Browsing Category

National

ଜମ୍ମୁ ଓ କଶ୍ମୀରର ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ : ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ବୁଧବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ କହିଛନ୍ତି ଯେ କଶ୍ମୀରରେ କର୍ଫ୍ୟୁ ନାହିଁ ଏବଂ ସ୍ୱାଭାବିକତା ଫେରି ଆସିଛି।ରାଜ୍ୟସଭାରେ ଷ୍ଟାଟସ୍‌ ରିପୋର୍ଟ ଉପସ୍ଥାପନ କରି ଅମିତ ଶାହା ଉପତ୍ୟକାରେ…
Read More...

ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବ ରୋବଟ ‘ସାଇବିରା’

ବିଶାଖାପାଟଣା: ସାଧାରଣ ଲୋକଙ୍କ ଅଭିଯୋଗ ଏଣିକି ଶୁଣିବ ରୋବଟ ‘ସାଇବିରା’ | ବିଶାଖାପାଟଣା ପୁଲିସ ପ୍ରଥମ ସାଇବର ସ୍ପେସ ଇଣ୍ଟରାକ୍ଟିଭ ରୋବଟ ସାଇବିରାକୁ ଲଞ୍ଚ କରିଛି | ବିଶାଖାପାଟଣାର ମହାରାନୀପେଟା ପୁଲିସ ଷ୍ଟେସନରେ ଏହି…
Read More...

ଶୀତକାଳୀନ ଅଧିବେଶନ; ସଂସଦରେ କାଶ୍ମୀର, ଜେଏନ୍‌ୟୁ ତାତି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ଆଜି ଦ୍ବିତୀୟ ଦିବସରେ ବି ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଜେଏନ୍‌ୟୁ ଛାତ୍ର ଆନ୍ଦୋଳନ ଏବଂ କଶ୍ମୀର ପ୍ରସଙ୍ଗରେ ବିରୋଧୀ ଦଳର ହଟ୍ଟଗୋଳ ଯୋଗୁଁ ରାଜ୍ୟସଭାରେ କୌଣସି କାମ…
Read More...

ନେହେରୁଙ୍କ ଆନନ୍ଦ ଭବନକୁ ୪. ୩୫ କୋଟି ଟଙ୍କାର ଟିକସ ନୋଟିସ

ପ୍ରୟାଗରାଜ: ଗୃହଟିକସ ବାବଦକୁ ୪. ୩୫ କୋଟି ଟଙ୍କା ଦାଖଲ କରିବାକୁ ପ୍ରୟାଗରାଜ ମୁନିସପାଲ କର୍ପୋରେସନ ଆନନ୍ଦ ଭବନ, ସ୍ୱରାଜ ଭବନ ଏବଂ ଜବାହର ପ୍ଲାନେଟେରିୟମ୍‌କୁ ନୋଟିସ ଦେଇଛି।ଆନନ୍ଦ ଭବନ ଓ ସ୍ୱରାଜ ଭବନ ନେହେରୁ…
Read More...

ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତର ବଡ଼ କୂଟନୀତିକ ବିଜୟ ହୋଇଛି। ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋତବାୟା ରାଜପାକ୍ସେ ତାଙ୍କର ପ୍ରଥମ ବିଦେଶ ଗସ୍ତ ଭାରତକୁ ହିଁ କରିବେ। ରବିବାର ସେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବା ପରେ ଭାରତର…
Read More...

ଜେଏନୟୁ ଛାତ୍ରଙ୍କ ବିରୋଧରେ ଏଫଆଇଆର

ନୂଆଦିଲ୍ଲୀ:ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଫ’ ବୃଦ୍ଧିକୁ ନେଇ ଛାତ୍ରଙ୍କ ବିରୋଧ-ପ୍ରଦର୍ଶନ ଏବଂ ତାଙ୍କ ଉପରେ ପୁଲିସ କାର‌୍ୟ୍ୟାନୁଷ୍ଠାନକୁ ନେଇ ଲୋକସଭାରେ ଉଠିଥିବା ଚର୍ଚ୍ଚା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି ।…
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୨ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏନେଇ ସେ ଟୁଇଟରରେ ଉଲ୍ଲେଖ…
Read More...

ହସ୍ପିଟାଲରୁ ଫେରିଲେ ନୁସରତ

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି)ସାଂସଦ ତଥା ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜହାଁଙ୍କୁ ରବିବାର-ନଭେମ୍ବର ୧୭)ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ନୁସରତଙ୍କୁ ଗତକାଲି (ସୋମବାର)…
Read More...

