Browsing Category
National
ପଟିଆଲା ହିଂସାର ମାଷ୍ଟରମାଇଣ୍ଡ ବରଜିନ୍ଦର ସିଂ ପରୱାନା ଗିରଫ
ପଞ୍ଜାବ ପଟିଆଲା ଠାରେ ଘଟିଥିବା ହିଂସାର ମାଷ୍ଟରମାଇଣ୍ଡ କୁହାଯାଉଥିବା ବରଜିନ୍ଦର ସିଂ ପରୱାନାଙ୍କୁ ଗିରଫ କରାଯାଇଛି । ପଞ୍ଜାବ ପୋଲିସ ପକ୍ଷରୁ ରବିବାର ସକାଳ ୭.୩୦ ମିନିଟ ସମୟରେ ମୋହାଲୀ ଠାରୁ ତାଙ୍କୁ ଗିରଫ କରାଯାଇଛି ।…
Read More...
Read More...
ଓମିକ୍ରନର ନୂଆ ଭାରିଆଣ୍ଟ ଆଣିପାରେ ୪ର୍ଥ ଲହର
କରୋନାର ୪ର୍ଥ ଲହରକୁ ନେଇ ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ସାଉଥ୍ ଆଫ୍ରିକାର ବୈଜ୍ଞାନିକ ମାନେ କହିଛନ୍ତି ଓମିକ୍ରନର ଅନେକ ନୂଆ ଭାରିଆଣ୍ଟ ଲୋକଙ୍କ ମଧ୍ୟରେ ଥିବା ପ୍ରଥମ ଆଣ୍ଟିବଡ଼ିକୁ ବି ଚକମା ଦେଇପାରେ। ସେ…
Read More...
Read More...
ୟୁକ୍ରେନର ରାଷ୍ଟ୍ରପତିଙ୍କ ସହ କଥା ହେଲେ ବୋରିସ୍ ଜନସନ
ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ୟୁକ୍ରେନର ମାରିଆପୋଲରୁ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ମିଳିତ ଜାତିସଂଘର…
Read More...
Read More...
ଭୁଶୁଡ଼ିଲା କୋଠା; ୨୦ରୁ ଅଧିକ ଜଣ ଫସିରହିଥିବା ସୂଚନା
ଚାଇନାର ହୁନାନ ଜିଲାରେ ୬ ମହଲା ବିଶିଷ୍ଟ ଆବାସିକ କୋଠା ଭୁଶୁଡ଼ିବା ପରେ ଅତି କମରେ ୩୯ ଜଣ ନିଖୋଜ ଅଛନ୍ତି ଏବଂ ୨୦ରୁ ଅଧିକ ଜଣ ଫସି ରହିଛନ୍ତି। ଚାଇନାର ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି। ବିଲ୍ଡିଂରେ ଫସି…
Read More...
Read More...
ଋଷ୍ର କଡା ଆଭିମୁଖ୍ୟ; ୪ଟି ପାଶ୍ଚାତ୍ୟ ଦେଶର ୩୧ ନାଗରିକଙ୍କ ଉପରେ ଲଗାଇଲା ବ୍ୟାନ୍
ପାଶ୍ଚାତ୍ୟ ଦେଶଗୁଡିକ ପକ୍ଷରୁ ନିଜ କୂଟନୀତିଜ୍ଞ ଏବଂ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଉପରେ ଋଷ ମଧ୍ୟ ଲଗାତର ପ୍ରତିବାଦ କରୁଛି । ବର୍ତ୍ତମାନ ଋଷ ଆଇସଲ୍ୟାଣ୍ଡ, ଗ୍ରୀନଲ୍ୟାଣ୍ଡ, ଫାରୋ ଆଇସଲ୍ୟାଣ୍ଡ…
Read More...
Read More...
୪୦ ରୁଷୀୟ ବିମାନ ଖସାଇଥିବା ୟୁକ୍ରେନୀୟ ପାଇଲଟ୍ ‘ଘୋଷ୍ଟ୍ ଅଫ୍ କିବ୍’ ନିହତ
ଗୁଳି ମାରି ପ୍ରାୟ ୪୦ ରୁଷୀୟ ଲଢୁଆ ବିମାନ ଖସାଇଥିବା 'ଘୋଷ୍ଟ୍ ଅଫ୍ କିବ୍' (କିବ୍ର ଅଶରୀରୀ) ନାଁରେ ସୁପରିଚିତ ଜଣେ ୟୁକ୍ରେନୀୟ ପାଇଲଟ୍ ଗତ ମାସରେ ନିହତ ହୋଇଥିବା କଥା 'ଦି ଟାଇମ୍ସ୍' ରିପୋର୍ଟ କରିଛି। ମୃତ୍ୟୁ…
Read More...
Read More...
ଚାଇନିଜ୍ ସ୍ମାର୍ଟଫୋନ କମ୍ପାନୀ ସାଓମୀର ୫ ହଜାର କୋଟିରୁ ଅଧିକ ସମ୍ପତ୍ତି ସିଜ୍ କଲା ଇଡି
ଶନିବାର ଚୀନ କମ୍ପାନୀ ସାଓମୀ ଟେକ୍ନୋଲଜି ଇଣ୍ଡିଆ ଲିମିଟେଡର ୫,୫୫୧.୨୭ କୋଟି ଟଙ୍କାର ସମ୍ପତ୍ତିକୁ ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବିଦେଶୀ ମୁଦ୍ରା ପରିଚାଳନା ଆକ୍ଟ ୧୯୯୯ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ…
Read More...
