Browsing Category

National

ରାହୁଲଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ: ଗୁରୁବାର ରାହୁଲ ଗାନ୍ଧିଙ୍କ ବିରୋଧରେ ଚାଲିଥିବା କୋର୍ଟ ଅବମାନନା ମାମଲା ବନ୍ଦ କରିବା ସହ ତାଙ୍କୁ ଚେତାବନୀ ଦେଇଛନ୍ତି। ରାଫେଲ୍‌ ଚୁକ୍ତିକୁ ନେଇ ରାହୁଲ ପୂର୍ବରୁ କହିଥିଲେ, କୋର୍ଟ କହିଛନ୍ତି ‘ଚୌକିଦାର ଚୌର…
Read More...

ସୁପ୍ରିମ୍‌ କୋର୍ଟରେ ରାଫେଲ୍‌ ରିଭ୍ୟୁ ପିଟିସନ୍‌ ଖାରଜ

ନୂଆଦିଲ୍ଲୀ: ଫ୍ରାନ୍ସର ଡସଲ୍ଟ ଏଭିଏସନ୍ଠଠାରୁ ୩୬ଟି ରାଫେଲ୍‌ ଲଢୁଆ ବିମାନ କ୍ରୟ ବାବଦରେ ଏନ୍‌ଡିଏ ସରକାରଙ୍କୁ ସୁପ୍ରିମ୍‌ କୋର୍ଟ ଦେଇଥିବା କ୍ଲିନ୍‌ ଚିଟ୍‌ର ପୁନଃ ସମୀକ୍ଷା ପାଇଁ ଦାଏର କରାଯାଇଥିବା ପିଟିସନ୍‌ଗୁଡ଼ିକୁ…
Read More...

ଡିସେମ୍ବର ୧୪କୁ ଘୁଞ୍ଚିଲା ମହାନଦୀ ଜଳବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲାର ଶୁଣାଣି ଡିସେମ୍ବର ୧୪କୁ ଘୁଞ୍ଚିଯାଇଛି। ପୂର୍ବରୁ ଟ୍ରିବ୍ୟୁନାଲ ଏହି ମାମଲାର ଶୁଣାଣି ପାଇଁ ନଭେମ୍ବର ୩୦ ତାରିଖ ଧାର୍ଯ୍ୟ କରିଥିଲେ। ହେଲେ, କୌଣସି କାରଣବଶତଃ ଟ୍ରିବ୍ୟୁନାଲଙ୍କ…
Read More...

ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ହସ୍ପିଟାଲ୍‌ରେ ଭର୍ତ୍ତି

ଲକ୍ଷ୍ନୌ : ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଲକ୍ଷ୍ନୌର ସଂଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି।…
Read More...

ସଡ଼କ ଦୁର୍ଘଟଣା: ୭ ମୃତ, ୧୨ ଆହତ

ଜୟପୁର: ଗତକାଲି ବିଳମ୍ବିତ ରାତ୍ରିରେ ରାଜସ୍ଥାନର ସିକର ଜିଲ୍ଳାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଖାଟୁଶ୍ୟାମ ଥାନା ଅନ୍ତର୍ଗତ ଚୋମୁ ପୁରୋହିତାନ ଗ୍ରାମ ନିକଟରେ ଏହି…
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ୧୩୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୋଦୀ ବ୍ରାଜିଲରେ ଥାଇ ଟୁଇଟର ଯୋଗେ ସ୍ୱର୍ଗତ ଜବାହରଲାଲ…
Read More...

ଜେଏନ୍‌ୟୁ ଫି’ ବୃଦ୍ଧି ନିଷ୍ପତ୍ତି ବଦଳିଲା, ଏଣିକି ଏତିକି ଟଙ୍କା ଦେବାକୁ ପଡ଼ିବ

ନୂଆଦିଲ୍ଲୀ: ଜବାହାର ଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ଛାତ୍ର ବିରୋଧ ଆଗରେ ମୁଣ୍ଡ ନୁଆଁଛନ୍ତି ସରକାର। ହଷ୍ଟେଲ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଫି’କୁ ୩୦୦ ଗୁଣା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଦିନକୁ…
Read More...

