Browsing Category

National

ମିଲିଟାରୀ ଅପରେସନର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାର

ମିଲିଟାରୀ ଅପରେସନର ପରବର୍ତ୍ତୀ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାର ।ସେ ମଇ ମାସ ୧ ତାରିଖରୁ ନୂଆ ଦାୟିତ୍ୱଭା ତୁଲାଇବେ । ଏହା ପୂର୍ବରୁ ୨୦୨୧ ଏପ୍ରିଲ ୫ରେ କଟିୟାରଙ୍କୁ 'One…
Read More...

ଶେହବାଜଙ୍କ ମନ୍ତ୍ରୀମଣ୍ଡଳରେ ମହିଳାମାନଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ପଦବୀ

ଇମ୍ରାନ ସରକାରର ପତନ ଘଟିବା ପରେ ଏବେ ନୂଆ ମନ୍ତ୍ରିମଣ୍ଡଳ ଗଢ଼ିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ । କ୍ଷମତାକୁ ଆସିବା ପରେ ଆଜି ଶେହବାଜଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଥିବା ଜଣାପଡ଼ିଛି । ପାକିସ୍ତାନ…
Read More...

ଆତଙ୍କବାଦୀ ଘୋଷିତ ହେଲା ଲସ୍କର-ଏ-ତଏବା କମାଣ୍ଡର ଶେଖ ସଜ୍ଜାଦ

ଶ୍ରୀନଗରରେ ୨୦୧୮ରେ ସାମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଆତଙ୍କବାଦୀ ଗୋଷ୍ଠୀ ଲସ୍କର ଏ ତଏବାର ସଦସ୍ୟ ଶେଖ୍‌ ସଜ୍ଜାଦ ବା ସଜ୍ଜାଦକୁ ମଙ୍ଗଳବାର କେନ୍ଦ୍ର ଆତଙ୍କବାଦୀ ବୋଲି ଘୋଷଣା କରିଛି । ଗତ ୧୪…
Read More...

ବଢ଼ିଲା କୋଭିଡ ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନାର ଅବଧି

କୋଭିଡ-୧୯ ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା ର ଅବଧି ୧୯ ଏପ୍ରିଲ ୨୦୨୨ ଠାରୁ ଆଗାମୀ ୧୮୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୋଭିଡ -୧୯ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିବା ସ୍ବାସ୍ଥ୍ୟ…
Read More...

ଅପରାଧୀ ଚିହ୍ନଟ ପ୍ରକ୍ରିୟା ଏବଂ ଦିଲ୍ଲୀ ମହାନଗର ନିଗମ ଆକ୍ଟ କୁ ଅନୁମୋଦନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଚଳିତ ବଜେଟ୍ ଅଧିବେଶନରେ ପାରିତ ହୋଇଥିବା ଦୁଇଟି ବିଲ୍ କୁ ଅନୁମୋଦନ କରି ଆଇନରେ ପ୍ରଣୀତ କରିଛନ୍ତି । କ୍ରିମିନାଲ ପ୍ରୋସିଜର(ଆଇଡେଣ୍ଟିଫିକେସନ) ଆକ୍ଟ-୨୦୨୨ ଏବଂ ଦିଲ୍ଲୀ ମହାନଗର…
Read More...

ଭାରତୀୟ ରେଳବାଇର ନୂଆ ଗାଇଡଲାଇନ ଜାରି; ବଦଳିଲା ଟ୍ରେନରେ ରାତିରେ ଶୋଇବାର ନିୟମ

ଆପଣ ଟ୍ରେନ ଯାତ୍ରା କରୁଥିବା ସମୟରେ ଅନେକ ଜରୁରୀ କଥାକୁ ନିଶ୍ଚିତ ଧ୍ୟାନରେ ରଖିଥିବେ। ଟ୍ରେନରେ ଯାତ୍ରା କରିବା ସମୟରେ ମାତ୍ର ଗୋଟିଏ ଛୋଟ ଭୁଲ୍‌ ଆପଣଙ୍କୁ ସମସ୍ୟାରେ ପକାଇପାରେ। ତେଣୁ ଟ୍ରେନରେ ଯାତ୍ରା କରିବା ପୂର୍ବରୁ…
Read More...