Read More...
ଦେଶର ନୂତନ ସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ
ଦେଶର ନୂତନ ସେନା ମୁଖ୍ୟ ଭାବରେ ଦାୟିତ୍ୱ ନେଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ତେବେ ସେନାମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନରୱଣେଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଜେନେରାଲ୍ ପାଣ୍ଡେ ସେନାର…
Read More...
Read More...
ହନୁମାନ ଚାଳିଶା ବିବାଦ ପ୍ରସଙ୍ଗ; ଏମପି ନବନୀତ ରାଣା ଓ ସ୍ୱାମୀଙ୍କ ଆବେଦନ ଖାରଜ
ମୁମ୍ବାଇରେ ହନୁମାନ ଚାଳିଶା ବିବାଦ ପ୍ରସଙ୍ଗ । ଜେଲରେ ଥିବା ଅମରାବତୀ ସ୍ୱାଧୀନ ଏମପି ନବନୀତ ରାଣା ଓ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କ ଆବେଦନ ଖାରଜ । ଜେଲରେ ଥିବାବେଳେ ଘରେ ପ୍ରସ୍ତୁତ ଖାଦ୍ୟ ଲାଗି ଅନୁମତି ଦେବା ସକାଶେ…
Read More...
Read More...
ୟୁକ୍ରେନକୁ ସହାୟତା ଯୋଗାଇବା ପାଇଁ ଆମେରିକା କଂଗ୍ରେସର ସହଯୋଗ ଲୋଡିଲେ ବାଇଡେନ୍
ଋଷ-ୟୁକ୍ରେନ ଯୁଦ୍ଧ ୩ ମାସରେ ପହଂଚିଥିବା ବେଳେ ୟୁକ୍ରେନକୁ ଆର୍ଥିକ ସହାୟତା ବଢାଇ ଚାଲିଛି ଆମେରିକା । ୟୁକ୍ରେନକୁ ଆଉ ୩୩ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨ ଲକ୍ଷ ୫୨ ହଜାର କୋଟି ଟଙ୍କାର ସହାୟତା ଯୋଗାଇଦେବାକୁ ଆମେରିକା…
Read More...
Read More...
ସେମିକନ ଇଣ୍ଡିଆ ସମ୍ମିଳନୀ ୨୦୨୨ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମିକନ ଇଣ୍ଡିଆ ସମ୍ମିଳନୀ ୨୦୨୨ ଉଦଘାଟନ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନୀ ଅଧିବେଶନରେ ତାଙ୍କ ମନ୍ତବ୍ୟ ରଖିଛନ୍ତି। କେନ୍ଦ୍ର ମନ୍ତ୍ରୀ, ସେମି କଣ୍ଡକ୍ଟର ଶିଳ୍ପ ସମୂହ,…
Read More...
Read More...
ସ୍ଥଳସେନାର ଉପ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ବିଏସ୍ ରାଜୁ
ସ୍ଥଳସେନାର ଉପ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ବିଏସ୍ ରାଜୁ। ମେ' ୧ ତାରିଖରେ ସେ ସ୍ଥଳ ସେନାର ଉପ ମୁଖ୍ୟ ଦାୟିତ୍ୱ ନେବେ। ଆଜି ତାଙ୍କ ନିଯୁକ୍ତି ଉପରେ ମୋହର ବାଜିଛି। ବିଜାପୁର ସୈନିକ ସ୍କୁଲ ଓ ନ୍ୟାଶନାଲ ଡିଫେନ୍ସ…
Read More...
Read More...
ଆମେରିକାରୁ ଚିହ୍ନଟ ହେଲେ ଦ୍ୱିତୀୟ ବାର୍ଡ ଫ୍ଲୁ ସଂକ୍ରମିତ
ଆମେରିକାରୁ ଚିହ୍ନଟ ହେଲେ ବାର୍ଡ ଫ୍ଲୁ ଏଚ ୫ରେ ସଂକ୍ରମିତ ଦୁନିଆର ଦ୍ୱିତୀୟ ବ୍ୟକ୍ତି । ଆମେରିକାର ରୋଗ ନିୟନ୍ତ୍ରକ ଏବଂ ସୁରକ୍ଷା କେନ୍ଦ୍ର ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ସଂକ୍ରମିତ ବ୍ୟକ୍ତି ଜଣଙ୍କ କୋଲୋରାଡୋର ହୋଇଥିବା…
Read More...
Read More...
ତୁରନ୍ତ ବେଲୋଚିସ୍ତାନ ଛାଡ଼, ନଚେତ୍ ଭୋଗିବ ଭୟଙ୍କର ପରିଣତି
ପାକିସ୍ତାନ ଓ ଚୀନକୁ ବେଲୋଚିସ୍ତୋନ ଲିବରେସନ ଆର୍ମିର ଖୋଲା ଚେତାବନୀ । ତୁରନ୍ତ ବେଲୋଚିସ୍ତାନ ଛାଡ଼, ନଚେତ୍ ଭୋଗିବ ଭୟଙ୍କର ପରିଣତି । କରାଚି ଆତ୍ମଘାତୀ ଆକ୍ରମଣରେ ୩ ଚୀନି ନାଗରିକଙ୍କୁ ହତ୍ୟା କରିବା ପରେ ଏଭଳି ବାର୍ତ୍ତା…
Read More...
Read More...
