Browsing Category

National

ସପ୍ତଦଶ ଲୋକସଭା ଗଠନ ନିମନ୍ତେ ବିଜ୍ଞପ୍ତି ଜାରି ପାଇଁ ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ୍‌

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ଗଠନ ନିମନ୍ତେ ବିଜ୍ଞପ୍ତି ଜାରି ପାଇଁ ଆଜି (ବୁଧବାର) ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ଅନୁମତି ପ୍ରଦାନ କରିଛନ୍ତି। ଲୋକ…
Read More...

ସଙ୍କଟରେ ବିଏସଏନଏଲ୍ ଟେଲିକମ୍ କମ୍ପାନୀ

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ବହୁତ ବଡ ସଙ୍କଟରେ ଫସିଯାଇଛି । ଆର୍ଥୀକ ସଙ୍କଟ ସହ ଲଢେଇ କରୁଥିବା ବିଏସଏନଏଲ୍ କମ୍ପାନୀ ଏବେ ପର୍ଯ୍ୟନ୍ତ ୧.୭୬ ଲକ୍ଷ କର୍ମଚାରୀଙ୍କୁ ଫେବୃୟାରୀ ମାସର ଦରମା…
Read More...

ମାର୍ଚ୍ଚ ୧୬ରେ ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଘୋଷଣା କରିବ ବିଜେପି

ନୂଆଦିଲ୍ଲୀ : ଗତ ରବିବାର ନିର୍ବାଚନ କମିସନର ସୁନୀଲ ଆରୋରା ନିର୍ବାଚନର ତାରିଖ ସହ କେତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ଫଳାଫଳ ଘୋଷଣାର ତାରିଖ ଘୋଷଣା କରିଥିଲେ । ନିର୍ବାଚନର ତାରିଖ ଘୋଷଣା ସହ ରାଜନୈତିକ ଦଳ ଏବଂ…
Read More...

ନିର୍ବାଚନ ପାଇଁ ମୋଦିଙ୍କ ଟ୍ୱିଟ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ବିଗୁଲ୍‌ ବାଜିସାରିଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟର ଯୋଗେ ବିଭିନ୍ନ ଭାରତୀୟ ରାଜନେତା ଏବଂ ତାରକାଙ୍କୁ ଆହ୍ୱନ କରିଛନ୍ତି, ଏଥିରେ ଅଧିକ ମାତ୍ରାରେ ଭୋଟର ଭାଗ…
Read More...

ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ମସୁଦ୍ ଅଝାର ବିରୋଧରେ ପ୍ରମାଣ ଦେଲା ଭାରତ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈସ୍ – ଏ- ମହମ୍ମଦ ମୁଖ୍ୟ ମସୁଦ୍ ଅଜହରର ବଚିଂବା ଏବେ କାଠିକର ପାଠ ହୋଇଗଲାଣି । ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ମସୁଦ୍ ଅଝାରକୁ ଅନ୍ତର୍ଜାତୀୟ…
Read More...

UNSC ରେ ଭୋଟିଙ୍ଗ୍ ପୂର୍ବରୁ ଚୀନ୍ ପୁଣି ମସୁଦ୍ ଅଜହର୍ ଉପରେ ମାଗିଲା ପ୍ରମାଣ

ନୂଆଦିଲ୍ଲୀ : ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈସ୍ –ଏ- ମହମ୍ମଦ ମୁଖ୍ୟ ମସୁଦ୍ ଅଜହରର ବଚିଂବା ଏବେ କାଠିକର ପାଠ ହୋଇଗଲାଣି । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବୈଠକରେ ମସୁଦ୍ ଅଜହରକୁ ଗ୍ଲୋବାଲ୍…
Read More...

ଭାରତରେ ଉଡ଼ିପାରିବନି ବୋଇଂ 737-MAX ବିମାନ

ନୂଆଦିଲ୍ଲୀ: ଭାରତରେ ଉଡ଼ିପାରିବନି ବୋଇଂ 737-MAX ବିମାନ। ଆଜି ଅପରାହ୍ନ ୪ଟା ସୁଦ୍ଧା ଏହାର ସମସ୍ତ ଉଡ଼ାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ବେସାମରିକ ବିମାନ ଚଳାଚଳ…
Read More...