ବିଶ୍ୱର ସବୁଠୁ ପ୍ରଦୂଷିତ ସହର ତାଲିକାର ପ୍ରଥମରେ ଦିଲ୍ଲୀ, ଭୁବନେଶ୍ୱରର ଅବସ୍ଥା ଖରାପ ହେଉଛି

ନୂଆଦିଲ୍ଲୀ : ଭାରତର ରାଜଧାନୀ ଦିଲ୍ଲୀ ଧୀରେ ଧୀରେ ମଣିଷଙ୍କ ରହିବା ପାଇଁ ଅନୁପଯୁକ୍ତ ହୋଇଯାଉଛି । ଦିଲ୍ଲୀ ଏବେ ବିଶ୍ୱର ସବୁଠାରୁ ପ୍ରଦୂଷଣଯୁକ୍ତ ସହରରେ ପରିଣତ ହୋଇଛି । ବାୟୁ ପ୍ରଦୂଷଣ ଉପରେ ନଜର ରଖୁଥିବା ସଂସ୍ଥା…
Read More...

ହସ୍ପିଟାଲ୍‌ରୁ ଘରକୁ ଫେରି ଶି‌ବସେନା ସାଂସଦ ସଞ୍ଜୟ ରାଉତ କହିଲେ ମହାରାଷ୍ଟ୍ରରେ ସରକାର ତାଙ୍କ ଦଳ ହିଁ ଗଢ଼ିବ

ମୁମ୍ବାଇ: ଅସୁସ୍ଥ ହୋଇ ମୁମ୍ବାଇର ଲୀଲାବତୀ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଶିବସେନା ସାଂସଦ ସଞ୍ଜୟ ରାଉତ ବୁଧବାର ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି। ସଞ୍ଜୟ ସୁସ୍ଥ ହେବା ପରେ ତାଙ୍କ ବୟାନ ଦେଇ କହିଛନ୍ତି ଯେ…
Read More...

ସିଜେଆଇ କାର୍ଯ୍ୟାଳୟ ପରିସରଭୁକ୍ତ ଆରଟିଆଇ

ନୂଆଦିଲ୍ଲୀ: ଏଣିକି ଦେଶର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ଅଫିସ ମଧ୍ୟ ସୂଚନା ଅଧିକାର ଆଇନ୍(ଆରଟିଆଇ) ପରିସର ଭୁକ୍ତ ହେବ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଣେ ପବ୍ଲିକ ଅଥୋରିଟି ହୋଇଥିବାରୁ ତାଙ୍କ…
Read More...

ସୁପ୍ରିମକୋର୍ଟଙ୍କ ନିଷ୍ପତି: ନିର୍ବାଚନ ଲଢିପାରିବେ କର୍ଣ୍ଣାଟକର ଅଯୋଗ୍ୟ ଘୋଷିତ ୧୭ ବିଧାୟକ

ନୂଆଦିଲ୍ଲୀ: କର୍ଣ୍ଣାଟକର କଂଗ୍ରେସ ଓ ଜେଡିଏସର ୧୭ ଅଯୋଗ୍ୟ ବିଧାୟକଙ୍କ ଯାଚିକା ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ବିଧାୟକ ଏଣିକି ନିର୍ବାଚନ ଲଢିପାରିବେ ବୋଲି କୋର୍ଟ କହିଛନ୍ତି…
Read More...

ଜମ୍ମୁ କଶ୍ମୀରରରେ ଖାଇକୁ ବସ୍‌ ଖସି ୧୬ ମୃତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ଡୋଡା ଜିଲ୍ଲାରେ ଆଜି ଏକ ଖାଇକୁ ବସ୍‌ ଖସି ପଡ଼ିବା ଫଳରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମରମତ୍‌ ଅଞ୍ଚଳ‌ରେ ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ମରମତ୍‌ର ଗୋୱା…
Read More...

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାରି ହୋଇଛି ରାଷ୍ଟ୍ରପତି ଶାସନ। ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କ ରିପୋର୍ଟ ଆଧାରରେ କେନ୍ଦ୍ର କ୍ୟାବିନେଟ ଏହି ସୁପାରିଶ କରିଥିଲେ। ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରହଣ କରିଛନ୍ତି।…
Read More...

ଦୁଇ ଦିନିଆ ବ୍ରାଜିଲ ଗସ୍ତରେ ପିଏମ ମୋଦୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀପିଏମ ମୋଦୀ ୧୧ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଦୁଇ ଦିନିଆ ବ୍ରାଜିଲ ଗସ୍ତ କରିବେ । ଏହି ସମ୍ମିଳନୀର ଚଳିତ ଥରର ବିଷୟ ରହିଛି, “ ଉନ୍ନତ ଭବିଷ୍ୟ ପାଇଁ ଆର୍ଥିକ ବୃଦ୍ଧି”…
Read More...