ସୀମାରୁ ୨ ଭାରତୀୟ ନାଗରିକ ଗିରଫ

ନୂଆଦିଲ୍ଲୀ:ଭାରତଠୁ ବିଚଳିତ ହୋଇପଡିଥିବା ପାକିସ୍ତାନ ପ୍ରତିଦିନ କିଛି ନା କିଛି ନୂଆ ଷଡଯନ୍ତ୍ର ରଚୁଛି । ଗତକାଲି ପାକିସ୍ତାନ ଚ୍ୟାନେଲରେ ଦୁଇଜଣ ଭାରତୀୟଙ୍କ ଗିରଫଦାରି ଖବର ଦେଖାଯାଇଥିଲା । ଏହି ଦୁଇଜଣ ବିନା ପାସପୋର୍ଟରେ…
Read More...

ଗୁଜରାଟରେ ଭୂକମ୍ପ

ଅହମଦାବାଦ: ଗୁଜରାଟର କଚ୍ଛ ଜିଲ୍ଲାରେ ଆଜି ଲୋକେ ଭୂକମ୍ପର ଝଟକା ଅନୁଭବ କରିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା। ଝଟକା ମାତ୍ର କିଛି ସେକେଣ୍ଡ ପାଇଁ ହୋଇଥିଲେ ହେଁ ଲୋକେ ବେଶ କିଛି ଘଣ୍ଟା ଧରି ଆତଙ୍କିତ ହୋଇ…
Read More...

୧୩ ବର୍ଷ ପରେ ସୁପ୍ରିମକୋର୍ଟ କଲେଜିୟମରେ ମହିଳା ବିଚାରପତି

ନୂଆଦିଲ୍ଲୀ: ଦୀର୍ଘ ୧୩ ବର୍ଷ ପରେ ସୁପ୍ରିମକୋର୍ଟ କଲେଜିୟମରେ ସ୍ଥାନ ପାଇଛନ୍ତି ଜଣେ ମହିଳା ବିଚାରପତି। ତାଙ୍କ ନାମ ଜଷ୍ଟିସ ଆର. ଭାନୁମତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ଗ୍ରହଣ କରିବା ପରେ ଖାଲି…
Read More...

ବରଫ ଅତଡ଼ା ଖସି ୪ ଯବାନଙ୍କ ସମେତ ୬ ମୃତ

ନୂଆଦିଲ୍ଲୀ: ଗତକାଲି ସିଆଚେନ୍‌ ଗ୍ଲାସିଅରରେ ଦେଶର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ବରଫ ଅତଡ଼ା ଖସିଥିଲା। ଏହି ଘଟଣାରେ ୪ ଯବାନ ଶହୀଦ ହୋଇଛନ୍ତି। ଦୁଇ ସ୍ଥାନୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି।ଗତକାଲି…
Read More...

୨୦୨୧ ସୁଦ୍ଧା ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟ ହେବ ଶେଷ

ନୂଆଦିଲ୍ଲୀ : ଡିସେମ୍ବର ୨୦୨୧ ସୁଦ୍ଧା ପୋଲାଭରମ୍‌ ପ୍ରକଳ୍ପର କାର୍ଯ୍ୟ ଶେଷ ହେବ। ରାଜ୍ୟସଭାରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନ ଲାଲ କାଟୋରିଆ ଏ ନେଇ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ…
Read More...

ଚୋରି ଭୟରେ ପାକିସ୍ତାନରେ ଟମାଟୋ ଖେତ ଜଗୁଛନ୍ତି ବନ୍ଧୁକଧାରୀ

ନୂଆଦିଲ୍ଲୀ: ଏବେ ସାରା ବିଶ୍ବରେ ଚର୍ଚ୍ଚା ହେଉଛି ଯେ ପାକିସ୍ତାନରେ ଟମାଟୋ ଦର ଏବେ କିଲୋ ପିଛା ତିନି ଶହ ଟପିଲାଣି। ପାକିସ୍ତାନର ଚାଷୀମାନଙ୍କର ଭୟ କାଳେ କେହି ସେମାନଙ୍କ ଟମାଟୋ ଚୋରି କରି ନେଇଯିବ। ଏହାକୁ ଦୃଷ୍ଟିରେ ରଖି…
Read More...