Browsing Category

National

ବ୍ୟାଙ୍କର ମହାମିଶ୍ରଣରେ କର୍ମଚାରୀଙ୍କ ଚାକିରି ଯିବ ନାହିଁ: ସୀତାରମଣ

ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରାୟତ  ବ୍ୟାଙ୍କର ମହାବିଲୟରେ କର୍ମଚାରୀଙ୍କ ଚାକିରି ଯିବାର ବିପଦ ନେଇ ହେଉଥିବା ଚିନ୍ତାକୁ ଖାରଜ କରିଛନ୍ତି। ସେ କହିଛନ୍ତି ଯେ ବ୍ୟାଙ୍କର ମିଶ୍ରଣରେ କୌଣସି ଜଣେ ହେଲେ…
Read More...

କେନ୍ଦ୍ର ଅର୍ଥନୀତିକୁ ତୀବ୍ର ସମାଲୋଚନା କେଲ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅର୍ଥନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଆଜି କଂଗ୍ରେସ ରିଲିଜ କରିଥିବା ମନମୋହନଙ୍କ ଏକ ଭିଡିଓରେ ମନମୋହନ, ମୋଦି ସରକାର ଅର୍ଥନୈତିକ…
Read More...

ଦେଶରେ ଲାଗୁ ହେଲା ୧୧ ପରିବର୍ତ୍ତନ,ଜାଣନ୍ତୁ କଣ ଆପଣଙ୍କ ପକେଟ ଉପରେ ବୋଝ ହେବ

ନୂଆଦିଲ୍ଲୀ : ଆଜିଠୁ ଦେଶରେ ଅନେକ କିଛି ବଦଳି ଯାଇଛି । ଏମିତି ୧୧ଟି ନିୟମ ବଦଳିଛି ଯାହା ସମସ୍ତଙ୍କୁ ପ୍ରଭାବିତ କରିବ । ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ ନୂଆ ନିୟମ ଲାଗୁ ହେଉଥିବା ବେଳେ ଆଜିଠୁ ଲାଗୁ ହୋଇଛି ନୂଆ ମୋଟର ଯାନ…
Read More...

୫ ରାଜ୍ୟ ପାଇଁ ନୂଆ ରାଜ୍ୟପାଳ, ଆରିଫ୍ ମହମ୍ମଦ କେରଳର ରାଜ୍ୟପାଳ

ନୂଆଦିଲ୍ଲୀ : ୫ ରାଜ୍ୟ ପାଇଁ ନୂଆ ରାଜ୍ୟପାଳ । ରାଷ୍ଟ୍ରପତି ଭବନ ପକ୍ଷରୁ ଆଜି ୫ ରାଜ୍ୟ ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ହିମାଚଳ ପ୍ରଦେଶ ରାଜ୍ୟପାଳ ଥିବା କାଲରାଜ ମିଶ୍ରଙ୍କୁ ରାଜସ୍ଥାନ ରାଜ୍ୟପାଳ…
Read More...

ଋଷ ସରକାର ଓ କମ୍ପାନୀ ମାନଙ୍କ ସହ ମାରାଥନ ଆଲୋଚନା ପରେ ସ୍ୱଦେଶ ଫେରିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଷିଆନ୍ ଫେଡେରେସନର ଶକ୍ତି ମନ୍ତ୍ରୀ ଆଲେକଜାଣ୍ଡର ନୋଭାକଙ୍କ ନିମନ୍ତ୍ରଣରେ ଗତ ୨୯ ଓ ୩୦ ତାରିଖ ଦୁଇ ଦିନିଆ ଋୁଷର ମୋସ୍କୋ ଗସ୍ତରେ ଯାଇଥିବା ବେଳେ ଶନିବାର…
Read More...

ଆସନ୍ତା କାଲିଠାରୁ ନୂଆ ଟ୍ରାଫିକ୍ ନିୟମ ଲାଗୁ

ଭୁବନେଶ୍ଵର/ନୂଆଦିଲ୍ଲୀ :ଆସନ୍ତାକାଲି ଠାରୁ ସାରା ଦେଶରେ ନୂତନ ସଡକ ପରିବହନ ନୂଆ ଆଇନ ଲାଗୁ ହେବାକୁ ଯାଉଛି। ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ନେଇ ବଢିଲା ବହୁଗୁଣ ଜରିମାନା ତଣ୍ଡ। ଏହି ନୂତନ ନିୟମ ଅନୁସାରେ ଯଦି ଆପଣମାନେ…
Read More...