କଂଗ୍ରେସରେ ଯୋଗଦେଲେ ହାର୍ଦ୍ଦିକ ପଟେଲ

ଅହମଦାବାଦ: ପଟିଦାର ଆନ୍ଦୋଳନର ନେତା ତଥା ସର୍ବଦା ବିଜେପିକୁ ସମାଲୋଚନା କରୁଥିବା ହାର୍ଦ୍ଦିକ ପଟେଲ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ହାର୍ଦ୍ଦିକ ହାତ…
Read More...

ଆତଙ୍କବାଦୀ ହାଫିଜ ସଇଦ ଅର୍ଥରେ କିଣାଯାଇଥିବା ବଙ୍ଗଳାକୁ ଜବତ କଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁଗ୍ରାମରୁ ଲସ୍କର ପ୍ରମୁଖ ହାପିଜ ସଇଦ ସହିତ ଜଡ଼ିତ ଥିବା ଏକ ବଙ୍ଗଳାକୁ  ଜବତ କରିଛି। ଜବତ ହୋଇଥିବା ଏହି ବଙ୍ଗଳାର ମୂଲ୍ୟ ପାଖାପାଖି ୧.୦୩କୋଟି ଟଙ୍କା ହେବ ବୋଲି…
Read More...

୧୮୦ଟି ରାଲିରେ ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ବିଶେଷ କରି ନିର୍ବାଚନରେ କ’ଣ ରହିବ ରଣନୀତି, ସେନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ୨୦୧୯…
Read More...

ମୋଦିଙ୍କ ଗଡ଼ ଗୁଜୁରାଟରୁ ଆରମ୍ଭ ହେଲା କଂଗ୍ରେସର ପ୍ରଥମ ନିର୍ବାଚନ ପ୍ରଚାର

ଗାନ୍ଧିନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜୁରାଟରୁ ଆଜି ନିର୍ବାଚନ ପ୍ରଚାର ଆରମ୍ଭ କରିଛି କଂଗ୍ରେସ। ଅହମ୍ମଦାବାଦ୍‌ ଏବଂ ଗାନ୍ଧୀନଗରଠାରେ କଂଗ୍ରେସ କରିବାକୁ ଥିବା ପୂରା ଦିନିକିଆ ଦଳୀୟ ପ୍ରଚାରରେ ମହାତ୍ମା…
Read More...

ବିଜେପିରେ ମିଶିଲେ ରାଧାକ୍ରିଷ୍ଣା ଭିକେ ପାଟିଲଙ୍କ ପୁଅ ସୁଜୟ ଭିକେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଏକ ବିରାଟ ଝଟ୍‌କା। ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ କଂଗ୍ରେସର ବିରୋଧୀ ଦଳ ନେତା ରାଧାକ୍ରିଷ୍ଣା ଭିକେ ପାଟିଲ୍‌ଙ୍କ ପୁଅ ସୁଜୟ ଭିକେ ପାଟିଲ୍‌ ଆଜି…
Read More...

ଆଜି କଂଗ୍ରେସରେ ମିଶିବେ ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ: ଆଜି କଂଗ୍ରେସରେ ମିଶିବେ ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲ। ଏନେଇ ସେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ କଂଗ୍ରେସରେ…
Read More...

ବାଲାକୋଟ ଷ୍ଟ୍ରାଇକ୍‌ ବେଳେ କ୍ୟାମ୍ପରେ ଥିଲେ ୨୬୩ ଆତଙ୍କବାଦୀ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଗଡ଼ ପାଲଟିଥିବା ପାକିସ୍ତାନର ବାଲାକୋଟ୍‌ରେ ଭାରତୀୟ ବାୟୁସେନା କରିଥିବା ଏୟାର ଷ୍ଟ୍ରାଇକ୍‌କୁ ନେଇ ପ୍ରଥମଥର ପାଇଁ ପ୍ରମାଣଭିତ୍ତିକ ତଥ୍ୟ ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓରେ…
Read More...