Browsing Category

Entertainment

ଓଲିଉଡ ହିରୋ ସବ୍ୟସାଚୀଙ୍କୁ ହତ୍ୟା ଧମକ!

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବେ ଚର୍ଚ୍ଚାରେ । ଆର୍ଟିକଲ ୩୭୦ ହଟିବା ନିଷ୍ପତ୍ତିରେ ନିଜ ଖୁସି ସୋସିଆଲ ମିଡିଆରେ ଜାହିର କରିଥିଲେ ସବ୍ୟସାଚୀ । ଗତକାଲି ରାଜ୍ୟସଭାରେ ପାରିତ ହୋଇଥିଲା ଆର୍ଟିକଲ…
Read More...

ବିବାହ କଲେ ରାକ୍ଷୀ ସାୱନ୍ତ

ମୁମ୍ୱାଇ: ବଲିଉଡ୍‌ ତଥା ଟେଲିଭିଜନର କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ଲୁଚିଛପି ମୁମ୍ୱାଇର ଏକ ହୋଟେଲରେ ବିବାହ କରିଛନ୍ତି ବୋଲି ସୋଶାଲ ମିଡିଆରେ ଫଟୋ ଭାଇରାଲ୍‌ ହୋଇଥିଲା। ଚର୍ଚ୍ଚା ହେବାର ଗୋଟିଏ ଦିନ ପରେ ରାକ୍ଷୀ…
Read More...

ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀଙ୍କୁ ନେଇ ତାମିଲ ଡକ୍ୟୁମେଣ୍ଟାରୀ

ଚେନ୍ନାଇ: ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କୈଳାଶ ସତ୍ୟାର୍ଥୀଙ୍କ ଜୀବନ ଓ ସଂଘର୍ଷକୁ ନେଇ ୨୦୧୮ ନଭେମ୍ବରରେ ଏକ ଡକ୍ୟୁମେଣ୍ଟାରୀ ରିଲିଜ ହୋଇଥିଲା | ଏବେ ଏହାର ତାମିଲ ଭର୍ସନ ମଧ୍ୟ ରିଲିଜ ହୋଇଛି | ଚେନ୍ନାଇରେ…
Read More...

ଧାରା ୩୭୦ ଉଚ୍ଛେଦ ପରେ କ’ଣ କହିଲେ ବଲିଉଡ୍‌ ସେଲେବ୍ରିଟି

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଜମ୍ମୁ-କଶ୍ମୀର ପାଇଁ ସମ୍ବିଧାନରେ ଥିବା ସ୍ୱତନ୍ତ୍ର ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଅର୍ଥାତ ପୂର୍ବରୁ ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟର…
Read More...

ଭିନ୍ନ ରୂପରେ ପରଦାକୁ ଫେରୁଛନ୍ତି ପପୁ

ଭୁବନେଶ୍ବର: ଏ ଖବର ତ ଆପଣଙ୍କୁ ମିଳି ସାରିଛି ଯେ ଓଲିଉଡର ଲୋକପ୍ରିୟ କମେଡିଆନ୍‌ ପପୁ ପମ୍‌ପମ୍‌ ପୁଣି ଥରେ ନାୟକ ଭୂମିକାରେ ଆସୁଛନ୍ତି। ହଁ, ନୂଆ ଓଡ଼ିଆ ସିନେମା ‘ମିଷ୍ଟର କହ୍ନେୟା’ରେ ପପୁ ପମ୍‌ପମ୍‌ ନାୟକ ଭାବେ ପୁଣି…
Read More...

ସ୍ୱାମୀଙ୍କଠାରୁ ଅଲଗା ହେବେ ଦିୟା ମିର୍ଜା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ସେ କରିଥିବା ଟୁଇଟ୍‌କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି । ଟୁଇଟ୍‌ କରି ନିଜର ୧୧ବର୍ଷ ବିବାହକୁ…
Read More...

ହଲିଉଡ୍ ଫିଲ୍ମରେ କପିଲଙ୍କ ଯାଦୁ

ମୁମ୍ୱାଇ: ‘ଆଙ୍ଗ୍ରି ବାର୍ଡ’ ନାମରେ ହଲିଉଡ୍‌ରେ ଏକ ଆନିମେଶନ୍ ଫିଲ୍ମ ନିର୍ମିତ ହୋଇସାରିଛି। ଫିଲ୍ମ ରିଲିଜ୍‌ ହେବାର ତିନି ବର୍ଷ ପରେ ଏହାର ଦ୍ୱିତୀୟ ଭାଗ ‘ଆଙ୍ଗ୍ରି ବାର୍ଡ୍‌-୨’ ତିଆରି ହେବାକୁ ଯାଉଛି।ଅନ୍ୟାନ୍ୟ…
Read More...

