Browsing Category

National

ଜାତିସଂଘରେ ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ୫୧ ଦେଶର କୂଟନୀତିଜ୍ଞ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ଏବଂ ଭାରତର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ରତି ୫୧ଟି ଦେଶର କୂଟନୀତିଜ୍ଞମାନେ ଏକ ଖାତାରେ ପୃଥକ୍‌ ଭାବେ ଶୋକବାର୍ତ୍ତା ଲେଖିଛନ୍ତି। ଜାତିସଂଘରେ ଥିବା…
Read More...

ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ ପାର୍ଟିକୁ ନୂତନ ମୁଖ୍ୟଙ୍କର ଆବଶ୍ୟକତା ଅଛି । ପାର୍ଟିର ନୂତନ ଅଧ୍ୟକ୍ଷକୁ ନେଇ ମୁକୁଲ ବାସନିକ, ମଲ୍ଲିକାର୍ଜୁନ ଖଡଗେ, ଅଶୋକ ଗହଲୋତ, ସୁଶୀଲ…
Read More...

ବନ୍ୟା ଯୋଗୁଁ କେରଳରେ ମୃତ୍ୟୁସଂଖ୍ୟା ୪୦ ଟପିଲା

ତିରୁବନନ୍ତପୁରମ: ଜଳଚାପ ହ୍ରାସ କରାଇବାକୁ ବନ୍ୟାଜଳରେ ଫୁଲି ଉଠିଥିବା ଅନେକ ଜଳଭଣ୍ଡାର ସ୍ଲୁଇସ୍‌ ଗେଟ୍‌ ଖୋଲିବାକୁ କେରଳ ଜଳଭଣ୍ଡାର ନିରାପତ୍ତା କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି ବୋଲି ଶନିବାର ଦିନ ସରକାରୀ ଅଧିକାରୀମାନେ…
Read More...

କୋଠା ଭୁଶୁଡ଼ି ୪ ମୃତ

ଅହମଦାବାଦ: ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟ ଖେଡା ଜିଲ୍ଲାର ପ୍ରଗତିନଗରରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଅତ୍ୟଧିକ ବର୍ଷା କାରଣରୁ କୋଠାଟି ଭୁଶୁଡ଼ି ଯାଇଥିବା ଜଣାପଡିଛି । ୪…
Read More...

୩୭୦ ଉଚ୍ଛେଦ ପ୍ରସଙ୍ଗରେ ଭାରତକୁ ଋଷର ସମର୍ଥନ

ନୂଆଦିଲ୍ଲୀ:ପାକିସ୍ତାନ କାଶ୍ମୀର ମାମଲାକୁ ଅନ୍ତରାଷ୍ଟ୍ରୀୟ ମଂଚରେ ଉଠାଇବ ବୋଲି ଦେଇଥିବା ଧମକ ପାଣିଗାର ହୋଇଯାଇଛି । କାରଣ କୌଣସୀ ଶକ୍ତିଶାଳୀ ଦେଶ ପାକ୍ ସମର୍ଥନରେ ବାହାରୁ ନାହାନ୍ତି । ଏପରିକି ଚୀନ ମଧ୍ୟ ଏହି ମାମଲାରେ…
Read More...

ଅରୁଣ ଜେଟଲୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ମଧ୍ୟାହ୍ଣରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଥିପାଇଁ ତାଙ୍କ ଏମ୍‌ସରେ ଭର୍ତ୍ତି କରାଯାଇଛି। ସେ କାର୍ଡିୟୋଲଜି ବିଭାଗରେ ଚିକିତ୍ସିତ…
Read More...

ଜମ୍ମୁରେ କାଲିଠୁ ଖୋଲିବ ସ୍କୁଲ ଓ କଲେଜ

ନୂଆଦିଲ୍ଲୀ: ଜମ୍ମୁରେ ଅଗଷ୍ଟ ୫ରୁ ଜାରି ହୋଇଥିବା ୧୪୪ ଧାରା ଆଜି ପ୍ରତ୍ୟାହାର କରାଯାଇଛି। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ଆସନ୍ତାକାଲି ଠାରୁ ଜମ୍ମୁରେ ସମସ୍ତ ସ୍କୁଲ ଓ କଲେଜ…
Read More...

ପାକିସ୍ତାନକୁ ହତାଶ କଲା ଚାଇନା!

