Browsing Category

National

ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତ ଏବଂ ଭାରତୀୟମାନଙ୍କ ଶାନ୍ତି ଓ ସମୃଦ୍ଧି ମନରେ ପୋଷଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗୁରୁବାର ଦିନ ହୋଲି ଅଭିନନ୍ଦନ ପଠାଇଛନ୍ତି । ହୋଲି କେମିତି ଏକତାର…
Read More...

ସୋପୋର ସିଆରପିଏଫ୍ କ୍ୟାମ୍ପ ଉପରେ ଆତଙ୍କୀ ଆକ୍ରମଣ, ୨ଯବାନ ଆହତ

ନୂଆଦିଲ୍ଲୀ: ଗୁରୁବାର ଦିନ ଜମ୍ମୁ ଓ କଶ୍ମୀରର ସୋପୋର ଠାରେ ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗ୍ରେନେଡ୍‌ ଫିଙ୍ଗି ଆକ୍ରମଣ କରିଛନ୍ତି। ଏହା ପରେ ପରେ ସେଠାରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇ…
Read More...

ପାକିସ୍ତାନକୁ ଝଟକା, ଭାରତ ଉପରେ ଆଉ ଆତଙ୍କବାଦୀ ଆକ୍ରମଣ ଅତ୍ୟନ୍ତ ସମସ୍ୟାଜନକ ହେବ: ଟ୍ରମ୍ପ ପ୍ରଶାସନ

ଓ୍ଵାସିଂଟନ୍‌: ପାକିସ୍ତାନକୁ ଆମେରିକାର ତାଗିଦ । ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଇସଲାମାବାଦକୁ କହିଛି ଆମେରିକା । ଆତଙ୍କୀ ସଂଗଠନ ଗୁଡିକ ବିରୋଧରେ ପାକିସ୍ତାନକୁ ଦୃଢ ପଦକ୍ଷେପ ନେବାକୁ…
Read More...

ବିଧାନସଭାରେ ଆସ୍ଥା ଭୋଟ୍‌ ଜିଣିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତ

ପାଣାଜୀ: ଆଜି ପ୍ରମୋଦ ସାୱନ୍ତଙ୍କ ଗୋଆ ବିଜେପି ସରକାର ବହୁମତର ପ୍ରମାଣ ଦେବାରେ ସଫଳ ହୋଇଛି । ଗୋମନ୍ତକ ପାର୍ଟି, ଗୋଆ ଫରୱାର୍ଡ ପାର୍ଟି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ମେଂଟ ସରକାର କରିଥିବା ବିଜେପି ସଂଖ୍ୟା ଗରିଷ୍ଠତା…
Read More...

ଲଣ୍ଡନରୁ ଗିରଫ ହେଲେ ନିରବ ମୋଦି

ଲଣ୍ଡନ: ଲଣ୍ଡନରେ ପଳାତକ ହୀରା ବ୍ୟବସାୟୀ ଓ ପ୍ରାୟ ୧୩ ହଜାର କୋଟି ଟଙ୍କାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଆଜି ଲଣ୍ଡନରେ ଗିରଫ ହୋଇଛି । ଗିରଫ ପରେ ତାଙ୍କୁ ୱେଷ୍ଟମିନିଷ୍ଟର କୋର୍ଟରେ ହାଜର କରାଯିବ । ନିରବଙ୍କୁ ଗିରଫ…
Read More...

୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ମାୟାବତୀ

ଲକ୍ଷ୍ନୌ: ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ବୁଧବାର ଦିନ ଘୋଷଣା କରିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ।ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ କହିଛନ୍ତି ସେ ଉତ୍ତର ପ୍ରଦେଶରେ ତାଙ୍କ ଦଳ ଓ ସମାଜବାଦୀ…
Read More...

ଉପାସନାସ୍ଥଳରେ ପ୍ରଚାର କର ନାହିଁ: ନିର୍ବାଚନ କମିସନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମୟରେ ଉପାସନା ସ୍ଥଳକୁ ପ୍ରଚାର ଲାଗି ବ୍ୟବହାର କରିବାରୁ ନିବୃତ ରହିବାକୁ ମଙ୍ଗଳବାର ଦିନ ନିର୍ବାଚନ କମିସନ ରାଜନୈତିକ ଦଳ ଓ ଧାର୍ମିକ ନେତାମାନଙ୍କୁ କହିଛନ୍ତି। ଏହା ଛଡ଼ା ଭିନ୍ନ ଭିନ୍ନ…
Read More...

