟମ କଡାକଡି ହେବା ପରେ ଚେକିଂ ଜୋରଦାର ହେଉଛି । ତେବେ ନିୟମ ନ ମାନିଲେ ଚାଲାଣ କାଟୁଛି ପୋଲିସ ।ତେବେ ହେଲ୍ମେଟ୍ ନ ପିନ୍ଧି ରାଜଧାନୀ ଭୁବନେଶ୍ୱରରେ ବାଇକ୍ ଚଲାଇବା ଅଭିଯୋଗରେ ଓଲିଉଡ ଷ୍ଟାର…
Read More...
Read More...
ବଲିଉଡରେ ଡେବ୍ୟୁ କରିବେ ଏହି ଟିଭି ଆକ୍ଟ୍ରେସ୍
ମୁମ୍ବାଇ: ଟିଭି ରୁ ବଡ଼ ପରଦାକୁ ଯିବାକୁ ରେଡ୍ଡୀ ହେଲେଣି ଆଉ ଜଣେ ଆକ୍ଟ୍ରେସ । ସେ ହେଉଛନ୍ତି ଲୋକପ୍ରିୟ ଧାରାବାହିକ ‘ଗଣ୍ଠବନ୍ଧନ’ରେ ଆଇପିଏସ୍ ଧନକ୍ ପାରେଖ୍ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଶୃତି ଶର୍ମା।…
Read More...
Read More...
ଭେଟେରାନ୍ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ
ମୁମ୍ବାଇ: ଭେଟେରାନ୍ ଅଭିନେତା ତଥା ଥିଏଟର କଳାକାର ଶ୍ରୀରାମ ଲାଗୁଙ୍କର ପରଲୋକ ହୋଇଛି । ଗତକାଲି ରାତିରେ ପୁଣେସ୍ଥିତ ଦିନାନାଥ ମଙ୍ଗେସକରଙ୍କ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ବୟସ…
Read More...
Read More...
ହୀରାକୁଦ ନିଷିଦ୍ଧାଂଚଳରେ ଫଟୋ ଉଠାଇବା ଘଟଣା: କ୍ଷମା ମାଗିଲେ ଅଭିନେତ୍ରୀ ପ୍ରକୃତି
ଭୁବନେଶ୍ୱର: ହୀରାକୁଦ ନିଷିଦ୍ଧାଂଚଳରେ ଫଟୋ ଏବଂ ଭିଡିଓ ଉଠାଇବା ଘଟଣାକୁ ନେଇ ପ୍ରଥମେ ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ଏବେ ପ୍ରକୃତି ମିଶ୍ର କ୍ଷମା ମାଗିଛନ୍ତି ।ପ୍ରକୃତି ମିଶ୍ର କହିଛନ୍ତି ଯେ, ଡ୍ୟାମ୍ …
Read More...
Read More...
ଫଟୋ ଭାଇରାଲ ପରେ ଏଭଳି ମତ ରଖିଲେ ଅଭିନେତ୍ରୀ ଏଲିନା
ଭୁବନେଶ୍ୱର: ହୀରାକୁଦ ନିଷିଦ୍ଧାଂଚଳରେ ଫଟୋ ଉଠାଇବା ସହ ଭିଡିଓ କରିବା ନେଇ ୩ ଅଭିନେତ୍ରୀ ଫସିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଏଲିନା ସାମନ୍ତରାୟ ଜଣେ । ଏହାକୁ ନେଇ ଏଲିନା କହିଛନ୍ତି ଯେ, “ଭୁଲ୍ ହୋଇଛି, କିନ୍ତୁ ମୁଁ…
Read More...
Read More...
ହୀରାକୁଦ ଡ୍ୟାମର ନିଷିଦ୍ଧାଂଳରେ ଫଟୋ ଉଠାଇ ଫସିଲେ ଓଲିଉଡ ଅଭିନେତ୍ରୀ
ସମ୍ବଲପୁର: ହୀରାକୁଦ ଡ୍ୟାମର ନିଷିଦ୍ଧାଂଚଳରେ ଫଟୋ ଉଠାଇ ଓଲିଉଡର ୩ ଅଭିନେତ୍ରୀ ଫସିଛନ୍ତି । କଥାଟା ହେଉଛି ଓଲିଉଡର ୩ ଅଭିନେତ୍ରୀ ଏଲିନା ସାମନ୍ତରାୟ, ପ୍ରକୃତି ମିଶ୍ର ଏବଂ ଲୋଭିନା ନାଏକଙ୍କର ଏକ ଫଟୋ ସୋସିଆଲ ମିଡିଆରେ…
Read More...