ବଡ଼ ପରଦାକୁ ଶିଳ୍ପାଙ୍କ କମ୍‌ବ୍ୟାକ୍

ମୁମ୍ବାଇ: ବଲିଉଡ୍‌ର ଫିଟ୍‌ନେସ୍‌ ଆଇକନ୍‌ ଶିଳ୍ପା ଶେଟ୍ଟୀଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ୧୨ ବର୍ଷର ଲମ୍ବା ବ୍ୟବଧାନ ପରେ ସେ  ପୁଣି ଥରେ ବଡ ପରଦାକୁ ଫେରୁଛନ୍ତି। ଏହି ବର୍ଷଗୁଡ଼ିକରେ ସେ କେବଳ ଛୋଟ ପରଦାର ରିଅଲିଟି…
Read More...

ଅଭିନେତ୍ରୀ କୋଇନା ମିତ୍ରଙ୍କୁ ଜେଲ

ମୁମ୍ବଇ : ଏକ ଚେକ ବାଉନ୍ସ ମାମଲାରେ ବଲିଉଡ଼ ଅଭିନେତ୍ରୀ କୋଇନା ମିତ୍ରଙ୍କୁ ମୁମ୍ବଇ ମେଟ୍ରୋପଲିଟିଆନ ମାଜିଷ୍ଟ୍ରେଟ କୋର୍ଟ ସୋମବାର ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ଅଭିଯୋଗକାରିଣୀ ପୁନମ ସେଟୀଙ୍କୁ ୪.୬୪…
Read More...

ସଡ଼କ ଦୁର୍ଘଟଣାରେ ଲୋକପ୍ରିୟ ଶିଶୁ କଳାକାର ଶିବଲେଖ ସିଂହଙ୍କର ମୃତ୍ୟୁ

ମୁମ୍ବାଇ: ଏକ ସଡ଼କ ଦୁର୍ଘଟଣାରେ ଛୋଟ ପରଦାର ଶିଶୁ କଳାକାର ଶିବଲେଖ ସିଂହଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା।ଗୁରୁବାର ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଥିଲା। ଛତିଶଗଡ଼ର…
Read More...

ଅଗଷ୍ଟରୁ ଆରମ୍ଭ ହେବ ‘କୌନ ବନେଗା କରୋଡପତି’

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ମୋଷ୍ଟ ପପୁଲାର ଶୋ’ ‘କୌନ ବନେଗା କରୋଡପତି’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଏହି ଶୋ’ର ୧୧ ତମ ସିଜିନ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଦର୍ଶକ ବି ଖୁବ୍‌ ଉତ୍ସୁକତାର ସହ…
Read More...

ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟ ଘେରରେ

ନୂଆଦିଲ୍ଲୀ: ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୁରି ସାରିଛି । ଫେବୃଆରୀ ୨୪,୨୦୧୮ରେ ବାଥ୍‌ଟବରେ ବୁଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା । ଦୁବାଇକୁ ସେ ବିବାହରେ ଯୋଗ ଦେବାକୁ ଯାଇଥିବା…
Read More...

ଫୋର୍ବ୍ସର ଟପ୍ ୧୦୦ ଲିଷ୍ଟରେ ଅକ୍ଷୟ

ନୂଆଦିଲ୍ଲୀ:ଫୋର୍ବ୍ସ ପକ୍ଷରୁ ସାରା ବିଶ୍ୱରେ ଚଳିତ ବର୍ଷରେ ସର୍ବାଧିକ ରୋଜଗାର କରିଥିବା ଷ୍ଟାରମାନଙ୍କ ଲିଷ୍ଟ ଜାରିକରିଛି । ଏଥିରେ ଭାରତରୁ କେବଳ ଅକ୍ଷୟ କୁମାର ହିଁ ସ୍ଥାନ ପାଇଛନ୍ତି । ଅନ୍ୟ ପଟେ ବଲିଉଡର ସୁଲତାନ ସଲମାନ…
Read More...

କଂଗ୍ରେସ ଆସନରୁ ହାରିବା ପରେ ପାର୍ଟି ବଦଳାଇବେ ଉର୍ମିଳା!

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ଉତ୍ତର ମୁମ୍ବାଇ ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଥିବା ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ନିଜର ପରାଜୟ ପାଇଁ କଂଗ୍ରେସ କର୍ମୀଙ୍କ ଉପରେ ଦୋଷ ଠେଲିଛନ୍ତି | ଏଥିପାଇଁ…
Read More...