କାବୁଲର ଏକାଧିକ ସ୍କୁଲରେ ବଡ଼ ବଡ଼ ବିସ୍ଫୋରଣ; ୨୫ ଜଣ ଶିକ୍ଷାର୍ଥୀ ମୃତ

ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକାଧିକ ସ୍କୁଲକୁ ଟାର୍ଗଟ କରି ଆଜି ବଡ଼ ବଡ଼ ବିସ୍ଫୋରଣ କରାଯାଇଛି। ଏଯାଏ ଏଥିରେ ୨୫ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କ ସଂଖ୍ୟା ଜଣାପଡ଼ି ନଥିଲେ…
Read More...

ମୋଦିଙ୍କୁ ଚିଠି ଲେଖିଲେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ଚିଠିରେ ସରିଫ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ଆରମ୍ଭ କରିବାକୁ କହିଥିବା ଜଣାଯାଇଛି ।…
Read More...

ପୁଣି ୟୁପି ସରକାର କଡାକଡି କଲେ ମାସ୍କ କଟକଣା

ପୁଣି କଡ଼ ଲେଉଟେଇଲାଣି କି କରୋନା ? କାରଣ ଦେଶରେ ଏବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ପରିସ୍ଥିତି ଯେପରି ଜଟିଳ ନହୁଏ ସେଥିପାଇଁ ଏବେଠୁ ସଜାଗ ହେଲେଣି କିଛି ରାଜ୍ୟ । କିଛି ସ୍ଥାନରେ ଏବେଠୁ…
Read More...

ନୂତନ ସ୍ଥଳ ସେନା ମୁଖ୍ୟ ହେଲେ ଲେଫ୍ଟନେଣ୍ଟ ଜେନେରାଲ ମନୋଜ ପାଣ୍ଡେ

ନୂଆ ସ୍ଥଳ ସେନା ମୁଖ୍ୟ ନିଯୁକ୍ତ କଲେ କେନ୍ଦ୍ର ସରକାର । ଲେଫ୍ଟନେଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳ ସେନା ମୁଖ୍ୟ । ପ୍ରଥମ ଇଞ୍ଜିନିୟର ଭାବେ ସ୍ଥଳସେନା ମୁଖ୍ୟ ହେବେ ମନୋଜ ପାଣ୍ଡେ ଦାୟିତ୍ୱ ଗ୍ରହଣ କରିବେ…
Read More...

ମତ୍ସ୍ୟ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍; ୫ ଶ୍ରମିକ ମୃତ

କର୍ଣ୍ଣାଟକ ମାଙ୍ଗାଲୁରୁ ସ୍ଥିତ ଏକ ମତ୍ସ୍ୟ ଫ୍ୟାକ୍ଟ୍ରିରେ ଦୁର୍ଘଟଣା । ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୫ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମାଙ୍ଗାଲୁରୁ ସ୍ଥିତ ବାଜପେ ଅଞ୍ଚଳରେ ଥିବା ଏକ ମତ୍ସ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ରେ ଏହି…
Read More...

ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଏଭଳି ମତ ରଖିଲେ ଜାତିସଂଘ ମୁଖ୍ୟ

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ ରହିଛି । ଏହା ମଧ୍ୟରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ ଯେଉଁ ସତର୍କ ବାଣୀ ଶୁଣାଇଛନ୍ତି ତାହା ଏବେ ଚିନ୍ତା ବଢାଇଛି । ଗୁଟେରେସଙ୍କ ସୂଚନା…
Read More...

ବଦଳିଲା ବ୍ୟାଙ୍କ ଖୋଲିବାର ସମୟ

ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକ ଖୁସି ଖବର ଆସିଛି । ଏବେ ବ୍ୟାଙ୍କ ଗ୍ରାହକମାନେ ନିଜର ବ୍ୟାଙ୍କ କାମ ତୁଟାଇବାକୁ ଆହୁରି ଅଧିକ ୧ ଘଂଟା ସମୟ ପାଇବେ । ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ…
Read More...

ପୁଣି ଧରାପଡିଲା ଚୀନ୍‌ର ଚାଲାକି; ଏଲଏସିରେ ନିକଟରେ ସ୍ଥାପନ କଲା ୩ଟି ମୋବାଇଲ ଟାୱାର

ଚୀନ୍‌ ଏବେ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟସ୍ଥ ହଟସ୍ପ୍ରିଂ ପାଖ ଆଖରେ ୩ଟି ମୋବାଇଲ ଟାୱାର ସ୍ଥାପନା କରିଛି। ରବିବାର ଏହି ସୂଚନା ଦେଇଛନ୍ତି ଚୁସୁଲର ସ୍ଥାନୀୟ କର୍ପୋରେଟର କୋଞ୍ଚୋକ ସ୍ତାନଜିନ୍। ଏ ନେଇ ସେ ଏକ ଟ୍ୱିଟ୍‌…
Read More...