Read More...
ସମ୍ମାନିତ ହେଲେ ଦୀପିକା
ମୁମ୍ବାଇ: ମାନସିକ ସ୍ୱାସ୍ଥ୍ୟ ସଚେତନତା ପ୍ରସାର ଲାଗି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ପୁରସ୍କାର ପାଇବା ପରେ ଦୀପିକା ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ,…
Read More...
Read More...
ଶ୍ରଦ୍ଧାଙ୍କ ଅପୋଜିଟରେ ବରୁଣ
ମୁମ୍ବାଇ: ବଲିଉଡ ଷ୍ଟାର ବରୁଣ ଧାୱନ ପୁଣିଥରେ ସିଲଭର ସ୍କ୍ରିନରେ ଧୁମ୍ ମଚାଇବାର ଯୋଜନା କରିଛନ୍ତି । ଏଥିପାଇଁ ସେ ଜୋରସୋରରେ ପ୍ରସ୍ତୁତ କରିସାରିଲେଣି । ପ୍ରଯୋଜକ, କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରିମୋ ଡିସୁଜାଙ୍କ…
Read More...
Read More...
ଗଣିତ ପଢ଼ାଇବେ ବିଦ୍ୟା
ମୁମ୍ବାଇ: ବଲିଉଡର ସୁପରହିଟ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିଦ୍ୟା ବାଲାନ । ଯେ କି ନିଜ କ୍ୟାରିୟରରେ ବହୁ କମ୍ ଫିଲ୍ମ କରିଥାନ୍ତି । ମାତ୍ର ସେ ସବୁବେଳେ ଫିଲ୍ମର କାହାଣୀକୁ ଗୁରୁତ୍ୱ ଦେଇ ସେଥିରେ କାମ କରିଥାନ୍ତି…
Read More...
Read More...
“ବେସର ଚିକେନ୍” କରି ମାଷ୍ଟର ସେଫ୍ ରେ ମନ ଜିଣିଲେ ଓଡ଼ିଆ ପୁଅ
ଭୁବନେଶ୍ୱର: ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା “ମାଷ୍ଟର ସେଫ୍”ରେ ଓଡ଼ିଆ ପୁଅ ଅବିନାଶ ନାୟକ ବେସର ଚିକେନ୍ କରି ବିଚାରପତିଙ୍କ ମନ ଜିଣିଛନ୍ତି । ଇନ୍ଫୋସିସ୍ରେ ଇଞ୍ଜିନିୟର ଭାବେ ଚାକିରି କରିଥିବା ଅବିନାଶ…
Read More...
Read More...
କପିଲଙ୍କ ଘରକୁ ଆସିଲା ନୂଆ ଅତିଥି
ମୁମ୍ବାଇ: କପିଲଙ୍କ ଘରକୁ ଜଣେ ନୂଆ ଅତିଥିଙ୍କ ଆଗମନ ହୋଇଛି । ଅର୍ଥାତ୍ କପିଲ ଆଜି ବାପା ହୋଇଛନ୍ତି । ତାଙ୍କ ପତ୍ନୀ ଗିନ୍ନି ଚତରଥ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ନିଜେ କପିଲ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି…
Read More...
Read More...
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ଘୋଷଣା: ଶ୍ରେଷ୍ଠ ଅଭିନେତା ମିହିର ଦାସ, ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ
ଭୁବନେଶ୍ୱର: ୨୦୧୮ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଆଜି ନାମ ଘୋଷଣା କରାଯାଇଛି । ଏଥିରେ ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଅଚ୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ଦେବା ପାଇଁ ବିବେଚିତ…
Read More...
Read More...