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଉପରେ ପ୍ରତିଶୋଧ ନେବାକୁ ପାକିସ୍ତାନ ପଣ କରିଥିଲା। ଏଥିପାଇଁ ଚାଇନା ସରକାର ତାଙ୍କର ବନ୍ଧୁ ପାକିସ୍ତାନକୁ ସହଯୋଗ କରିବେ ବୋଲି ଇମ୍ରାନ୍‌ ଖାନ୍‌ ସରକାର ଆଶା…
Read More...

ସମଝୌତା ପରେ ‘ଥର’ ଏକ୍ସପ୍ରେସ ବନ୍ଦ କଲା ପାକିସ୍ତାନ

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବ୍ୟାକ୍‌ଫୁଟ୍‌ରେ ଥିବା ପାକିସ୍ତାନ ଏବେ ଆଟାକିଂ ମୁଡ୍‌କୁ ଚାଲି ଆସିଛି। ଭାରତ ବିରୋଧରେ ଇମ୍ରାନ୍‌ ଖାନ୍‌ ସରକାର ଗୋଟିଏ ପରେ ଗୋଟିଏ ନକାରାତ୍ମକ ପଦକ୍ଷେପ ଗ୍ରହଣ…
Read More...

ଧାରା ୩୭୦କୁ ନେଇ ସାରା ଦେଶରେ ବିଜେପି କରିବ ପ୍ରେସ୍ କନଫରେନସ

ନୂଆଦିଲ୍ଲୀ: ଧାରା ୩୭୦କୁ ନେଇ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ବାବଦରେ ଲୋକଙ୍କ ପାଖକୁ ଯିବ ଶାସକ ଦଳ ଭାରତୀୟ ଜନତା ପାର୍ଟି। ଏଥିପାଇଁ ବିଜେପି ଦେଶର ସମସ୍ତ ଜିଲ୍ଲାରେ ପ୍ରେସ୍ କନଫରେନସ କରିବ। ବିଜେପି ଅଧ୍ୟକ୍ଷ…
Read More...

ସ୍ୱାଧୀନତା ଦିବସ ଅବସରରେ ପତାକା ଉଡ଼ାଇବେ ଏମ୍.ଏସ୍ ଧୋନି !

ନୂଆଦିଲ୍ଲୀ: ଭାରତୀୟ ସେନାରେ ଯୋଗ ଦେଇଥିବା ପୂର୍ବତନ କ୍ରିକେଟ୍‌ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ କାଶ୍ମୀର ଘାଟିରେ ତାଲିମ ନେଉଛନ୍ତି । ଦକ୍ଷିଣ କାଶ୍ମୀରରେ ସେ ସାଧାରଣ ଜବାନମାନଙ୍କ ସହିତ ରହି ନିଜର ଟ୍ରେନିଂ ଜାରି…
Read More...

କେରଳରେ ପ୍ରବଳ ବର୍ଷା: ୨୦ ମୃତ

ଥିରୁଭାନନ୍ତପୁରମ: କେରଳରେ ପ୍ରବଳ ବର୍ଷା ଯୋଗୁ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଅନେକ ଲୋକ ନିଖୋଜ ରହିଥିବା ଜଣାପଡ଼ିଛି। ଲଗାଣ ବର୍ଷା ଯୋଗୁ ରାଜ୍ୟର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।…
Read More...

ଆଜି ଉଦଘାଟନ ହେବ କିଷାନ ପେନ୍‌ସନ୍‌ ଯୋଜନା

ନୂଆଦିଲ୍ଲୀ: ଦେଶର ଅନ୍ନଦାତା ସାଠିଏ ବର୍ଷ ପରେ ଏକ ସମ୍ମାନ ଜନକ ଜୀବନ ବଞ୍ଚିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି କିଷାନ ପେନ୍‌ସନ୍‌ ଯୋଜନା । ଅର୍ଥାତ ୬୦ ବର୍ଷ ପରେ ଚାଷୀଙ୍କୁ ମାସିକ ତିନି ହଜାର ଟଙ୍କା ଭତ୍ତା…
Read More...

ଜମ୍ମୁ-କଶ୍ମୀରରେ ନୂଆ ଯୁଗ ଆରମ୍ଭ ହୋଇଛି : ପ୍ରଧାନମନ୍ତ୍ରୀ

୩୭୦ ଧାରା ଉଚ୍ଛେଦ ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନନୂଆଦିଲ୍ଲୀ : ୩୭୦ ଧାରା ଉଚ୍ଛେଦ ଦ୍ୱାରା ଜମ୍ମୁ-କଶ୍ମୀରରେ ନୂଆ ଯୁଗ ଆରମ୍ଭ ହୋଇଛି । ଦୀର୍ଘ ଦଶନ୍ଧି ଧରି…
Read More...