ଆରମ୍ଭ ହେଲା ‘ମୈଁ ଭି ଚୌକିଦାର୍‌ ଅଭିଯାନ’: ଆଜି ୨୫ ଲକ୍ଷ ‘ଚୌକିଦାର’ଙ୍କୁ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ଆଉ ମାସେରୁ କମ୍‌ ଥିବା ବେଳେ ଭାରତୀୟ ଜନତା ପାଟି ନିଜର ‘ମୈଁ ଭି ଚୌକିଦାର ଅଭିଯାନକୁ ତୀବ୍ରତର କରୁଛି। ବୁଧବାର ଦିନ ଅଡିଓ ବ୍ରିଜ୍‌ ଟେକ୍ନୋଲଜି ଜରିଆରେ ସମଗ୍ର ଦେଶର ୨୫ ଲକ୍ଷ…
Read More...

ମହାରାଷ୍ଟ୍ରରେ ନିର୍ବାଚନ ଲଢିବା ପାଇଁ ମେଣ୍ଟ ଘୋଷଣା କଲେ ସପା-ବସପା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ପରେ ଏବେ ମହାରାଷ୍ଟ୍ରରେ ସମାଜବାଦୀ ପାର୍ଟି (ସପା) ଓ ବହୁଜନ ସମାଜ ପାର୍ଟି (ବସପା) ମେଣ୍ଟ ଘୋଷଣା କରିଛନ୍ତି । ଦୁଇ ଦଳ ମଧ୍ୟରେ ହୋଇଥିବା ଆସନ ବୁଝାମଣା ଅନୁସାରେ ଉଭୟ ଦଳ ରାଜ୍ୟର ୪୮ଟି ଆସନରେ…
Read More...

ପୁଣି କ୍ଷମତାକୁ ଫେରିବେ ନରେନ୍ଦ୍ର ମୋଦି: ଟାଇମ୍‌ସ ନାଓ ଏବଂ ଭିଏମ୍‌ଆର୍‌ ସର୍ଭେ

ନୂଆଦିଲ୍ଲୀ: ଟାଇମ୍‌ସ ନାଓ ଏବଂ ଭିଏମ୍‌ଆର୍‌ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରୁ ଜଣାଯାଇଛି ଯେ ପୁଣି ଥରେ ନରେନ୍ଦ୍ର ମୋଦି କ୍ଷମତାକୁ ଫେରିବେ। ଏହି ସର୍ଭେରେ କୁହାଯାଇଛି ୨୦୧୯ ଲୋକସଭା ନିର୍ବାଚନରେ ଏନଡିଏକୁ ୫୪୩ଟି…
Read More...

ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ: ରାତି ୨ ଟାରେ ହେଲା ଶପଥ ଗ୍ରହଣ

ଗୋଆ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ବିଜେପି ପ୍ରମୋଦ ସାବତଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ରୁପେ ଚୟନ କରିଛନ୍ତି । ରାତି ୨ ଟା ସମୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୋଦ ସାୱନ୍ତ ଶପଥ ନେଇଛନ୍ତି ।…
Read More...

ଦନ୍ତେଓ୍ଵାଡ଼ାରେ ମାଓ ଆକ୍ରମଣରେ ୫ ସିଆର୍‌ପିଏଫ୍‌ ଯବାନ ଆହତ

ଛତିଶଗଡ଼: ଛତିଶଗଡ଼ ଜିଲ୍ଲାର ଦନ୍ତେଓ୍ଵାଡ଼ାଠାରେ ସୋମବାର ସଂଧ୍ୟାରେ ମାଓବାଦୀମାନେ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି। ଏହି ମାଓ ଆକ୍ରମଣରେ ୫ ଜଣ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସ(ସିଆର୍‌ପିଏଫ୍‌) ଯବାନ ଆହତ…
Read More...

ପଞ୍ଚଭୂତରେ ଲୀନ ହେଲେ ମନୋହର ପାରିକର

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହୋଇଛନ୍ତି ଗୋଆର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର । ମନୋହରଙ୍କୁ ତାଙ୍କ ପୁଅ ମୁଖାଗ୍ନି ଦେଇଛନ୍ତି । ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହ ମନୋହର ପାରିକରଙ୍କ ଶେଷ…
Read More...

ଚଳନ୍ତା ଟ୍ରେନରେ ଆଖିବୁଜା ଗୁଳି ଚଳାଇଲା ଆତତାୟୀ, ୧ ମୃତ

ଆମଷ୍ଟରଡାମ : ନ୍ୟୁଜିଲ୍ୟାଣ୍ଡ ପରେ ଏବେ ନେଦରଲାଣ୍ଡରେ ମଧ୍ୟ ଗୁଳିକାଣ୍ଡ ଦେଖାଦେଇଛି । ଆଜି ନେଦରଲାଣ୍ଡର ଏକ ସହର ଉଟ୍ରେଚରେ ଏକ ଚଳନ୍ତା ଟ୍ରାମରେ ଜଣେ ଦୁର୍ବୁତ୍ତ ଗୁଳିମାଡ କରିବାରୁ ଜଣେ ବ୍ୟକ୍ତି ନିହତ ହେବା ସହ ଆହୁରି…
Read More...