ଖୁବ୍‌ ଶୀଘ୍ର ଜମ୍ମୁ-କଶ୍ମୀରରେ ଚାଲିବ ମେଟ୍ରୋ ଟ୍ରେନ୍‌

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଜମ୍ମୁ-କଶ୍ମୀରରେ ଚାଲିବାକୁ ଯାଉଛି ମେଟ୍ରୋ ଟ୍ରେନ୍‌ । ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅନ୍ୟ ବଡ଼ ବଡ଼ ସହର ଭଳି ଜମ୍ମୁ-କଶ୍ମୀରକୁ ମଧ୍ୟ ମେଟ୍ରୋ ଟ୍ରେନ୍‌ର ସୁବିଧା…
Read More...

ଭାରତ ସହ ସର୍ତମୂଳକ ଦ୍ୱିପାକ୍ଷୀୟ ସାକ୍ଷାତ ପାଇଁ ରାଜି ହେଲା ପାକିସ୍ତାନ

ନୂଆଦିଲ୍ଲୀ:ଅନ୍ତଃରାଷ୍ଟ୍ରୀୟସ୍ତରରେ ଲଜ୍ଜିତ ହେବା ପରେ ମଧ୍ୟ କାଙ୍ଗାଳ ପାକିସ୍ତାନର ଗର୍ବ ଭାଙ୍ଗୁନାହିଁ । ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କ କହିବାନୁସାରେ, ପାକିସ୍ତାନ ଭାରତ ସହ ସର୍ତମୂଳକ ଦ୍ୱିପାକ୍ଷୀୟ…
Read More...

ତାଜ୍‌ ମହଲ ପରିସରରେ ଖୋଲିଲା ଶୀତତାପ ନିୟନ୍ତ୍ରିତ ସ୍ତନ୍ୟପାନ ଗୃହ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାଠାରେ ଥିବା ଭାରତର ଏକ ବହୁ ଲୋକପ୍ରିୟ ଐତିହାସିକ ସ୍ଥାନ। ସାରା ବିଶ୍ୱର ପର୍ଯ୍ୟଟକମାନେ ତାଜ୍‌ ମହଲ ବୁଲିବାକୁ ଆସିଥାନ୍ତି। ତେବେ ଏହି ଐତିହାସିକ ପର୍ଯ୍ୟଟନ ସ୍ଥଳୀର ଗ୍ରହଣିୟତା ବଢ଼ାଇବା ପାଇଁ…
Read More...

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୮ ମୃତ

ମୁମ୍ବାଇ:ମହାରାଷ୍ଟ୍ରର ଧୂଲେରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଛି । ଏଥିରେ ଅତି କମରେ ୮ଜଣ ପ୍ରାଣ ହରାଇଥିବା କୁହାଯାଉଛି । ଏହାସହ ୨୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ଆହୁରି…
Read More...

ଆନ୍ତର୍ଜାତିକ ଚାପ ଯୋଗୁଁ ଅପହୃତ ଶିଖ୍‌ ଝିଅକୁ ଫେରାଇ ଆଠଜଣଙ୍କୁ ଗିରଫ କଲା ପାକିସ୍ତାନ

ଇସ୍‌ଲାମାବାଦ୍‌: ବିଶ୍ୱର ଚାରିଆଡୁ ଚାପ ପଡ଼ିବାରୁ ଇମ୍ରାନ୍‌ ଖାଁ ସରକାର ପାକିସ୍ତାନରୁ ଅପହୃତ ଶିଖ୍‌ ଝିଅକୁ ଶନିବାର ଦିନ ତା’ର ପିତାମାତାଙ୍କୁ ହସ୍ତାନ୍ତର କରିଛି। ପୀଡ଼ିତା ଜଗଜିତ୍‌ କୌରଙ୍କୁ ଅପହରଣ କରାଯାଇ ତାଙ୍କ…
Read More...

ପ୍ରକାଶ ପାଇଲା ଆସାମର ଏନଆରସି ଚୂଡାନ୍ତ ତାଲିକା

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଆସାମର ଏନଆରସି ଚୂଡାନ୍ତ ତାଲିକା | ତାଲିକାରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୦୦୪ ଜଣ ବ୍ୟକ୍ତି ଯୋଗ୍ୟତା ହାସଲ କରିଥିବାବେଳେ ୧୯ ଲକ୍ଷ ୬ ହଜାର ୬୫୭ ଜଣ ନାଗରିକ ତାଲିକାରୁ ବାଦ ପଡିଛନ୍ତି |…
Read More...

ଟ୍ୱିଟର ସିଇଓଙ୍କ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ:ସୋସିଆଲ ମିଡ଼ିଆ ଟ୍ୱିଇଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜ୍ୟାକ ଡୋର୍ସିଙ୍କ ଆକାଉଣ୍ଟ ହ୍ୟାକ ହୋଇଛି । ଏହା ପରେ ସେହି ଆକାଉଣ୍ଟରୁ ବହୁ ଆପତ୍ତିଜନକ ମେସେଜ କରାଯାଇଥିବା ଅଭିଯୋଗ ହୋଇଛି । ଜ୍ୟାକଙ୍କ…
Read More...